Home > ନିଯୁକ୍ତି
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜୁନିଅର ଏସୋସିଏଟ ପ୍ରିଲିମିନାରୀ ପାଇଁ ଜାରି ହେଲା ଆଡ଼ମିଟ କାର୍ଡ଼
Khabar Odisha:career-Odisha-sbi-junior-associate-prelims-2019-admit-card-released-know-how-to-download-here
ନୂଆଦିଲ୍ଲୀ, ଜୁନ ୦୩(ଖବର ଓଡ଼ିଶା):

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୨୦୧୯ର ଜୁନିଅର ଏସୋସିଏଟ ପାଇଁ ଯେଉଁ ପ୍ରାର୍ଥୀ ଆବେଦନ କରିଥିଲେ ତାର ପ୍ରିଲିମିନାରୀ ପରୀକ୍ଷା ଆଡ଼ମିଟ କାର୍ଡ଼ ୱେବସାଇଟରେ ଉପଲବ୍ଧି ହୋଇଛି । ଆବେଦନକାରୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ସାଇଟରୁ ନିଜ ଆଡ଼ମିଟ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ ।

ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଜୁନ ୨୨, ୨୩ରେ ହେବା ସମ୍ଭାବନା ରହିଛି । ଆବଶକୀୟ ଇ-କଲ ଲେଟର୍ସ ୨୩ଜୁନ ଯାଏଁ ଉପଲବ୍ଧି ରହିବ । ଏସବିଆଇ ପକ୍ଷରୁ ଏହି ପରୀକ୍ଷା ମୋଟ ୮୮୪୧ ପଦ ନିଯୁକ୍ତି  ପାଇଁ ହେବ । 

ପରୀକ୍ଷା ପାଇଁ ସିଲାବସ 

ଇଂଲିସ ୩୦ମାର୍କ -୩୦ ପ୍ରଶ୍ନ – ୨୦ମିନିଟ ସମୟ

ନ୍ୟୁମେରିକାଲ ଏବିଲିଟି ୩୫ମାର୍କ -୩୫ ପ୍ରଶ୍ନ – ୨୦ମିନିଟ ସମୟ

ରିଜନିଙ୍ଗ ୩୫ମାର୍କ -୩୫ ପ୍ରଶ୍ନ – ୨୦ମିନିଟ ସମୟ

ମୋଟ ୧୦୦ ପ୍ରଶ୍ନ -୧୦୦ମାର୍କ -୧ଘଣ୍ଟା ସମୟ

 ୱେବସାଇଟ : https://www.sbi.co.in/

  • Tags: