For English Prss ctrl+g
Khabar Odisha:Business-Let-the-freedom-of-the-Public-Sector-Units-become-responsible-Anil-Agarwal

ପିଏସୟୁକୁ ସ୍ୱାଧୀନତା ଦିଆଯାଉ, ଦାୟିତ୍ୱବାନ କରାଯାଉ: ଅଗ୍ରୱାଲ

ବେଦାନ୍ତ ରିସୋସେର୍ସର ଚେୟାରମ୍ୟାନ ଅନିଲ ଅଗ୍ରୱାଲଙ୍କ ଅନୁସାରେ ଦାୟିତ୍ୱ ନେବାର ଏହା ହେଉଛି ସଠିକ ସମୟ । ବିଶ୍ୱର ବଡ଼ ବଡ଼ ମେଟାଲ ଶିଳ୍ପପତିଙ୍କ ଅନୁସାରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ...

ଖବର ଓଡ଼ିଶା 27/05/2019
Khabar Odisha:Nation-Switzerland-has-accelerated-the-process-of-disclosing-names-of-Indian-Swiss-bank-account-holders

ସୁଇସ ଆକାଉଣ୍ଟ: ଗୋଟିଏ ଦିନରେ ୧୧ ଜଣଙ୍କୁ ନୋଟିସ

କଳାଧନ ଲୁଚାଇ ରଖିବା ପାଇଁ ସବୁଠାରୁ ବଡ଼ ସୁରକ୍ଷିତ ସ୍ଥାନ କୁହାଯାଉଥିବା ‘ସୁଇସ ବ୍ୟାଙ୍କ’ ଭାରତକୁ ଖାତାଧାରୀଙ୍କ ବାବଦରେ ସୂଚନା ପ୍ରଦାନ କରିବା ଆରମ୍ଭ କରିଛି । ବ୍ୟାଙ୍କ ତରଫରୁ ଗତ ସପ୍ତାହରେ...

ଖବର ଓଡ଼ିଶା 27/05/2019
Khabar Odisha:Goair-mega-million-sale-starts-May-27-book-ticket-in-just-Rs-899

ଗୋ-ଏୟାରରେ ମାତ୍ର ୮୯୯ ଟଙ୍କାରେ କରନ୍ତୁ ଯାତ୍ରା, ଆଜିଠୁ ଆରମ୍ଭ ହେଉଛି ‘ମେଗା ମିଲିୟନ ସେଲ’

ଗ୍ରୀଷ୍ମଋତୁରେ ବାହାରକୁ ବୁଲି ଯିବାକୁ ଯୋଜନା କରିଥିବା ଲୋକଙ୍କ ପାଇଁ ବିମାନ କମ୍ପାନୀ ‘ଗୋ-ଏୟାର’ ମେଗା ରିହାତି ଅଫର ଆଣିଛି। ମୁମ୍ବାଇର ଏହି କମ୍ପାନୀ ‘ମେଗା ମିଲିୟନ ସେଲ୍‌’ ଜରିଆରେ...

ଖବର ଓଡ଼ିଶା 27/05/2019
Khabar Odisha:National-Odisha-mother-dairy-milk-prices-rise-by-upto-2-rupees-after-amul-milk-get-costly

ଅମୂଲ ପରେ ମଦର ଡ଼ାଏରୀ କ୍ଷୀର ହେଲା ମହଙ୍ଗା ,ଲିଟର ପିଛା ୨ଟଙ୍କା ବୃଦ୍ଧି

ନୂଆଦିଲ୍ଳୀ,ମେ ୨୫(ଖବର ଓଡ଼ିଶା): ଦେଶର ଜଣାଣୁଣା କମ୍ପାନୀ ମଦର ଡ଼ାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତି ନେଇଛି । ମଦର ଡ଼ାଏରୀ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କରିବ । କ୍ଷୀର ଉପରେ ଏହି ବର୍ଦ୍ଧିତ ଦର ମେ ୨୫ଠାରୁ ଲାଗୁ ହେଉଛି ।

ଖବର ଓଡ଼ିଶା 25/05/2019
Khabar Odisha:Business-flight-Spicejet-will-start-20-new-domestic-flights-from-May-26

ସ୍ପାଇସ୍‌ ଜେଟ୍‌ ଆରମ୍ଭ କରିବ ୨୦ ନୂଆ ଘରୋଇ ଉଡାଣ, ମୁମ୍ବାଇରୁ ଉଡ଼ିବ ୧୮ ବିମାନ!

