Home > ନିଯୁକ୍ତି
ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ସୁଯୋଗ
Khabar Odisha:Career-Odisha-sarkari-naukri-ossc-recruitment-2019-know-how-to-apply-
ଭୁବନେଶ୍ୱର, ମାର୍ଚ୍ଚ ୦୬(ଖବର ଓଡ଼ିଶା):

ଷ୍ଟାଫ୍ ସିଲେକ୍ସନ କମିଶନରେ ନିଯୁକ୍ତି ବାହାରିଛି । +୨ ପାସ୍ କରିଥିବା ଆଶାୟୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହି ଭର୍ତିରେ ପୋଷ୍ଟାଲ ଆସିଷ୍ଟାଣ୍ଟ ,ଏଲଡ଼ିସି  ପାଇଁ ପଦବୀ ରହିଛି । ଏହି ବିଭିନ୍ନ ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ରହିଛି । 

ଏସି ଏସଟିମାନେ ନିଶୁକ୍ଳ ଥିବା ବେଳେ ଅନ୍ୟ ଆବେଦନକାରୀଙ୍କ ପାଇଁ ୧୦୦ ଟଙ୍କା ଚାଲଣ ରହିଛି । ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ପେମେଣ୍ଟ କରି ପାରିବେ । 

ଅନଲାଇନ ଆବେଦନ କରିବା ତାରିଖ  :୨୦୧୯ ମସିହ ମାର୍ଚ୍ଚ ୦୫ରୁ ଆରମ୍ଭ ହୋଇ  ଏପ୍ରିଲ ୦୫ 

ଅନଲାଇନ ଶୁକ୍ଳ ପୈଠ କରିବା ତାରିଖ : ଏପ୍ରିଲ ୦୭ ତାରିଖ ସନ୍ଧ୍ୟା ୫ଟା

ଚାଲାଣ ଜରିଆରେ ଶୁକ୍ଲ ପୈଠ : ଏପ୍ରିଲ ୦୯ ତାରିଖ ସନ୍ଧ୍ୟା ୫ଟା

ବୟସ ସୀମା :୧୮ ବର୍ଷରୁ ଅଧିକ ଏବଂ ୨୭ରୁ କମ୍ 

ଏସି, ଏସଟ, ଓବିସି ଓ ମହିଳାମାନଙ୍କ ପାଇଁ ୫ ବର୍ଷ କମ୍ କରାଯାଇ ପାରିବ । 

ଶିକ୍ଷାଗତ ଯୋଗ୍ୟତା : +୨ ପାସ୍ ସହ କମ୍ପ୍ୟୁଟର ଜ୍ଞାନ କୌଶଳ ଥିବା ଆବଶ୍ୟକ । 

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କର ଚୟନ ପ୍ରକ୍ରିୟା ଉଭୟ ପରୀକ୍ଷା ପରେ ସାକ୍ଷାତକାର ରହିଛି ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ :

https://ssc.nic.in/SSCFileServer/PortalManagement/UploadedFiles/notice_chsl_05032019.pdf

https://ssc.nic.in/SSCFileServer/PortalManagement/UploadedFiles/notice_chsl_05032019.pdf
  • Tags: