For English Prss ctrl+g
Khabar Odisha:ajab-khabar-odisha-agum-well-of-patna

ଅଜବ ଗଜବ ଭାରତର ଅଗମ କୂଅ, ଯେଉଁଠାରେ ପୋତାଯାଇଛି ଅଶୋକଙ୍କ ୯୯ ଭାଇଙ୍କ ଶବ

ଦୁନିଆରେ ବହୁ ଆଶ୍ଚର‌୍ୟ୍ୟଜନକ ଜିନିଷ ରହିଛି। ଯାହାକୁ ପ୍ରକୃତି ସୃଷ୍ଟି କରିଛି। ଯାହାର ସତ୍ୟାସତ୍ୟ ଖୋଜିବା ପାଇଁ ବୈଜ୍ଞାନିକମାନେ ଏଯାଏଁ ସଫଳ ହୋଇପାରି ନାହାଁନ୍ତି। ଆଜି ଆମେ କହିବାକୁ ଯାଉଛି ବିହାର ପାଟନାର ଅଗମ କୂଅ ବିଷୟରେ। ଏହି କୂଅ ଯେତିକି ରହସ୍ୟମୟୀ ସେତିକି ଭୟାନକ। ସାଧାରଣ କୂଅ ଠାରୁ ଏହି କୂଅ ସମ୍ପୂର୍ଣ୍ଣ ଅଲଗା।

ଖବର ଓଡ଼ିଶା 22/10/2019
Khabar Odisha:ajab-khabar-odisha-jharkhand-bukaro-dalahi-kunda

ଅଜବ ଗଜବ ଭାରତର ଅଦ୍ଭୁତ କାହାଣୀ, ଏହି କୁଣ୍ଡରେ ତାଳି ମାରିଲେ ବାହାରୁଛି ଗରମ ପାଣି

ଦୁନିଆରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି ଯାହାକୁ ପ୍ରକୃତି ତିଆରି କରିଛି। ଯାହାକୁ ବୁଝିବା ଆଜି ମନୁଷ୍ୟ ପକ୍ଷରେ ଅସମ୍ଭବ ପାଲଟିଛି। ଆଜି ଆମେ ଅଜବ ଗଜବ ଭାରତର ଏଭଳି ଏକ କୁଣ୍ଡ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ତାଳି ବଜାଇବା ମାତ୍ରେ ଗରମ ପାଣି ବାହାରି ଥାଏ। ଝାରକଣ୍ଡର ବୁକାରୋ ଜିଲ୍ଲାରେ ଏହି ରହସ୍ୟମୟୀ କୁଣ୍ଡ ରହିଛି। ଏହାର ନାମ ଦଲାହୀ କୁଣ୍ଡ।

ଖବର ଓଡ଼ିଶା 20/10/2019
Khabar Odisha:ajab-khabar-odisha-a-monkey-saves-water-people-ask-who-are-the-real-animals-watch-video

ଅଯଥା ବହୁଥିବା ପାଣିକୁ ପତ୍ର ମାଧ୍ୟମରେ ଅଟକାଉଛି ମାଙ୍କଡ, ଭିଡିଓ ଭାଇରାଲ...

କଥାରେ ଅଛି ଜଳ ହିଁ ଜୀବନ। କିନ୍ତୁ କିଛି ଲୋକ ଆଜି ଯାଏଁ ଏହାର ଅର୍ଥ ବୁଝିପାରି ନାହାଁନ୍ତି। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ମାଙ୍କଡ ଅଯଥାରେ ବହି ଯାଉଥିବା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛି। ଏହାକୁ ଦେଖି କିଛି ଲୋକ ପ୍ରଶ୍ନ କରିଛନ୍ତି କି, ଅସଲ ପଶୁ କିଏ? ତେବେ ବର୍ବାଦ ହେଉଥିବା ପାଣିକୁ ରକ୍ଷା କରୁଥିବା ଏହା ପ୍ରଥମ ମାଙ୍କଡ ନୁହେଁ ଏହା ପୂର୍ବରୁ ଆଉ ଏକ ମାଙ୍କଡ ପାଣି ପିଇସାରି ଟ୍ୟାପ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା।

ଖବର ଓଡ଼ିଶା 11/10/2019
Khabar Odisha:national-odisha-allien-and-ufo-at-american-sea

