For English Prss ctrl+g
Khabar Odisha:Its-Confirm-Now-Kapil-Sharma-Is-Set-To-Comeback-On-TV-In-October

ପୁଣି ୨ ମାସ ପରେ ଟିଭିରେ ଧମାଲ ମଚେଇବେ କପିଲ ଶର୍ମା

କପିଲ ଶର୍ମାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ନିଜ ଜବରଦସ୍ତ କମେଡି ପାଇଁ ଘରେ ଘରେ ପରିଚିତ ଥିବା କପିଲ ଶର୍ମା ପୁଣି ଛୋଟ ପରଦାକୁ ଫେରୁଛନ୍ତି । ମିଳିଥିବା ଖବର ଅନୁଯାୟୀ କପିଲ ଏଥିପାଇଁ ଖାସ ଟ୍ରେନିଙ୍ଗ ମଧ୍ୟ ନେଉଛନ୍ତି ।

ଖବର ଓଡ଼ିଶା 14/08/2018
Khabar Odisha:Union-Minister-attends-the-special-screening-of-film-Chalo-Jeete-Hain-at-SOA

ବଞ୍ଚିତ ଭାରତକୁ ସମ୍ମାନିତ କରିବାର ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ରାଜ୍ୟପାଳ

ବଞ୍ଚିତ ଭାରତକୁ ସମ୍ମାନିତ କରିବାର ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଡିଟରିୟମ ଠାରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନ ଉପରେ ଚଳଚିତ୍ର ‘ଚଲୋ ଜୀତେ ହେଁ ’ ପ୍ରିମିୟର ସୋ ଅବସରରେ ସେ ଏହା କହିଛନ୍ତି ।

ଖବର ଓଡ଼ିଶା 14/08/2018
Khabar Odisha:deepika-padukone-ranveer-singh-wedding-confirmed-in-italy-know-guset-list-5

ଦୀପିକା ଏବଂ ରଣବୀରଙ୍କ ବିବାହ ତାରିଖ ଫାଇନାଲ, କେବଳ ୩୦ଜଣଙ୍କୁ ମିଳିଲା ନିମନ୍ତ୍ରଣ

ରଣବୀର ସିଂହ ଦୀପିକା ପାଦୁକୋନଙ୍କର ବିବାହ ତାରିଖ ଧାର୍ୟ୍ୟ ହୋଇ ସାରିଛି । ଆସନ୍ତା ନଭେମ୍ବର ୨୦ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଇଟାଲୀରେ...

ଖବର ଓଡ଼ିଶା 14/08/2018
Khabar Odisha:Anil-Sharma-Son-Utkarsh-Debut-Film-Genius-2nd-Trailer-Release

ଏବେ ଗଦ୍ଦର ହେବେ “ଜିନିୟସ”, ୧୭ ବର୍ଷ ପରେ ଦେଖାଇବେ ନିଜର ଆକ୍ସନ

ବଲିଉଡରେ ‘ଗଦ୍ଦର’ ଭଳି ବ୍ଲକବ୍ଲଷ୍ଟର ଫିଲ୍ମ ଦେଇଥିବା ଅନୀଲ ଶର୍ମା ଏବେ ନିଜ ପୁଅ ଉତ୍କର୍ଷକୁ ଲଂଚ କରିବାକୁ ଯାଉଛନ୍ତି । ଉତ୍କର୍ଷଙ୍କ ପ୍ରଥମ ଫିଲ୍ମର ନାମ ‘ଜିନିୟସ’ ଅଟେ । ଯାହାର ପ୍ରଥମ ଟ୍ରେଲର ଲଂଚ ହୋଇ ସାରିଛି । ଆଜି ଫିଲ୍ମର ଦିତ୍ୱୀୟ ଟ୍ରେଲର ରିଲିଜ କରାଯାଇଛି ।

ଖବର ଓଡ଼ିଶା 14/08/2018
Khabar Odisha:Narendra-modi-life-based-short-film-chalo-jeete-hain-release

ଆଜି ସ୍କ୍ରିନିଂ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲ୍ୟ ଜୀବନୀ ଉପରେ ଆଧାରିତ ‘ଚଲୋ ଜିତେ ହେଁ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲ୍ୟ ଜୀବନୀ ଉପରେ ଆଧାରିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ଆଜି ସ୍ଥାନୀୟ ସୋଆ ଅଡିଟୋରିୟମରେ ସ୍କ୍ରିନିଂ ହେବ ।

ଖବର ଓଡ଼ିଶା 14/08/2018
Khabar Odisha:sridevi-birthday-movies-screening-by-information-and-broadcasting-ministry

ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନ୍ମ ଦିନରେ ଫିଲ୍ମ ଡିଭିଜନ ଦେଖାଇବ ଏହି ୬ଟି ଫିଲ୍ମ