ଭାରତୀୟ ବିମାନ କମ୍ପାନୀ ‘ସ୍ପାଇସ୍‌ ଜେଟ୍‌’ ବୁଧବାର ୨୦ଟି ନୂଆ ଘରୋଇ ଉଡ଼ାଣ ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରୁ ୧୮ଟି ବିମାନ ମୁମ୍ବାଇରୁ ଉଡ଼ିବ ବୋଲି କମ୍ପାନୀ କହିଛି। ଦେଶର ଆର୍ଥିକ ରାଜଧାନୀ...

ଖବର ଓଡ଼ିଶା 25/05/2019
Khabar Odisha:business--Odisha-stock-market-open-on-high-by-strong-position-of-nda-in-counting

ଭୋଟ୍ ଗଣତିର ଟ୍ରେଣ୍ଡରେ ଏନଡିଏକୁ ବହୁମତର ସଙ୍କେତ ପରେ ଝୁମିଲା ବଜାର, ଛୁଇଁଲା ଐତିହାସିକ ୪୦ ହଜାର ପଏଣ୍ଟ

ଆଜି ଲୋକସଭା ନିର୍ବାଚନ ୨୦୧୯ର ଭୋଟ୍ ଗଣତି ଜାରି ରହିଛି। ମତଗଣନାର ପ୍ରାରମ୍ଭିକ ସୂଚନା ମୁତାବକ ଏନଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଉଥିବା ସଙ୍କେତ ମିଳିଛି। ଏନଡିଏର ଏହି ସଫଳତାରେ ଉତ୍ସାହିତ...

ଖବର ଓଡ଼ିଶା 23/05/2019
Khabar Odisha:National-Business-Odisha-hinduja-group-evaluating-bid-jet-airways-hinduja-group-evaluating-bid-jet-airways-shares-rise

ଜେଟ ଏୟାରବେଜ କିଣିବାକୁ ହିନ୍ଦୁଜା ଗ୍ରୁପ ପ୍ରସ୍ତୁତ

ନୂଆଦିଲ୍ଲୀ, ମେ ୨୨(ଖବର ଓଡ଼ିଶା): ଆର୍ଥିକ ସଂକଟରେ ଥିବା ଜେଟ ଏୟାରବେଜ କମ୍ପାନୀ ବର୍ତ୍ତମାନ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ କରିଛି । ବର୍ତ୍ତମାନ ଏହି ଜେଟ ଏୟାରବେଜକୁ ହିନ୍ଦୁଜା ଗ୍ରୁପ କିଣିବାକୁ ମନ ବଳାଇଥିବା ଜଣାପଡ଼ିଛି ।