ଆକାଶରେ ଦେଖାଦେଲା ରହସ୍ୟମୟ ଆଲୋକ, ଚର୍ଚ୍ଚାରେ ଏଲିଅନ ଓ ଉଡନ୍ତା ଥାଳିଆ

ଏଲିଅନ ଆଜି ମଧ୍ୟ ବିଶ୍ୱର ଏକ ରହସ୍ୟ ହୋଇରହିଛି । ଏଲିଅନ ସହ ଉଡନ୍ତା ଥାଳିଆ ଅନେକ ସମୟରେ ଦେଖାଦେଇଥାଏ । ଏପରି ଅନେକ ଖବର ଫଟୋ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏବେ ସୁଧା କେହି ହେଲେ ଏଲିଅନ ଦେଖିବାକୁ କିଭଳି ତାହା ଦାବି କରିପାରି ନାହାନ୍ତି । ଏହି ସବୁ ମଧ୍ୟରେ ଆମେରିକାର ଉତର କେରୋଲିନାସ୍ଥିତ ସମୁଦ୍ର ଉପରେ କିଛି ଚକଚକ୍ କରୁଥିବା ବସ୍ତୁ ଦେଖିବାକୁ ମିଳିଥିଲା । ଯାହା ଦେଖିବାକୁ ଏକ ଥାଳି ସଦୃଶ ରହିଥିଲା । ସୋସିଆଲ ମିଡିଆରେ ଆକାଶରେ ଦେଖାଦେଇଥିବା ଏହି ୧୪,୧୫ଟି ବସ୍ତୁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଖବର ଓଡ଼ିଶା 06/10/2019
Khabar Odisha:national-odisha-a-women-gave-birth-to-twin-babies-at-age-of-74-years-in-andhra-pradesh

୭୪ ବର୍ଷରେ ଜାଆଁଳା ଛୁଆ ଜନ୍ମ କଲେ ମହିଳା, ହୋଇପାରେ ବିଶ୍ଵ ରେକର୍ଡ

ଆନ୍ଧ୍ରପ୍ରଦେଶରେ ଜଣେ ୭୪ ବର୍ଷୀୟା ମହିଳା ଜାଆଁଳା ଛୁଆ ଜନ୍ମ ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ପୂର୍ବୀ ଗୋଦାବରୀ ଜିଲ୍ଲାରେ ଦ୍ରକ୍ଷରମମର ଏକ ଘରୋଇ ହସ୍ପିଟାଲରେ ଜାଆଁଳା ଛୁଆ ଜନ୍ମ ଦେଇଛନ୍ତି। ଏହି ମହିଳାଙ୍କ ନାମ ହେଉଛି ମଙ୍ଗୟମ୍ମା। ମଙ୍ଗୟମ୍ମାଙ୍କ ବିବାହ ୧୯୬୨ରେ ରାଜା ରାଓଙ୍କ ସହ ହୋଇଥିଲା। କିନ୍ତୁ ତାଙ୍କର କୌଣସୀ ପିଲାପିଲି ହୋଇ ନଥିଲା। ତେବେ ମଙ୍ଗୟମାଙ୍କ ଜଣେ ପଡୋଶୀ କୃତ୍ରିମ ଉପାୟରେ ଗର୍ଭ ଧାରଣ କରିବା ପରେ ତାଙ୍କୁ ଲାଗିଥିଲା କି ସେ ମଧ୍ୟ ଛୁଆ ଜନ୍ମ କରି ପାରିବେ। ଏହା ପରେ ସେ ଆଇବିଏଫ ମାଧ୍ୟମରେ ଛୁଆ ଜନ୍ମ କରିବାକୁ ବିଚାର କରିଥିଲେ।

ଖବର ଓଡ଼ିଶା 05/09/2019
Khabar Odisha:national-odisha-kashmir-latest-photos-of-dal-lake-latest-visuals-of-jammu-kashmir

ହ୍ରଦରେ ବସୁଛି ଭାସମାନ ହାଟ... ଏପରି କିଛି ଦୃଶ୍ୟ ରହିଛି କାଶ୍ମୀରର ଏହି ହ୍ରଦରେ

କାଶ୍ମୀର ନିଜର ସୁନ୍ଦରତା ପାଇଁ ଦୁନିଆରେ ବେଶ୍ ଚର୍ଚ୍ଚିତ । ଏହା ଏପରି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥଳୀ ଯେ ଆପଣ ବୁଲିବାକୁ ଗଲେ ନଜର ହଟିବ ନାହିଁ । ଏଭଳି କିଛି ଦେଖିବାକୁ ସୁନ୍ଦର ଡଲ ହ୍ରଦ । ଏହି ହ୍ରଦରେ ଲାଗିଥିବା ବଜାର ଦୁନିଆର ଲୋକଙ୍କୁ ନ୍ଖକ୍ସ ଆଡକୁ ଆକର୍ଷିତ କରି । ଏହି ହ୍ରଦ ମଧ୍ୟରେ ଏକ ଭାସମାନ ପରିବା ବଜାର ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ପରିବା ବଜାରରୁ ପରିବା କିଣିବା ପାଇଁ ଲୋକମାନେ ନୌକାରେ ବସି ଆସନ୍ତି ।