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଆଜି ଅଭିନେତ୍ରୀ ଶ୍ରୀଦେବୀଙ୍କ ୬ଟି ଫିଲ୍ମ ରିଲିଜ କରିବାକୁ ଯାଉଛି । ଏହି ଫିଲ୍ମର ସ୍କ୍ରିନିଙ୍ଗ ୧ମହାଦେବ ରୋଡ ନୂଆଦିଲ୍ଲୀର ଫିଲ୍ମ ଡିଭିଜନ ଅଡିଟୋରିୟମରେ ରଖା ଯାଇଛି । ଆଜି ଶ୍ରୀଦେବୀଙ୍କ ଜନ୍ମ ଦିନ ଅବସରରେ ଏହି କାର୍ଯ୍ୟକ୍ରମ ରଖା ଯାଇଛି ।

ଖବର ଓଡ଼ିଶା 13/08/2018
Khabar Odisha:john-abraham-reached-by-auto-on-satyamev-jayate-screening

ସତ୍ୟମେବ ଜୟତେର ସ୍କ୍ରିନିଙ୍ଗ ପାଇଁ ଅଟୋରେ ପହଂଚିଲେ ଜନ ଆବ୍ରାହମ, ସାଧା ସିଧା ଅନ୍ଦାଜରେ ସମସ୍ତଙ୍କୁ କଲେ ଇମ୍ପ୍ରେସ

ଆଗାମୀ ଅଗଷ୍ଟ ୧୫ ଦିନ ଜନ ଆବ୍ରାହମଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି। କାଲି ଏହାର ସ୍କ୍ରିନିଙ୍ଗ କରା ଯାଇଥିଲା । ସବୁବେଳେ ସାଧା ସିଧା ରହୁଥିବା ଜନ ଆବ୍ରାହମ ଏଥର ଅଟୋରେ ବସି ...

ଖବର ଓଡ଼ିଶା 12/08/2018
Khabar Odisha:Sonali-Bendre-Birthday-Wishes-To-Her-Son-Ranveer-Behl

କ୍ୟାନସର ପାଇଁ ଦୂରରେ ଥିବା ସୋନଲୀ ବେନ୍ଦ୍ରେ ପୁଅର ଜନ୍ମ ଦିନରେ ଭିଡିଓ ସେୟାର କରି ଦେଖାଇଲେ ସ୍ନେହ

ବଲିଉଡ ଅଭିନେତ୍ରୀ କ୍ୟାନସର ଭଳି ଏକ ବଡ ରୋଗରେ ପୀଡିତ ଅଛନ୍ତି ହେବେ ବି, ତାଙ୍କର ମା’ ହୃହୟକୁ ମାନିବାକୁ ପଡିବ । ସୋନଲୀ ମଝିରେ ମଝିରେ ନିଜ ଫ୍ୟାନମାନଙ୍କ ପାଇଁ ସୋସିଆଲ ମିଡିଆରେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ କରୁଛନ୍ତି । ଏହା ସହିତ ବିଭିନ୍ନ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଖବର ଓଡ଼ିଶା 11/08/2018
Khabar Odisha:Batti-Gul-Meter-Chalu-Trailer-Launch-Shahid-Kapoor-And-Shraddha-Kapoor

ଶ୍ରଦ୍ଧା ଓ ଶାହିଦ କପୁରଙ୍କ ‘ବତି ଗୁଲ ମିଟର ଚାଲୁ’ ଟ୍ରେଲର ରିଲିଜ

ଶାହିଦ କପୁର ଓ ଶ୍ରଦ୍ଧା କପୁର ଗୁଲ ଔର ମିଟର ଚାଲୁ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଲଂଚ ସମୟରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ । ଶାହିଦ ଓ ଶ୍ରଦ୍ଧା ବହୁତ କୁଲ ଥିବାର ନଜର ଆସିଥିଲେ । ସାହିଦ କପୁର ଏକ ଧଳା ସାର୍ଟ ସହିତ ଧଳା ପ୍ୟାଂଟ ପିନ୍ଧିଥିବା ବେଳେ ସେ ବହୁତ ଷ୍ଟାଇଲିଷ୍ଟ ଦେଖାଯାଉଥିଲେ । ଶ୍ରଦ୍ଧା କପୁର ମଧ୍ୟ ଫ୍ଲୋରାଲ ସର୍ଟ ଡ୍ରେସ ପିନ୍ଧିଥିଲେ ।

ଖବର ଓଡ଼ିଶା 11/08/2018
Khabar Odisha:Rani-Mukerji-Flagged-Indian-National-Flag-In-Indian-Film-Festival-Of-Melbourne-2018