ଖବର ଓଡ଼ିଶା 22/05/2019
Khabar Odisha:business-odisha-tata-sky-lunched-4-new-packs

ଚାରୋଟି ପ୍ଲାନ ଲଂଚ୍ କଲା ଟାଟା ସ୍କାଏ, ପ୍ରାରମ୍ଭିକ ମୂଲ୍ୟ ୪୯ଟଙ୍କା

ଟାଟା ସ୍କାଏ ଆମାଜନ ଫାୟର ଷ୍ଟିକ ସହ ଫାୟାର ଷ୍ଟିକ୍ ବିଂଜ୍ ସେବା ପ୍ରଦାନ ପାଇଁ ଏକ ନୂଆ ପ୍ୟାକ୍ ଲଂଚ୍ କରିଛି । କମ୍ପାନୀ ଭାରତରେ ନିଜର କ୍ଷତ୍ରୀୟ ଗ୍ରାହକଙ୍କ ପାଇଁ ନୂଆ ପ୍ୟାକେଜ୍ ଆଣିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ୪୯ ଟଙ୍କା ରହିଛି । କମ୍ପାନୀ କୋଲକତାରେ ଏହି ପ୍ୟାକ ଲଂଚ୍ କରିଛି । ପରବର୍ତୀ ପର୍ଯ୍ୟାୟରେ ଏହାକୁ ଅନ୍ୟ ସ୍ଥାନରେ ଉପଲବ୍ଧ କରାଯିବ । କମ୍ପାନୀର ୪୯ ଟଙ୍କିଆ ପ୍ଲାନରେ ଷ୍ଟାର ବ୍ଲୁ ପ୍ୟାକ୍, ବ୍ଲ୍ୟୁ ପ୍ରିମିୟର, ବ୍ଲୁ-ଏ ପ୍ୟାକ ଏବଂ ବ୍ଲୁ ପ୍ରିମିୟମ ବି ଲଂଚ୍ କରିଛି । ଏହି ଚାରୋଟି ପ୍ଲାନ ଷ୍ଟାର ଟିଭିର ଚ୍ୟାନେଲ୍ । ଏହି ଚାରୋଟି ପ୍ଲାନରେ

ଖବର ଓଡ଼ିଶା 22/05/2019
Khabar Odisha:business-odisha-true-caller-sold-indian-users-data

କେବଳ ୧.୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଟ୍ରୁକଲରରେ ଭାରତୀୟଙ୍କ ଡାଟା

ମୋବାଇଲ ଫୋନରେ କଲରଙ୍କ ତଥ୍ୟ ଦେଖାଉଥିବା ଆପ୍ଲିକେସନ ଟ୍ରୁକଲର ୟୁଜର୍ସଙ୍କ ଡାଟା ଏକ ପ୍ରାଇଭେଟ୍ ଇଂଟରନେଟ୍ ଫୋରମକୁ ବିକ୍ରି କରୁଛି । ଏହି ଟ୍ରାଞ୍ଜାକସନ ଉପରେ କାମ କରୁଥିବା ଏକ ସାଇବର ସିକ୍ୟୋରିଟୀ କମ୍ପାନୀ ଆନାଲିଷ୍ଟ ଏନେଇ ସୂଚନା ଦେଇଛି । ପ୍ରାୟ ୧.୫ ଲକ୍ଷ ଟଙ୍କାରେ ଏହି ଡିଲ୍ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଟ୍ରୁକଲରର ୧୪ କୋଟି ୟୁଜରଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଭାରତୀୟ ଅଟନ୍ତି । ଏହାର ଗ୍ଲୋବାଲ ୟୁଜରଙ୍କ ଡାଟାର ମୂଲା ପ୍ରାୟ୨୫ ହଜାର ୟୁରୋ ବୋଲି ଜଣାପଡିଛି ।

ଖବର ଓଡ଼ିଶା 22/05/2019
Khabar Odisha:Business-trade-Singapore-and-Canada-want-to-go-WTO-over-ICT-dispute-with-India

ଡବ୍ଲୁଟିଓରେ ଭାରତ ବିପକ୍ଷରେ ଅଭିଯୋଗରେ ସାମିଲ ହେବାକୁ ଚାହୁଁଛି ସିଂଗାପୁର-କାନାଡା!

ସିଂଗାପୁର ଓ କାନାଡା, ଜାପାନ ଦ୍ୱାରା ବିଶ୍ୱ ବ୍ୟାପାର ସଂଗଠନ (ଡବ୍ଲଟିଓ)ର ବିବାଦରୁ ମୁକୁଳିବା ପାଇଁ ଭାରତ ବିପକ୍ଷରେ ଅଭିଯୋଗ ହୋଇଥିବା ମାମଲାର ବିଚାର ବିମର୍ଶ ପ୍ରକ୍ରିୟାରେ ସାମିଲ...

