ଏଆଇସିସିଟିୟୁ ପାଚିକା ସଂଘର ଧାରଣା : ଲୋୟର ପିଏମ୍‌ଜି, ପୂର୍ବାହ୍ଣ ୧୧ଟା

ଇଷ୍ଟକୋଷ୍ଟ ରେଲୱେ ପୋର୍ଟର୍ସ ୟୁନିୟନର ଶୋଭାଯାତ୍ରା : ନାଲକୋ ଅଫିସ୍ ସମ୍ମୁଖ , ପୂର୍ବାହ୍ଣ ୧୦ଟା ୩୦

ଆମ୍ବେଦକର ଲୋହିଆ ବିଚାରମଞ୍ଚର ଗଣଧାରଣା : ଲୋୟର୍ ପିଏମ୍‌ଜି, ପୂର୍ବାହ୍ଣ ୧୧ଟା

ଶିଶୁ ମନ୍ଦିର ସମୂହର ପ୍ରାଦେଶିକ କ୍ରୀଡା ପ୍ରତିଯୋଗିତା : ପଟିଆ ସରକାରୀ ଉଚ୍ଚବିଦ୍ୟାଳୟସ୍ଥିତ ମିନି ଷ୍ଟାଡିୟମ୍, ପୂର୍ବାହ୍ଣ ୧୦ଟା ୩୦

ସେଣ୍ଟର ଫର୍ ଏନ୍‌ଭାର୍ଣ୍ଣମେଣ୍ଟାଲ୍ ଷ୍ଟଡିଜ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ : ଜୟ ଦେବ ଭବନ, ପୂର୍ବାହ୍ଣ ୧୦ଟା ୩୦

ୟୁରୋ କିଡ୍‌ସ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ବାର୍ଷିକ ଉତ୍ସବ : ଭଞ୍ଜକଳା ମଣ୍ଡପ, ପୂର୍ବାହ୍ଣ ୧୦ଟା

ଟିବି ସମ୍ପର୍କରେ କର୍ମଶାଳା : ହୋଟେଲ ସ୍ୱସ୍ତି ପ୍ରିମିୟମ, ଅପରାହ୍ଣ ୨ଟା ୩୦

ହାବିଳଦାର ଓ ସିପାହୀ ସଂଘର ବାର୍ଷିକ ଉତ୍ସବ : ଓଏସ୍‌ଏପି କ୍ୟାଣ୍ଟିନ୍ ପଡିଆ, ସନ୍ଧ୍ୟା ୭ଟା

ଦେଶାତ୍ମବୋଧକ ଗୀତର ସନ୍ଧ୍ୟା ‘ମେରା ଭାରତ ମହାନ’ : ରବୀନ୍ଦ୍ର ମଣ୍ଡପ, ସନ୍ଧ୍ୟା ୬ଟା ୩୦ ମିନିଟ୍