Home > ଶିକ୍ଷା
ପ୍ରକାଶ ପାଇଲା ନେଷ୍ଟ ପରୀକ୍ଷା ଫଳ, ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ ଜଣ
Khabar Odisha:Education-Odisha-nest--result-published-22-odisha-student-in-top-100
ଭୁବନେଶ୍ଵର,ଜୁନ୧୮(ଖବର ଓଡ଼ିଶା):

ନ୍ୟାସ୍‌ନାଲ ଇଷ୍ଟିଚ୍ୟୁଟ୍‌ ଆଇ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ନାଇଜର)ରେ ନାମ ଲେଖା ପାଇଁ ମଙ୍ଗଳବାର ପ୍ରକାଶିତ ପାଇଛି ନେଷ୍ଟ (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଫଳ। ସର୍ବଭାରତୀୟ ସ୍ତରରେ ପଶ୍ଚିମବଙ୍ଗର ପ୍ରଣୟ ଦେ ଟପ୍ପର ହୋଇଥିବା ବେଳେ ଭୁବନେଶ୍ୱରର କାହ୍ନା ଜୈନ ଓଡ଼ିଶା ଟପ୍ପର ହୋଇଛନ୍ତି।

ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ ଜଣ ଅଛନ୍ତି। ନେଷ୍ଟ ପାଇଁ ୫୩ ହଜାର ୪୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧୭୭୯  ଜଣ ଛାତ୍ରଛାତ୍ରୀ କୃତକାର୍ୟ୍ୟ  ହୋଇଛନ୍ତି। ଏହାର ସୂଚନା ନେଷ୍ଟ ସଂଯୋଜକ ହିମାଂଶୁ ବିଶ୍ୱାଳ ସୂଚନା ଦେଇଛନ୍ତି।