For English Prss ctrl+g
Khabar Odisha:career-education-odisha-education-ssc-selection-posts-phase-vi-result-released-know-how-to-check

SSC Selection Posts Phase-VIର ରେଜଲ୍ଟ ଘୋଷଣା କଲା ଏସଏସସି, ଜାଣନ୍ତୁ କିପରି କରିବେ ଚେକ୍

ଷ୍ଟାଫ୍ ସିଲେକ୍ସନ କମିଶନ ଷଷ୍ଠ ପର୍ଯ୍ୟାୟ ପରୀକ୍ଷା ପରିଣାମ ଘୋଷିଣା କରିଛି। ଏସଏସସି ୨୦୧୯ ଅକ୍ଟୋବର ୧୪ରୁ ଅକ୍ଟୋବର ୧୬ ଯାଏଁ ପରୀକ୍ଷା ଆୟୋଜନ କରିଥିଲା। ପାଖାପାଖି ୩୩,୦୦୦ ପରୀକ୍ଷାର୍ଥୀ ସାମିଲ ଥିଲେ। ଏସଏସସିର ଷଷ୍ଠ ପର୍ଯ୍ୟାୟ ପରୀକ୍ଷା କମ୍ପ୍ୟୁଟର ଆଧାରିତ ଥିଲା। ଏହି ଭର୍ତ୍ତି ପାଇଁ ପାଖାପାଖି ୧,୫୨,୦୭୯ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୩୨,୨୪୨ ପ୍ରାର୍ଥୀ ପରୀକ୍ଷା ଦେବାକୁ ପହଁଚିଥିଲେ। ଏସଏସସି ଏହି ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିଛି। ଏବେ ଆଠ ହଜାର ପରୀକ୍ଷାର୍ଥୀ ପରବର୍ତ୍ତୀ ପରୀକ୍ଷାରେ ବସିବେ।

ଖବର ଓଡ଼ିଶା 20/10/2019
Khabar Odisha:career-odisha-education-isro-recruitment-2019-for-scientist-and-engineering-posts-check-full-detail-here

ଇସ୍ରୋ ବୈଜ୍ଞାନିକ ହେବାକୁ ସୁବର୍ଣ୍ଣ ସୁଯୋଗ, ୩୨୭ ପଦବୀରେ ହେବ ଭର୍ତ୍ତି

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅରଗାନାଇଜେସନ ଅର୍ଥାତ୍ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟର ପଦବୀରେ ଭର୍ତ୍ତି ପାଇଁ ଆମନ୍ତ୍ରୀତ କରିଛି। ୨୦୧୯ ଅକ୍ଟୋବର ୧୫ରେ ଏଥିପାଇଁ ଇସ୍ରୋ ବିଜ୍ଞାପ୍ତି ଜାରୀ କରିଛି। ଇସ୍ରୋରେ ଚାକିରୀ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସମୁଦାୟ ୩୨୭ ପଦବୀ ପାଇଁ ଭର୍ତ୍ତି ହେବାକୁ ଯାଉଛି। ରେ ଯାଇ ଆପଣ ଆବେଦନ କରିପାରିବେ।

ଖବର ଓଡ଼ିଶା 16/10/2019
Khabar Odisha:career-odisha-education-aiims-recruitment-2019-for-senior-resident-posts-check-full-detail-here

ବିନା ଲିଖିତ ପରୀକ୍ଷାରେ ମିଳିବ ଚାକିରୀ, ଏହି ପଦବୀରେ ହେଉଛି ଭର୍ତ୍ତି

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ପାଟନା ଭର୍ତ୍ତି ପାଇଁ ଆବେଦନ ପତ୍ର ବାହାରିଛି। ଏମ୍ସ ଏହି ଆବେଦନ ସିନିଅର ରେଜିଡେଣ୍ଟ ପଦ ପାଇଁ ଆମନ୍ତ୍ରିତ କରିଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀ ଏଥିପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଇଣ୍ଟର୍ଭ୍ୟୁ ମାଧ୍ୟମରେ ଚିକିରୀ କରିପାରିବେ। ୨୦୧୯ ଅକ୍ଟୋବର ୨୧ରେ ଏମ୍ସ ଇଣ୍ଟର୍ଭ୍ୟୁ କରିବାକୁ ଯାଉଛି। ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରେ ଯାଇ ସମ୍ପୂର୍ଣ୍ଣ ତଥ୍ୟ ଦେଖିପାରିବେ।

