Home > ନିଯୁକ୍ତି
ଇଂଟରଭ୍ୟୁ ଦିଅନ୍ତୁ ଏବଂ ଡିଆରଡିଓରେ ଚାକିରୀ ପାଆନ୍ତୁ
Khabar Odisha:career-odisha-sarkari-naukri-drdo-recruitment-2019-apply-for-many-posts-sarkari-jobs
ଭୁବନେଶ୍ୱର, ମାର୍ଚ୍ଚ ୦୬ (ଖବର ଓଡିଶା) :

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନର ୩୦ ଟ୍ରେଡ ଅପରେଟିଙ୍ଗ ସିଷ୍ଟମ ପଦବୀ ଭର୍ତି ପାଇଁ ବିଜ୍ଞାପ୍ତି ପ୍ରକାଶ କରିଛି । ଯୋଗ୍ୟ ପ୍ରାର୍ଥୀ ଅନ୍ତିମ ତିଥି ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ପ୍ରାର୍ଥୀଙ୍କ ନିକଟରେ ଏନସିଭିଟି ଦ୍ୱାରା ମାନ୍ୟତା ପ୍ରାପ୍ତ ସମ୍ବନ୍ଧିତ ଟ୍ରେଡରେ ପ୍ରାର୍ଥୀଙ୍କ ନିକଟରେ ଆଇଟିଆଇ ସାର୍ଟିଫିକେଟ ଏବଂ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ ହୋଇଥିବା ଆବଶ୍ୟକ । 

ସାକ୍ଷାତକାର ଆଧାରରେ ପ୍ରାର୍ଥୀଙ୍କର ଚୟନ ପ୍ରକ୍ରିୟା କରାଯିବ । ଏଥିପାଇଁ ଅନଲାଇନ ଆବେଦନ ପ୍ରାରମ୍ଭ ତିଥି ମାର୍ଚ୍ଚ ୬, ୨୦୧୯ ଏବଂ ଅନ୍ତିମ ତିଥି ପାଇଁ ମାର୍ଚ୍ଚ ୧୧, ୨୦୧୯ ରହିଛି । ସାକ୍ଷାତକାର ପାଇଁ ମାର୍ଚ୍ଚ ୧୪, ୨୦୧୯ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ rac.gov.in ଏହି ଲିଙ୍କରେ ଆବେଦନ କରି ପାରିବେ ।