Home > ନିଯୁକ୍ତି
୧୦ମ ପାସଙ୍କ ପାଇଁ ଡାକ ବିଭାଗରେ ଗ୍ରାଣ୍ଡ ଭର୍ତି
Khabar Odisha:career-odisha-sarkari-naukri-odisha-postal-circle-2019-apply-online-for-gds-posts-sarkari-jobs
ଭୁବନେଶ୍ୱର, ମାର୍ଚ୍ଚ ୧୨ (ଖବର ଓଡିଶା) :

ଓଡିଶା ପୋଷ୍ଟାଲ ସର୍କଲରେ ଡାକ ବିଭାଗରେ ଗ୍ରାଣ୍ଡ ଭର୍ତି ବାହାରିଛି । ଗ୍ରାମୀଣ ଡାକ ସେବକ ପାଇଁ ଆବେଦନ କରି ପାରିବେ । ଏଥିପାଇଁ ପ୍ରାର୍ଥୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ ହୋଇଥିବା ଆବଶ୍ୟକ । 

ନ୍ୟୁନତମ ଆୟୁସୀମା ୧୮ ଏବଂ ସର୍ବାଧିକ ୪୦ ବର୍ଷ ହୋଇଥିବା ଆବଶ୍ୟକ । ଆବେଦନ କରିବା ପାଇଁ ୧୦୦ ଟଙ୍କା ଆବେଦନ ଶୁକ୍ଳ ରହିଛି । ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ମାର୍ଚ୍ଚ ୧୫ରୁ ଅପ୍ରେଲ ୧୫ ପର୍ଯ୍ୟନ୍ତ ସମୟ ରହିଛି । ଅଧିକ ସୂଚନା ନିମନ୍ତେ ଏହି ୱେବସାଇଟରେ ଦେଖନ୍ତୁ ।