ମେଲବୋର୍ଣ୍ଣରେ ରାନୀ ମୁଖାର୍ଜୀ ଦେଶର ବଢାଇଲେ ସମ୍ମାନ, କହିଲେ ବିଦେଶରେ ତ୍ରିରଙ୍ଗା ଉଡାଇବା ଗର୍ବର କଥା

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ‘ଇଣ୍ଡିଆନ ଫିଲ୍ମ ପେଷ୍ଟିଭାଲ ମେଲବୋର୍ଣ୍ଣ ୨୦୧୮’ରେ ପହଂଚି ଥିଲେ । ଏହି ଫେଷ୍ଟିଭାଲ ସମୟରେ ରାନୀ ମୁଖାର୍ଜୀ ଜାତୀୟ ପତାକା ଉଡାଇଥିଲେ ଓ ରାଷ୍ଟ୍ରୀୟ ଗୀତ ଗାଇଥିଲେ । ଏହି ଫେଷ୍ଟିଭାଲ ପ୍ରତିବର୍ଷ ପାଳନ କରାଯାଇଥାଏ । ଗତ ବର୍ଷ ଏହି ଫେଷ୍ଟିଭାଲରେ ଐଶର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟା ସହିତ ଯୋଗ ଦେଇଥିଲେ ।

ଖବର ଓଡ଼ିଶା 11/08/2018
Khabar Odisha:takht-ranveer-singh-character-revealed-will-play-jahanara-begum-brother-aurangzeb

ଖିଲଜୀ ପରେ ଏବେ ଔରଙ୍ଗଜେବ ହେବେ ରଣବୀର କପୁର ?

ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା କରଣ ଜୋହରଙ୍କ ଫିଲ୍ମ ‘ତଖତ’ର ଲୋଗୋ ରିଲିଜ୍ ହୋଇଛି। ଏହାର ଷ୍ଟାର କାଷ୍ଟ ମଧ୍ୟ ଗୁରୁବାର ଘୋଷଣା କରାଯାଇଛି। ଏହି ମେଗା ବଜେଟ୍ ଫିଲ୍ମରେ ...

ଖବର ଓଡ଼ିଶା 09/08/2018
Khabar Odisha:South-Film-Actor-Mahesh-Babu-Birthday-And-His-Hits-Films

ସଲମାନଙ୍କ ବୁଡି ଯାଉଥିବା କ୍ୟାରିୟରକୁ କୂଳରେ ଲଗାଇଥିଲେ ମହେଶ ବାବୁ

ଟଲିଉଡର ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ । ୪୩ ବର୍ଷରେ ପଦାର୍ପଣ କରିଥିବା ଏହି ସୁପରଷ୍ଟାରଙ୍କ ଟଲିଉଡକୁ ଦେଇଛନ୍ତି ଅନେକ ସୁପରହିଟ ସିନେମା । ଖାଲି ଟଳିଉଡ କାହିଁକି , ସେ ବଲିଉଡକୁ ମଧ୍ୟ ଦେଇଛନ୍ତି ସୁପରହିଟ ସିନେମା । ସେ ନିଜେ ଏଥିରେ ଅଭିନୟ କରିନଥିଲେ ଏହି ସିନେମା ଗୁଡିକରେ ପ୍ରଥମେ ସେ ଅଭିନୟ କରିସାରିଛନ୍ତି ।

ଖବର ଓଡ଼ିଶା 09/08/2018
Khabar Odisha:Salman-Anushuka-starrer-Sultal---to-be-release-in-China

୧୧ ହଜାର ସ୍କ୍ରିନରେ ରିଲିଜ ହେବ ‘ସୁଲତାନ’, ଗୋଟିଏ ଦିନରେ ଚାଲିବ ୪୦ ହଜାର ସୋ’

ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା): ସଲମାନ ଖାଁ ଓ ଅନୁଷ୍କା ଶର୍ମା ଅଭୀନିତ ଫିଲ୍ମ ‘ସୁଲତାନ’ ଅଗଷ୍ଟ ୩୧ରେ ଚୀନରେ...

ଖବର ଓଡ଼ିଶା 07/08/2018
Khabar Odisha:Genelia-D-Souza-Birthday-8-Unknown-Facts-About-His-Life

ଏକ ବିଜ୍ଞାପନ ବଦଳାଇ ଦେଇଥିଲା ଜେନେଲିଆ ଡିସୁଜାଙ୍କ ଭାଗ୍ୟ

ଜେନେଲିଆ ଡିସୁଜା ବଲିଉଡ ଓ ତେଲୁଗୁ ଜଗତର ଏକ ଜଣା ଶୁଣା ନାଁ । ସେ କେବଳ ବଲିଉଡ ନୁହେଁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ନିଜର ଖୁବ୍ ନାଁ କମେଇଛନ୍ତି । ଏପରିକି ତେଲୁଗୁ ଫିଲ୍ମ ବୋମାରିଲ୍ଲୁ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା । ଜେନେଲିଆ ମଙ୍ଗୋଲିୟନ କ୍ୟାଥେଲିକ୍ ପରିବାର ସହ ଜଡିତ । ହିନ୍ଦୀ ବ୍ୟତୀତ ସେ ତେଲୁଗୁ ଫିଲ୍ମରେ ଅଧିକ କାମ କରିଛନ୍ତି ।