ଖବର ଓଡ଼ିଶା 28/08/2019
Khabar Odisha:State-odisha-30-odia-people-rescued-in-flood-situation-in-navasari-of-gujrat-state

ଗୁଜରାଟ: ଲଗାଣ ବର୍ଷାରେ ୩ ଦିନ ଧରି ଫସିଥିବା ୩୦ ଓଡ଼ିଆଙ୍କୁ ଉଦ୍ଧାର କଲା ବାୟୁସେନା

ପ୍ରବଳ ବର୍ଷାରେ ଗୁଜରାଟର ଅନେକ ଅଞ୍ଚଳର ସ୍ଥିତି ବେହାଲ ହୋଇ ପଡିଛି। ଏଥିରେ ସେଠାରେ କାମ କରୁଥିବା ଓଡ଼ିଶାର ଲୋକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଏହି କ୍ରମରେ ଲ...

ଖବର ଓଡ଼ିଶା 04/08/2019
Khabar Odisha:national-odisha-girl-ordered-meat-in-restaurant-meat-piece-jumped-out-of-plate-viral-video

ଦେଖୁ ଦେଖୁ ଖାଇବା ପ୍ଲେଟରୁ ଚାଲିଗଲା ମାଂସ ଟୁକୁଡା, ଦେଖନ୍ତୁ ଭିଡିଓ

ଫ୍ଲୋରିଡାରେ ରହୁଥିବା ରେ ପିଲିପ୍ସ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ସେ ନିଜ ଫେସବୁକ ପେଜରେ ସର୍ବଦା ଖାଇବା ପିଇବା ଫଟୋ ସେୟାର କରୁଥିବା ଦେଖୀବାକୁ ମିଳିଛି । ତାଙ୍କ ପୋଷ୍ଟରେ ବହୁତ ଭଲ ଲାଇକ ମଧ୍ୟ ମିଳିଯାଏ । କିନ୍ତୁ ଦୁଇ ସପ୍ତାହ ପୂର୍ବରୁ ସେ ଏମିତି ଏକ ଭିଡିଓ ସେୟାର କରିଥିଲେ ଯାହାକୁ ଏପର୍ଯ୍ୟନ୍ତ ୧୪ ମିଲିୟନ ଭ୍ୟୁଜ ମିଳି ସାରିଛି । କେବଳ ସେତିକି ନୁହେଁ ଏହାକୁ ୨ ଲକ୍ଷ ୧୬ ହଜାର ଲୋକ ସେୟାର ମଧ୍ୟ କରିଛନ୍ତି ।

ଖବର ଓଡ଼ିଶା 26/07/2019
Khabar Odisha:national-odisha-man-lives-alone-at-the-top-of-130-foot-high-rock-in-georgia

୧୩୦ ଫୁଟ ଉଚ୍ଚ ପାହାଡ ଉପରେ ଘର ନିର୍ମାଣ କରି ରହୁଛନ୍ତି ଏହି ସାଧୁ, କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଦୁନିଆରେ ଏଭଳି ବହୁ ଅଜବ ସ୍ଥାନ ରହିଛି ଯେଉଁଠାକୁ ସାଧାରଣ ଲୋକ ଯିବା ପାଇଁ ଡରନ୍ତି । କିନ୍ତୁ ଜର୍ଜିୟାର ଜଣେ ସାଧୁ ଏଭଳି ଏକ ଅଜବ ସ୍ଥାନରେ ନିଜର ଆଶ୍ରୟସ୍ଥଳୀ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସାଧୁ ଜଣକ ୧୩୦ ଫୁଟ ଉଚ୍ଚ ପାହାଡ ଉପରେ ଘର ତିଆରି କରିଛନ୍ତି । ଏହାଠୁ ବଡ ଆଶ୍ଚର୍ଯ୍ୟର ବିଷୟ ଏହାକି ଯେ ସେଠାରେ ସେ ଏକାକୀ ରହୁଛନ୍ତି ।

ଖବର ଓଡ଼ିଶା 21/07/2019
Khabar Odisha:Ajab-khabar-culture-Odisha-bishnoi-woman-breastfeeds-baby-deer-in-jodhpur-this-heartwarming-picture-goes-viral

ହରିଣ ଛୁଆକୁ ସ୍ତନପାନ କରାଉଥିବା ମହିଳାଙ୍କ ଫଟୋ ଭାଇରାଲ୍, ଦେଖିବା ପରେ ଆପଣ ହୋଇଯିବେ ଭାବୁକ

ସୋସିଆଲ ମିଡିଆରେ ଏବେ ଏକ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଜଣେ ମହିଳା ଗୋଟିଏ ହରିଣ ଛୁଆକୁ ସ୍ତନପାନ କରା...

