Home > ନିଯୁକ୍ତି
ଫୁଡ଼ କରପୋରେସନ ଅଫ ଇଣ୍ଡିଆରେ ବଡ଼ ନିଯୁକ୍ତି ,୪ ହଜାରରୁ ଅଧିକ ପଦବୀ ଖାଲି
Khabar Odisha:career-Odisha--vacancies-for-4103-in-FCI--know-how-to-apply
ଭୁବନେଶ୍ୱର,ମାର୍ଚ୍ଚ ୦୨(ଖବର ଓଡ଼ିଶା):

ଫୁଡ଼ କରପୋରେସନ ଅଫ ଇଣ୍ଡିଆ ବିଭାଗରେ  ସହାୟକ , ଡ଼ାଟା ଅପେରେଟର ଅନେକ ପଦବୀରେ ଭର୍ତ୍ତି ହେବାର ସୁଯୋଗ। ମୋଟ ୪୧୦୩ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆବେଦନ କରିବା ପାଇଁ ସର୍ବାଧିକ ବୟସ ସୀମା ରହିଛି ୨୮ ବର୍ଷ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ।     

ପଦବୀ ସଂଖ୍ୟା : ୪୧୦୩

ଶିକ୍ଷାଗତ ଯୋଗ୍ୟତା : ସମ୍ବନ୍ଧିତ ଟ୍ରେଡରେ ଯୋଗ୍ୟତାର ଆବଶ୍ୟକତା ରହିଛି 

ବୟସ ସୀମା : ସର୍ବାଧିକ ୨୮ ବର୍ଷ 

ସର୍ବନିମ୍ନ ବୟସ   : ୨୫ବର୍ଷ 

ଆବେଦନ ଶୁଳ୍କ : ଜେନେରାଲ ଓ ଓବିସିଙ୍କ ପାଇଁ ୫୦୦ ଟଙ୍କା, ଏସସି ଏସଟି ପିଡବ୍ଲ୍ୟୁଡି ବର୍ଗର ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ 

ଆବେଦନ ପ୍ରକ୍ରିୟା : ଫେବୃଆରୀ ୨୩ରୁ ସମ୍ବନ୍ଧିତ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ । 

ଅନ୍ତିମ ତାରିଖ : ୨୫ ମାର୍ଚ୍ଚ ୨୦୧୯

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଆଧାର ପରେ ସ୍କିଲ ଟେଷ୍ଟ 

ୱେବସାଇଟ୍ : 

http://cdn.sarkarinaukridaily.in/wp-content/uploads/2019/02/fci-recruitment.pdf