ଖବର ଓଡ଼ିଶା 14/10/2019
Khabar Odisha:education-career-odisha-sail-recruitment-2019-know-how-to-apply-for-361-medical-executive

ସେଲରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ସେଲରେ ଏବେ କେତେକ ପଦବୀ ପାଇଁ ଭର୍ତି ହେବାକୁ ଯାଉଛି । ସମୁଦାୟ ୩୬୧ ଚିକିତ୍ସା କାର୍ଯ୍ୟକାରୀ ଏବଂ ପାରାମେଡିକାଲ ଷ୍ଟାଫ୍ ପଦବୀରେ ଭର୍ତି ହେବାକୁ ଯାଉଛି । ଏଥିପାଇଁ ଅଲଗା ଅଲଗା ଆୟୁସୀମା ନିର୍ଦ୍ଧାରଣ କରାଯାଇଛି । ତେବେ ପଦବୀ ବିଷୟରେ ଜାଣନ୍ତୁ –

ଖବର ଓଡ଼ିଶା 14/07/2019
Khabar Odisha:national-Career-odisha-women-will-be-recruit-50-percent-over-9-000-vacancies-in-indian-railway-says-piyush-goyal

ଆରପିଏଫ୍‌ରେ ୯ ହଜାର ପଦରେ ଭର୍ତ୍ତି, ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିଜର୍ଭେସନ: ପିୟୁଷ ଗୋଏଲ

ରେଳ ସୁରକ୍ଷା ବଳ(ଆରପିଏଫ୍)ରେ ମହିଳାଙ୍କ କମ୍ ଉପସ୍ଥିତିକୁ ନଜରରେ ରଖି ସରକାର ଆରପିଏଫରେ ଖାଲି ପଡିଥିବା ୯୦୦୦ ପଦବୀ ପଇଁ ହେବାକୁ ଥିବା ନିଯୁକ୍ତିରେ...

ଖବର ଓଡ଼ିଶା 28/06/2019
Khabar Odisha:career-Odisha-sbi-junior-associate-prelims-2019-admit-card-released-know-how-to-download-here

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜୁନିଅର ଏସୋସିଏଟ ପ୍ରିଲିମିନାରୀ ପାଇଁ ଜାରି ହେଲା ଆଡ଼ମିଟ କାର୍ଡ଼

ନୂଆଦିଲ୍ଲୀ, ଜୁନ ୦୩(ଖବର ଓଡ଼ିଶା): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୨୦୧୯ର ଜୁନିଅର ଏସୋସିଏଟ ପାଇଁ ଯେଉଁ ପ୍ରାର୍ଥୀ ଆବେଦନ କରିଥିଲେ ତାର ପ୍ରିଲିମିନାରୀ ପରୀକ୍ଷା ଆଡ଼ମିଟ କାର୍ଡ଼ ୱେବସାଇଟରେ ଉପଲବ୍ଧି ହୋଇଛି ।

ଖବର ଓଡ଼ିଶା 03/06/2019
Khabar Odisha:Career-Odisha-sbi-clerk-2019-recruitment-post-more-than-8-thousand-know-how-to-check

ଷ୍ଟେଟବ୍ୟାଙ୍କ ଅପ ଇଣ୍ଡିଆର ୮୬୫୩ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଜଲଦି କରନ୍ତୁ ଆବେଦନ

ଷ୍ଟେଟବ୍ୟାଙ୍କ ଅପ ଇଣ୍ଡିଆ (SBI) ୮୬୫୩ଟି କ୍ଲର୍କ ପଦବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି । ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ କୌଣସି

ଖବର ଓଡ଼ିଶା 14/04/2019
Khabar Odisha:national-odisha-sbi-recruitment-2019-vacancies-for-2000-posts-know-how-to-apply-sarkari-naukri

ଏସବିଆଇରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ୨ହଜାର ପଦବୀ ଖାଲି

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଗ୍ରାଣ୍ଡ ଭର୍ତି ହେବାକୁ ଯାଉଛି। ସମୁଦାୟ ୨ହଜାର ପିଓ ପଦବୀ ପାଇଁ ଭର୍ତି ହେଉଛି। ଏଥିରେ ଆବେଦନ କରିବା ପାଇଁ ନ୍ୟୁନତମ ବୟସସୀମା ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ୩୦ ବର୍ଷ ରହିଛି। ଏହି ପଦବୀ ପାଇଁ ବେତନ ରାଶି ୨୩,୭୦୦ ରୁ ୪୨,୦୨୦ ରହିଛି।