ଖବର ଓଡ଼ିଶା 22/05/2019
Khabar Odisha:business--Odisha-petrol-and-diesel-prices-continuously-going-high-as-voting-for-lok-sabha-election-ends

ଲୋକସଭା ନିର୍ବାଚନ ଶେଷ ହେବା ମାତ୍ରେ ବଢିବାକୁ ଲାଗିଲା ତୈଳ ଦର, ଦ୍ଵିତୀୟ ଦିନ ବି ବଢିଲା ପେଟ୍ରୋଲ-ଡିଜେଲ ଦର

ଲୋକସଭା ନିର୍ବାଚନ ୨୦୧୯ର ଶେଷ ପର୍ଯ୍ୟାୟ ମତଦାନ ସଂପନ୍ନ ହେବା ମାତ୍ରେ ବଜାରରେ ପେଟ୍ରୋଲ-ଡିଜେଲ ଦର ବଢିବା ଆରମ୍ଭ ହୋଇଛି। ମଙ୍ଗଳବାର କ୍ରମାଗତ ଦ୍ଵିତୀୟ ଦିନ ପେଟ୍ରୋଲ ଓ ଡିଜେଲ ଦର ...

ଖବର ଓଡ଼ିଶା 21/05/2019
Khabar Odisha:business--Odisha-amul-increases-price-of-milk-by-rs-2-the-prices-will-come-into-effect-from-21st-may

ଅମୂଲ କ୍ଷୀର ହେଲା ଏତିକି ଟଙ୍କା ମହଙ୍ଗା, ନୂତନ ଦର ମେ ୨୧ରୁ ଲାଗୁ

ଦେଶର ବଡ଼ ଓ ଜଣାଶୁଣା କମ୍ପାନୀ ଅମୂଲ(Amul)ର କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କ୍ଷୀରର ମୂଲ୍ୟ ୨ ଟଙ୍କା ବଢାଇ ଦିଆଯାଇଛି। ନୂତନ...

ଖବର ଓଡ଼ିଶା 20/05/2019
Khabar Odisha:business--Odisha-share-market-reached-at-highest-in-last-ten-years-due-to-exit-polls-2019

ଏକଜିଟ୍ ପୋଲ ପରେ ଝୁମିଲା ବଜାର, ୧୦ ବର୍ଷର ଉଚ୍ଚ ସ୍ତରରେ ସେୟାର ବଜାର, ସେନସେକ୍ସ-ନିଫଟି ଭାଙ୍ଗିଲା ରେକର୍ଡ

ଏକଜିଟ୍ ପୋଲର ଫଳାଫଳରେ ମୋଦୀଙ୍କ ନେତୃତ୍ଵରେ ଏନଡିଏ ପୁଣି ଥରେ ସରକାର ଗଠନ କରୁଥିବା ସଙ୍କେତ ମିଳିବା ପରେ ଝୁମି ଉଠିଛି ପୂରା ଭାରତୀୟ ବଜାର। ଦିନସାରା କାରବାର ଜବରଦସ୍ତ ...

ଖବର ଓଡ଼ିଶା 20/05/2019
Khabar Odisha:stock-market-open-on-high-sensex-gain-946-points