ଖବର ଓଡ଼ିଶା 19/07/2019
Khabar Odisha:Ajab-khabar-Odisha-pakistani-man-zulkaif-chaudhary-living-with-a-lion-in-his-bedroom

ସିଂହ ସହ ଏକା ଘରେ ରହୁଛନ୍ତି ଏହି ପାକିସ୍ତାନୀ

ନୂଆଦିଲ୍ଲୀ, ମେ ୨୯(ଖବର ଓଡ଼ିଶା): କୁକୁର, ବିଲେଇକୁ ନିଜ ଘରେ ରଖିବା ଲୋକ ନିଶ୍ଚିତ ଦେଖିଥିବେ କିନ୍ତୁ ସିଂହକୁ ରଖିବା କେବେ ଦେଖିନଥିବେ । ଆସନ୍ତୁ ଆଜି ଏପରି ଏକ ବିଚିତ୍ର କଥା ଜାଣିବା ।

ଖବର ଓଡ଼ିଶା 29/05/2019
Khabar Odisha:national-odisha-iron-rescued-from-patient

ରୋଗୀଙ୍କ ପେଟରୁ ବାହାରିଲା ୧୦୦ ଗ୍ରାମର ଲୁହାକଂଟା

ରାଜସ୍ଥାନରେ ଜଣେ ରୋଗୀଙ୍କ ପେଟରୁ ଡାକ୍ତରମାନେ ୧୧୫ଟି ଲୁହା କଂଟା ବାହାର କରିଛନ୍ତି । ଏହା ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ଚକିତ କରିଦେଇଛି । ବୁନ୍ଦି ଜିଲ୍ଲାର ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଭାଲାଶଙ୍କରଙ୍କ ନାମକ ଜଣେ ମାନସିକ ରୋଗୀଙ୍କ ପେଟରୁ ଏହି ସବୁକୁ ବାହାର କରିଛି ।

ଖବର ଓଡ଼ିଶା 14/05/2019
Khabar Odisha:ajab-khabar-odisha-bangladesh-man-cut-his-wifes-finger-for-graduation

ପତ୍ନୀ କହିଲେ ଅଧିକ ପାଠ ପଢିବି, ହାତର ଆଙ୍ଗୁଳି କାଟିଦେଲେ ଅଷ୍ଟମ ପାସ୍ ସ୍ୱାମୀ

ବାଂଲାଦେଶର ରାଜଧାନୀ ଢାକାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗ୍ରାଜୁଏସନ କରିବା ଜିଦରେ ଉତକ୍ଷିପ୍ତ ହୋଇ ତାଙ୍କର ଆଙ୍ଗୁଳି କାଟି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

ଖବର ଓଡ଼ିଶା 14/05/2019
Khabar Odisha:Ajab-khabar-international-odisha-machine-learning-could-predict-death-and-heart-attack

ଆପଣଙ୍କ ମୃତ୍ୟୁର ଦିନ ଓ ତାରିଖ କହିଦେବ ମେସିନ

ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏକ ଏଭଳି ଆପ୍ଲେକେସନ ତିଆରି କରାସରିଛି, ଯାହା ମଣିଷ କେବେ ମୃତ୍ୟୁବରଣ କରିବ ତାହା ଜଣାଇ....

ଖବର ଓଡ଼ିଶା 13/05/2019
Khabar Odisha:Ajab-khabar-lifestyle-Odisha-why-people-dont-trust-and-make-whatsapp-call

ଜାଣନ୍ତୁ କାହିଁକି ଫୋନ କଲ ଅପେକ୍ଷା ହ୍ୱାଟ୍ସଆପ୍ କଲ୍ ପସନ୍ଦ କରୁଛନ୍ତି ଲୋକେ, ବିଶେଷକରି ପ୍ରେମୀଯୁଗଳ

କିଛି ଦିନ ପୂର୍ବର କଥା, ଗୋଟେ ସାଙ୍ଗ ସହିତ ଫୋନରେ କଥା ହେଉଥିଲି । କଥା ହେବା ସମୟରେ ହଠାତ୍ ସେ ଫୋନ କାଟିଦେଲା ଓ ହ୍ୱାଟ୍ସଆପ୍ କଲ କରିବାକୁ କହିଲା...