ଖବର ଓଡ଼ିଶା 05/04/2019
Khabar Odisha:rrb-recruitment-2019-know-how-to-apply-for-1937-posts-sarkari-naukri

ଆରଆରବିରେ ୧୯୩୭ ପଦବୀ ଖାଲି, ଆଜି ହିଁ ଅନ୍ତିମ ତାରିଖ, ଜଲଦି କରନ୍ତୁ ଆବେଦନ

ଆରଆରବି ପାରାମେଡିକାଲ ଭର୍ତି ପାଇଁ ବିଜ୍ଞପ୍ତି ଜାରୀ ହୋଇଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ୧୯୩୭ ପଦବୀ ପାଇଁ ଭର୍ତି ବାହାରିଛି । ଡାଇଟିସିୟାନ, ଷ୍ଟାଫ ନର୍ସ, ଡେଂଟାଲ ହାଇଜେନିଷ୍ଟ, ଅଟୋମେଟିଷ୍ଟ ଆଦି ପଦବୀ ପାଇଁ ଭର୍ତି ବାହାରିଛି । ଆବେଦନ କରିବା ପାଇଁ ଅନ୍ତିମ ତିଥି ୨୦୧୯ ଅପ୍ରେଲ ୦୨ ରହିଛି ।

ଖବର ଓଡ଼ିଶା 02/04/2019
Khabar Odisha:career-odisha-idbi-recruitment-2019-know-how-to-apply-for-40-chartered-accountants-posts-sarkari-naukri

ଆଇଡିବିଆଇ ବ୍ୟାଙ୍କରେ ସୁବର୍ଣ୍ଣ ସୁଯୋଗ, ଅନଲାଇନ ମାଧ୍ୟମରେ କରନ୍ତୁ ଆବେଦନ

ଆଇଡିବିଆଇ ବ୍ୟାଙ୍କ ପାଇଁ ଏକ ଅଧିକାରୀକ ସୂଚନା ମିଳିଛି । ଚାଟାର୍ଡ ଆକାଉଂଟାଂଟ ପଦବୀ ଭର୍ତି ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଉଛି । ଏହା ଦ୍ୱାରା ସମୁଦାୟ ୪୦ଟି ପଦବୀ ପାଇଁ ଭର୍ତି କରାଯିବ । ଏଥିପାଇଁ ଅଧୀକାରିକ ୱେବସାଇଟକୁ ଯାଇ ଆବେଦନ କରି ପାରିବେ ।

ଖବର ଓଡ଼ିଶା 30/03/2019
Khabar Odisha:

ରେଲୱେରେ ୧ ଲକ୍ଷ ଚାକିରି ପାଇଁ ଆଜିଠାରୁ ଆବେଦନ, ଜାଣନ୍ତୁ କେମିତି କରିବେ ଆବେଦନ

ରେଲୱେ ଗ୍ରୁପ-ଡିର ନୂତନ ୧ ଲକ୍ଷ ନିଯୁକ୍ତି ପାଇଁ ବିସ୍ତୃତ ନୋଟିଫିକେସନ ଜାରି ହୋଇସାରିଛି । ଏଥିରେ ଗ୍ରୁପ୍‌-ଡ୍ରେ ୧୦୩୭୬୯ଟି ପଦବୀ

ଖବର ଓଡ଼ିଶା 12/03/2019
Khabar Odisha:career-odisha-sarkari-naukri-odisha-postal-circle-2019-apply-online-for-gds-posts-sarkari-jobs

୧୦ମ ପାସଙ୍କ ପାଇଁ ଡାକ ବିଭାଗରେ ଗ୍ରାଣ୍ଡ ଭର୍ତି

ଓଡିଶା ପୋଷ୍ଟାଲ ସର୍କଲରେ ଡାକ ବିଭାଗରେ ଗ୍ରାଣ୍ଡ ଭର୍ତି ବାହାରିଛି । ଗ୍ରାମୀଣ ଡାକ ସେବକ ପାଇଁ ଆବେଦନ କରି ପାରିବେ । ଏଥିପାଇଁ ପ୍ରାର୍ଥୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ ହୋଇଥିବା ଆବଶ୍ୟକ ।

ଖବର ଓଡ଼ିଶା 12/03/2019
Khabar Odisha:National-Odisha-pnb-scam-authorities-continues-demolition-of-nirav-modi-bungalow-in-alibaug