ମୋଦୀଙ୍କ ପ୍ରତ୍ୟାବର୍ତ୍ତନରେ ଝୁମିଲା ସେୟାର ବଜାର, ୯୪୬ ଅଙ୍କ ଡେଇଁଲା ସେନସେକ୍ସ

ନୂଆଦିଲ୍ଲୀ, ମେ ୨୦ (ଖବର ଓଡ଼ିଶା): କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ନେତୃତ୍ୱାଧୀନ ବିଜେପି ସରକାର ଫେରିବ ବୋଲି ସମସ୍ତ ଜାତୀୟ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌ରେ ସର୍ଭେ ଏକ ପ୍ରକାଶ ସ୍ପଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଭାରତର ଶାସନଭାର ହାତକୁ ନେବେ । ଏ ନେଇ ସାରା ଦେଶରେ ଏକ ପ୍ରକାର ଖୁସିର ଲହରି ଖେଳିଯାଇଛି । ଏଭଳି ମାହୋଲରେ ଶେୟାର ବଜାର ମଧ୍ୟ ଝୁମି ଉଠିଛି । ରବିବାର ସେନ୍‌ସେକ୍ସ ସୂଚକାଙ୍କ ୨.୪୯ ପ୍ରତିଶତ ଉପରକୁ ଉଠିଥିବାବେଳେ ନିଫ୍‌ଟି ମଧ୍ୟ ୨.୧୫ ପ୍ରତିଶତ ବଢ଼ିଛି ।

ଖବର ଓଡ଼ିଶା 20/05/2019
Khabar Odisha:Business-banking-Post-office-fixed-deposit-interest-rate-and-tax-benefits

ପୋଷ୍ଟ ଅଫିସରେ ଫିକ୍ସଡ ଡିପୋଜିଟରେ ମିଳିଥାଏ ଭଲ ସୁଧ, ଜାଣନ୍ତୁ କେତେ ମିଳିଥାଏ ସୁଧ

ପୋଷ୍ଟ ଅଫିସ୍‌ରେ ପୁଂଜି ନିବେଶ କଲେ ଅନେକ ବିକଳ୍ପ ଅଛି। ଏଠାରେ ନିବେଶ କଲେ ଭଲ ରିଟର୍ଣ୍ଣ ମଧ୍ୟ ମିଳୁଛି ଏବଂ ଏଥି ସହିତ ଗ୍ୟାରେଣ୍ଟି ମଧ୍ୟ ଅଛି। ଭିନ୍ନ ଭିନ୍ନ ଯୋଜନାରେ ନିବେଶ କଲେ ସୁଧ ଦର...

ଖବର ଓଡ଼ିଶା 20/05/2019
Khabar Odisha:business-odisha-petrol-price-cuts-off-in-india

ପୁଣି ଶସ୍ତା ହେଲା ପେଟ୍ରୋଲ

ଲଗାତାର ଭାବେ ପେଟ୍ରୋଲ ଦାମ ହ୍ରାସ ପାଇବାରେ ଲାଗିଛି । ଆଜି ଏହାର ଦାମ ୭ ପଇସା ଖସିଛି । କିନ୍ତୁ ଡିଜେଲ ଦାମରେ କୌଣସୀ ପରିବର୍ତନ ହୋଇନାହିଁ । ଗତକାଲି ମଧ୍ୟ ପେଟ୍ରୋଲ ଦାମ ୮ରୁ୯ ପଇସା କମିଥିଲା ।

ଖବର ଓଡ଼ିଶା 18/05/2019
Khabar Odisha:amazon-provides-carpet-of-lord-jagannath-and-other-hindu-god

ପାଇଖାନା କଭର୍‌ ଓ କାରପେଟ୍‌ରେ ଜଗନ୍ନାଥଙ୍କ ସହ ହିନ୍ଦୁ ଦେବାଦେବୀଙ୍କ ଫଟୋ, ଆମାଜନ୍‌ ବିରୋଧରେ ମାମଲା

