Home > ନିଯୁକ୍ତି
ଏମଏସସିଡବ୍ଲ୍ୟୁବି ନିଯୁକ୍ତି ;୪୦ ହଜାରରୁ ଅଧିକ ଦରମା, ଶୀଘ୍ର କରନ୍ତୁ ଆବେଦନ
Khabar Odisha:Career-Odisha-sarkari-naukri-mscwb-recruitment-2019-150-vacancies-know-how-to-apply-sarkari-jobs
ଭୁବନେଶ୍ୱର, ଫେବୃଆରୀ ୦୯ (ଖବର ଓଡିଶା) :

 ଏମଏସସିଡବ୍ଲ୍ୟୁବି ନିଯୁକ୍ତି ;୪୦ ହଜାରରୁ ଅଧିକ ଦରମା, ଶୀଘ୍ର କରନ୍ତୁ ଆବେଦନ

ଏମଏସସିଡବ୍ଲ୍ୟୁବି ଜୁନିଅର ଇନଜିନିୟର ପଦ ପାଇଁ ଆବେଦନ କରନ୍ତୁ । ଏଥିରେ ସମୁଦାୟ ୧୫୦ ପଦବୀ ଖାଲି ରହିଛି । ଜୁନିଅର ଇନଜିନିୟର ପଦବୀ ପାଇଁ ପାର୍ଥୀଙ୍କର ସମ୍ବନ୍ଧିତ ଡିଗ୍ରୀ ଏବଂ ଡିପ୍ଲୋମା କରିଥିବା ଆବଶ୍ୟକ । ଏହି ପଦରେ ଆବେଦନ କରିବା ପାଇଁ ନ୍ୟୁନତମ ଆୟୁସୀମା ୨୧ ବର୍ଷ ଏବଂ ସର୍ବାଧିକ ଆୟୁ ସୀମା ୩୨ ବର୍ଷ ରହିଛି । 

ଶିକ୍ଷାଗତ ଯୋଗ୍ୟତା : ଆଶାୟୀ ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଡ଼ିପ୍ଲୋମା ଡ଼ିଗ୍ରି ହାସଲ କରିଥିବେ । 

ଆୟୁସୀମା :  ୨୧ ବର୍ଷ ରୁ ୩୨ ବର୍ଷ

ଅନଲାଇନ ଆବେଦନ ଆରମ୍ଭ : ୧୪ ଫେବୃଆରୀ ୨୦୧୯ 

ଅନଲାଇନ ଆବେଦନ ଶେଷ ତାରିଖ : ୧୬ ମାର୍ଚ୍ଚ ୨୦୧୯

ଆବେଦନ ରାଶି ପୈଠ କରିବା ଶେଷ ତାରିଖ : ୧୫ ମାର୍ଚ୍ଚ ୨୦୧୯

ଜୁନିୟର ଇଞ୍ଜିନିୟର (ସିଭିଲ )ପାଇଁ ୧୦୦ଟି ପଦବୀ ରହିଛି । ଏହାର ମାସିକ ବେତନ ୯୦୦୦-୪୦୫୦୦ ଗ୍ରେନ ପେ ୪୪୦୦

ଜୁନିୟର ଇଞ୍ଜିନିୟର (ମେକାନିକାଲ )ପାଇଁ ୨୫ଟି ପଦବୀ ରହିଛି । ଏହାର ମାସିକ ବେତନ ୯୦୦୦-୪୦୫୦୦ ଗ୍ରେନ ପେ ୪୪୦୦ ।

ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିିକାଲ)ପାଇଁ ୨୫ଟି ପଦବୀ ରହିଛି । ଏହାର ମାସିକ ବେତନ ୯୦୦୦-୪୦୫୦୦ ଗ୍ରେନ ପେ ୪୪୦୦ ।

ଅବେଦନ କରିବେ କିପରି : ୱେସାଇଟକୁ ଯାଇ www.mrb.tn.gov.in  ଲିଙ୍କରେ ଡ଼ାନଲୋଡ଼ କରି ଆବେଦନ କରିପାରିବେ । 

ଏବଂ ଅଫିସିଆଲ ୱେସାଇଟକୁ ଯିବା ପାଇଁ କ୍ଲିକ କରନ୍ତୁ 

https://www.mscwb.org/