ଧ୍ୱଂସ ହେଲା ପଳାତକ ନୀରବ ମୋଦୀର ବେଆଇନ ବିଳାସମୟ କୋଠା

ନୂଆଦିଲ୍ଲୀ,ମାର୍ଚ୍ଚ ୦୮(ଖବର ଓଡ଼ିଶା): ପଳାତକ ନୀରବ ମୋଦୀର ପ୍ରାୟ ୩୩ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ବିଳାସମୟ କୋଠାକୁ ବିସ୍ଫୋରଣ କରି ଧ୍ୱଂସ କରିଦିଆଯାଇଛି । ପୂର୍ବରୁ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଅଲିବାଗ ନିକଟରେ ଥିବା ବେଆଇନ ବଙ୍ଗଳାକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ ।

ଖବର ଓଡ଼ିଶା 08/03/2019
Khabar Odisha:career-odisha-sarkari-naukri-drdo-recruitment-2019-apply-for-many-posts-sarkari-jobs

ଇଂଟରଭ୍ୟୁ ଦିଅନ୍ତୁ ଏବଂ ଡିଆରଡିଓରେ ଚାକିରୀ ପାଆନ୍ତୁ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନର ୩୦ ଟ୍ରେଡ ଅପରେଟିଙ୍ଗ ସିଷ୍ଟମ ପଦବୀ ଭର୍ତି ପାଇଁ ବିଜ୍ଞାପ୍ତି ପ୍ରକାଶ କରିଛି । ଯୋଗ୍ୟ ପାର୍ଥୀ ଅନ୍ତିମ ତିଥି ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ପାର୍ଥୀଙ୍କ ନିକଟରେ ଏନସିଭିଟି ଦ୍ୱାରା ମାନ୍ୟତା ପ୍ରାପ୍ତ ସମ୍ବନ୍ଧିତ ଟ୍ରେଡରେ ପାର୍ଥୀଙ୍କ ନିକଟରେ ଆଇଟିଆଇ ସାର୍ଟିଫିକେଟ ଏବଂ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ ହୋଇଥିବା ଆବଶ୍ୟକ ।

ଖବର ଓଡ଼ିଶା 07/03/2019
Khabar Odisha:Career-Odisha-sarkari-naukri-ossc-recruitment-2019-know-how-to-apply-

ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର, ମାର୍ଚ୍ଚ ୦୬(ଖବର ଓଡ଼ିଶା): ଷ୍ଟାଫ୍ ସିଲେକ୍ସନ କମିଶନରେ ନିଯୁକ୍ତି ବାହାରିଛି । +୨ ପାସ୍ କରିଥିବା ଆଶାୟୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହି ଭର୍ତିରେ ପୋଷ୍ଟାଲ ଆସିଷ୍ଟାଣ୍ଟ ,ଏଲଡ଼ିସି ପାଇଁ ପଦବୀ ରହିଛି । ଏହି ବିଭିନ୍ନ ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ରହିଛି ।

ଖବର ଓଡ଼ିଶା 06/03/2019
Khabar Odisha:career-Odisha--vacancies-for-4103-in-FCI--know-how-to-apply

ଫୁଡ଼ କରପୋରେସନ ଅଫ ଇଣ୍ଡିଆରେ ବଡ଼ ନିଯୁକ୍ତି ,୪ ହଜାରରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର,ମାର୍ଚ୍ଚ ୦୨(ଖବର ଓଡ଼ିଶା): ଫୁଡ଼ କରପୋରେସନ ଅଫ ଇଣ୍ଡିଆ ବିଭାଗରେ ସହାୟକ , ଡ଼ାଟା ଅପେରେଟର ଅନେକ ପଦବୀରେ ଭର୍ତ୍ତି ହେବାର ସୁଯୋଗ। ମୋଟ ୪୧୦୩ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

ଖବର ଓଡ଼ିଶା 02/03/2019
Khabar Odisha:career-odisha-sarkari-naukri-ministry-of-defence-recruitment-2019-apply-online-now-at-mod-gov-in

୧୦ମ ପାସଙ୍କ ପାଇଁ ଚାକିରୀରେ ସୁବର୍ଣ୍ଣ ସୁଯୋଗ, ରକ୍ଷା ମନ୍ତ୍ରାଳୟରେ ଗ୍ରାଣ୍ଡ ଭର୍ତି

ରକ୍ଷା ମନ୍ତ୍ରାଳୟରେ ଫାୟାର ଇଞ୍ଜିନ ଡ୍ରାଇଭର, ଫାୟାରମ୍ୟାନ, ଏବଂ ଇଣ୍ଡଷ୍ଟ୍ରିୟାଲ ଶ୍ରମିକଙ୍କ ପାଇଁ ଭର୍ତି ବାହାରିଛି । ସମୁଦାୟ ୨୩ ପଦ ପାଇଁ ଅନ୍ତିମ ତିଥି ପୂର୍ବରୁ ଅଧୀକାରିକ ୱେବସାଇଟରେ ଯାଇ ଆବେଦନ କରନ୍ତୁ ।