ନୂଆଦିଲ୍ଲୀ, ମେ ୧୮ (ଖବର ଓଡ଼ିଶା): କୋଟି କୋଟି ଓଡ଼ିଆଙ୍କ ସହିତ ହିନ୍ଦୁଙ୍କ ଭାବାବେଗ ସହିତ ଖେଳାଯାଇଛି ଖେଳ । ଅନଲାଇନ୍‌ ସପିଂ କମ୍ପାନୀ ଅମାଜନ୍‌ରେ ଉପଲବ୍ଧ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ଅନ୍ୟ ଦେବାଦେବୀଙ୍କ ଫଟୋଥିବା କାର୍‌ପେଟ୍‌ ଓ ଟୟଲେଟ୍‌ କଭର । ଯାହାକୁ ହିନ୍ଦୁଙ୍କ ଭାବନାକୁ ଗଭୀର ଆଘାତ ଦେଇଛି । ଏ ନେଇ ଆମାଜନ୍‌ ବିରୋଧରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ନିବାସୀ ବିକାଶ ମିଶ୍ର ନାମକ ଜଣେ ବ୍ୟକ୍ତି ଥାନାରେ ଏତଲା ଦେଇଛନ୍ତି ।

ଖବର ଓଡ଼ିଶା 18/05/2019
Khabar Odisha:business-odisha-petrol-price-down-in-india

ହ୍ରାସ ପାଇଲା ପେଟ୍ରୋଲ ଦର

ଆଜି ପେଟ୍ରୋଲ ଦର ୮ରୁ୯ ପଇସା ଶସ୍ତା ହୋଇଛି । କିନ୍ତୁ ଡିଜେଲର ଦାମରେ ୫-୬ ପଇସା ଅଭିବୃଦ୍ଧି ଘଟିଛି । ପ୍ରାୟ ୭ଦିନ ପରେ ଡିଜେଲ ଦାମରେ ପରିବର୍ତନ ଦେଖିବାକୁ ମିଳିଛି । ଗତକାଲି ଡିଜେଲ ଦାମରେ ୬ ପଇସାର ବୃଦ୍ଧି ଘଟିଥିଲା । କିନ୍ତୁ ପେଟ୍ରୋଲ ଦାମରେ କୌଣସୀ ପରିବର୍ତନ ହୋଇନଥିଲା ।

ଖବର ଓଡ଼ିଶା 16/05/2019
Khabar Odisha:Business-Banking-Know-eight-hidden-charges-of-banks-collected-from-customers

ଆପଣଙ୍କ ଠାରୁ ବ୍ୟାଙ୍କ କେମିତି ଟଙ୍କା ଅସୁଲି କରୁଛି ଜାଣନ୍ତୁ

ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବହୁତ ସହଜ । ଆପଣ ନିଜର ପରିଚୟପତ୍ର ଏବଂ ଫଟୋ ନେଇ ବ୍ୟାଙ୍କ ପହଂଚିବାର କିଛି ସମୟ ମଧ୍ୟରେ ଖାତା ଖୋଲିପାରିବେ । ଡେବିଟ କାର୍ଡ ମିଳିବାକୁ ବେଶୀ ସମୟ...

ଖବର ଓଡ଼ିଶା 16/05/2019
Khabar Odisha:Business-Ola-launches-visa-powered-credit-card-with-State-Bank-of-India

ଏସବିଆଇ ସହଯୋଗରେ ନୂଆଁ କ୍ରେଡିଟ କାର୍ଡ ଲଞ୍ଚ କଲା ଓଲା, ଗ୍ରାହକଙ୍କୁ ମିଳିବ କ୍ୟାଶବ୍ୟାକ

ଆପ ଜରିଆରେ ଟ୍ୟାକ୍ସି ସେବା ପ୍ରଦାନ କରୁଥିବା କମ୍ପାନୀ ‘ଓଲା’ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଯୋଗରେ ନୂତନ କ୍ରେଡିଟ କାର୍ଡ ଶୁଭାରମ୍ଭ କରିଛି । ଏଥିପାଇଁ କମ୍ପାନୀ ଏସବିଆଇ ସହିତ ବୁଝାମଣା...

ଖବର ଓଡ଼ିଶା 15/05/2019
First Previous
1 2 3 4 5 6 7 8 9 10
Next Last Page 1 of 51