ଖବର ଓଡ଼ିଶା 11/05/2019
Khabar Odisha:Ajab-khabar-Odisha-meet-the-39-year-old-mother-of-44-children

୩୯ ବର୍ଷିୟ ମହିଳା ଜନ୍ମ କରିଛନ୍ତି ୪୪ ପିଲା, ଡାକ୍ତର କହିଲେ ପିଲା ଜନ୍ମ କରିବା ଦରକାର

୩୯ ବର୍ଷର ମରୀୟମ ନାବାତାଂଜୀ ବର୍ତ୍ତମାନ ସୁଦ୍ଧା ୪୪ ପିଲାଙ୍କୁ ଜନ୍ମ ଦେଇସାରିଛନ୍ତି । ତାଙ୍କର ୪ ପିଲାଙ୍କର ମୃତ୍ୟୁ ହୋଇଥିଲେ ବି ୪୦ ପିଲା ସୁସ୍ଥ ଅଛନ୍ତି । ସେ ୟୁଗାଣ୍ଡାର

ଖବର ଓଡ଼ିଶା 09/05/2019
Khabar Odisha:Ajab-khabar-Election-Odisha-loksabha-candidate-kishore-samrite-seeks-election-commission-permission-to-sell-kidney-balaghat

ନିର୍ବାଚନ ଲଢିବାର ଅଛି, ଟଙ୍କା ନାହିଁ, ଏହି ପ୍ରାର୍ଥୀ କିଡନୀ ବିକ୍ରି କରିବା ପାଇଁ ମାଗିଲେ ଅନୁମତି

ଆପଣ କଣ କେବେ ଶୁଣିଛନ୍ତି କି କୌଣସି ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ନିଜର କିଡନୀ ବିକ୍ରି କରିବାକୁ ମଧ୍ୟ ଆଗେଇ ଆସିଛନ୍ତି । ଏହା ଶୁଣିଲେ ଆପଣଙ୍କୁ...

ଖବର ଓଡ଼ିଶା 16/04/2019
Khabar Odisha:Ajab-Khabar-Odisha-Mumbai-woman-charged-more-than-3-lakh-rupees-by-society-for-feeding-stray-dogs

ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଲାଗିଲା ଜୋରିମାନା

ଭୁବନେଶ୍ୱର, ଏପ୍ରିଲ ୧୬(ଖବର ଓଡିଶା): କଥାରେ ଅଛି ପଶୁପକ୍ଷୀଙ୍କୁ ଖାଦ୍ୟ ଦେଲେ ପୂଣ୍ୟ ମିଳେ । ଏହି କାର୍ଯ୍ୟ ବହୁତ ଲୋକ କରନ୍ତି । କିନ୍ତୁ ଏପରି ଏକ ରାସ୍ତାକଡ଼ର କୁକୁରକୁ ଖାଦ୍ୟ ଖୁଆଇବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି । ଆସ୍ତୁ ଏପରି ଏକ ବିଚିତ୍ର ଘଟଣା ସମ୍ପର୍କରେ ଜାଣିବା ..

ଖବର ଓଡ଼ିଶା 16/04/2019
Khabar Odisha:Ajab-khabar-Election-Odisha-dead-women-alive-in-ghaziabads-kaila-bhatta-polling-booth

ଭୋଟ ଦେବାକୁ ଆସିଥିବା ମହିଳାଙ୍କୁ ଜବାବ ମିଳିଲା “ଆପଣ ତ ମରି ସାରିଛନ୍ତି”

ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । ଏହି ଭିତରେ କେଉଁ ସ୍ଥାନରେ ଇଭିଏମ ଖରାବ ହେବାର ତ କେଉଁ....

ଖବର ଓଡ଼ିଶା 11/04/2019
Khabar Odisha:Ajab-khabar-Odisha-Nurse-who-is-Battling-Cancer-Confesses-to-Swapping-5000-Babies

ମଜା ନେବା ପାଇଁ ଜଣେ ନର୍ସ କରିଦେଇଛନ୍ତି ୫୦୦୦ ନବଜାତ ଶିଶୁଙ୍କ ଅଦଳ-ବଦଳ

ଜିମ୍ୱାୱେରେ ଜଣେ ନର୍ସ ନିଜର ୧୨ ବର୍ଷର ଚାକିରୀ କାଳ ମଧ୍ୟରେ ପାଖାପାଖି ୫୦୦୦ ନବଜାତ ଶିଶୁଙ୍କୁ ପରସ୍ପର ଭିତରେ ଅଦଳ ବଦଳ କରି...

ଖବର ଓଡ଼ିଶା 10/04/2019
First Previous
1 2 3 4
Next Last Page 1 of 4