ଖବର ଓଡ଼ିଶା 01/03/2019
Khabar Odisha:career-national-odisha-indian-coast-guard-recruitment-2019-apply-online-before-21-february

ଇଣ୍ଡିଆନ କୋଷ୍ଟ ଗାର୍ଡରେ ସୁବର୍ଣ୍ଣ ସୁଯୋଗ, ୨୧ ପୂର୍ବରୁ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ୦୨/୨୦୧୯ ବ୍ୟାଚ ପାଇଁ ଯାନ୍ତ୍ରିକ ପଦବୀରେ ଭର୍ତି ପାଇଁ ଆମନ୍ତ୍ରିତ କରିଛି । ଇଲେକ୍ଟ୍ରିକାଲ, ମେକାନିକାଲ, ଏବଂ ଦୂରସଂଚାରରେ ଡିପ୍ଲମା ଧାରକ ପୁରୁଷମାନେ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ଲିକ୍ଷିତ ଏବଂ ଶାରିରିକ ଦକ୍ଷତା ଅନୁଯାୟୀ ଏବଂ ମେଡିକାଲ ଟେଷ୍ଟ ମାଧ୍ୟମରେ ପରୀକ୍ଷା କରାଯିବ । ମୁମ୍ବାଇ, ଚେନ୍ନାଇ, କୋଲକତା, ଏବଂ ନୋଏଡାରେ ଭର୍ତି କରାଯିବ ।

ଖବର ଓଡ଼ିଶା 16/02/2019
Khabar Odisha:education-national-odisha-cbse-board-exam-paper-to-be-easier-this-time

ସିବିଏସଇ ପାର୍ଟନରେ ପରିବର୍ତନ, ଏଥର ଦୁଇ ସପ୍ତାହ ପୂର୍ବରୁ ହେବ ପରୀକ୍ଷା

ସିବିଏସଇ ଏଥର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପୂର୍ବ ପରୀକ୍ଷା ସମୟ ସୀମା ଅପେକ୍ଷା ଦୁଇ ସପ୍ତାହ ଆଗୁଆ କରୁଛି । ଏହା ଛାତ୍ରଙ୍କ ପାଇଁ ଚିନ୍ତାର ବିଷୟ । ତେବେ ଏହି ଚିନ୍ତାକୁ ମୁକ୍ତି କରିବା ପାଇଁ ସିବିଏସଇ ପରିକ୍ଷା ପ୍ରଣାଳୀରେ କିଛି ପରିବର୍ତନ କରିଛି । ଏଥର ପ୍ରଶ୍ନପତ୍ର ସରଳ କରି ଦିଆଯାଇଛି । ତେବେ ଏଥର ଫେବୃଆରୀ ୧୫ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ ସୂଚନା ମିଳିଛି ।

ଖବର ଓଡ଼ିଶା 13/02/2019
Khabar Odisha:Career-Odisha-upsc-has-recommended-to-the-government-jobs-for-civil-service-candidate-who-fail-in-interview

ୟୁପିଏସସି ଇଣ୍ଟରଭ୍ୟୁରେ ଫେଲ ହୋଇଥିବା ପିଲା ପାଇବେ ସରକାରୀ ଚାକିରୀ !

ନୂଆଦିଲ୍ଲୀ, ଫେବୃଆରୀ ୧୦(ଖବର ଓଡ଼ିଶା): ୟୁନିୟନ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଏକ କଠିନ ପରୀକ୍ଷା । ଦିନ ରାତି ପରିଶ୍ରମ କରି ପାଠପଢି ପିଲା ପ୍ରିଲିମିନାରୀ ଓ ମେନ ପରୀକ୍ଷାରେ ଉତୀର୍ଣ୍ଣ ହୋଇଯାଆନ୍ତି । କିନ୍ତୁ ଇଣ୍ଟରଭ୍ୟୁରେ ପାସ ହୋଇପାରନ୍ତି ନାହିଁ ।

ଖବର ଓଡ଼ିଶା 10/02/2019
First Previous
1 2 3 4 5 6 7
Next Last Page 1 of 7