Home > ଶିକ୍ଷା
CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ବାତିଲ
Khabar Odisha:CBSE-exam-cencel
ନୂଆଦିଲ୍ଲୀ, ଜୁନ ୨୫(ଖବର ଓଡ଼ିଶା):

 ସିବିଏସଇ ପରୀକ୍ଷା ବାତିଲ । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି।

ପରୀକ୍ଷାକୁ ନେଇ ଅଭିଭାବକ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଜୁଲାଇ ୧ରୁ ୧୫ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ତେବେ କରୋନା କଟକଣା କାରଣରୁ ଏହି ପରୀକ୍ଷା ବାତିଲ କରାଯାଇଥିବା ଜଣାପଡ଼ିଛି । ପୂର୍ବ ୩ ଟି ପରୀକ୍ଷା ଅନୁଯାୟୀ ମୂଲ୍ୟାୟନ ହେବ ।

  • Tags: