Home > ନିଯୁକ୍ତି
OPSCର ନୂଆ CSMS ପୋର୍ଟାଲ୍ ଉଦଘାଟିତ
Khabar Odisha:state-odisha-new-portal-of-OPSC-named-CSMS-inaugurated
କଟକ, ଫେବୃଆରୀ ୦୫ (ଖବର ଓଡ଼ିଶା) :

ଉଦଘାଟିତ ହେଲା OPSCର ନୂଆ CSMS ପୋର୍ଟାଲ।  CSMS ଅର୍ଥ ହେଉଛି କମ୍ପ୍ରେନସିଭ୍ ସିଲେକ୍ସନ ମ୍ୟନେଜମେଣ୍ଟ ସିଷ୍ଟମ୍। ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ OPSCର ସମସ୍ତ ତଥ୍ୟ ମିଳିପାରିବ। ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ମିଳିବ। ତେବେ ନୂଆ ପୋର୍ଟାଲ୍ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବ କହିଲେ OPSC ଅଧ୍ୟକ୍ଷ କହିଛନ୍ତି।