ଖବର ଓଡ଼ିଶା 06/08/2018
Khabar Odisha:sonali-bendre-bald-look-viral-fan-says-salute-your-strength-and-resilience

କ୍ୟାନସର ପୀଡିତା ସୋନାଲୀ ବେନ୍ଦ୍ରେ ‘ଫେଣ୍ଡସିପ୍ ଡେ’ରେ ପୋଷ୍ଟ କଲେ ନୂଆ ଫଟୋ

ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି । ଫ୍ରେଣ୍ଡସିପ ଡେ ଅବସରରେ ସେ ସୋସିଆଲ ମିଡିଆରେ ଏକ ଫୋଟ ପୋଷ୍ଟ କରିଥିଲେ । ଏହି ଫୋଟରେ ସୋନାଲୀ ବାଲ୍ଡ ଲୁକରେ ନଜର ଆସିଥିଲେ । ସୋନାଲୀ ଚିକିତ୍ସା ପାଇଁ ନିଜ ଚୁଟି କାଟି ଲଣ୍ଡା ହୋଇ ଯାଇଛନ୍ତି ।

ଖବର ଓଡ଼ିଶା 05/08/2018
Khabar Odisha:Sidharth-Malhotra-dating-Kiara-Advani

ସିଦ୍ଧାର୍ଥ ମଲହୋତ୍ରାଙ୍କ ନୂଆ ପ୍ରେମ

ପ୍ରଥମ ଚଳଚ୍ଚିତ୍ର ‘ଷ୍ଟୁଡେଂଟ ଅଫ ଦ ଇଅର’ ରୁ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱନ ଓ ଆଲିୟା ଭଟ୍ଟଙ୍କ ଯୋଡି ଦେଖିବାକୁ ମିଳିଥିଲା । ଏହି ତିନିଜଣ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଏହି ଗୋଟିଏ ସିନେମାରୁ । ଷ୍ଟୁଡେଂଟ ଅଫ ଦ ଇଅର ସିନୋମଟି ଏମାନଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ତା ପରେ ଏମାନେ ଆଉ କେହି ପଛକୁ ଫେରି ନାହିଁନ୍ତି ।

ଖବର ଓଡ଼ିଶା 05/08/2018
Khabar Odisha:Sabash-Biju-CM-Naveen-Patnaik

ସାବାସ ବିଜୁ ଚଳଚ୍ଚିତ୍ରର କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚ୍ଚିବାଳୟରେ ସବାସ ବିଜୁ ଚଳଚ୍ଚିତ୍ରର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସନ୍ତୋଷ ପଣ୍ଡା ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣୀତ ଏକ ବାଳକର କାହାଣୀ ଉପରେ ଆଦାରିତ । ବିଜୁ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ସାହସ ଓ ପରୋପକାର ଗୁଣରେ ପ୍ରଭାବିତ

ଖବର ଓଡ଼ିଶା 04/08/2018
Khabar Odisha:Melody-Singer-Kumar-Sanu-Reveals-He-Adopted-His-Eldest-Daughter-Shannon-In-2001

କୁମାର ସାନୁ ନିଜ ବଡ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ, ୧୭ ବର୍ଷ ପରେ ଖୋଲିଲେ ଏହି ରାଜ

ମେଲୋଡି କିଙ୍ଗ କୁମାର ସାନୁ ନିଜ ଗୀତ ପାଇଁ ଆଜି ମଧ୍ୟ ଶ୍ରୋତାଙ୍କ ହୃଦୟରେ ଅଛନ୍ତି । ତାଙ୍କ ଗୀତ ଆଜି ବି ପ୍ରେମିକମାନଙ୍କ ହୃଦସ୍ପନ୍ଦନ ବଢାଇଥାଏ । ଗତ କିଛି ବର୍ଷ ଲୋକମାନଙ୍କ ନଜରରୁ ଦୂର ହୋଇଯାଇଥିବା କୁମାର ସାନୁ ଅଚାନକ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ କି, ୨୦୦୧ରେ ସେ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

ଖବର ଓଡ଼ିଶା 04/08/2018
Khabar Odisha:salman-khan-in-black-buck-poaching-case-court-give-fresh-guidelines

କୃଷ୍ଣସାର ମୃଗ ମାମଲା: ବିଦେଶ ଯିବା ପୂର୍ବରୁ ସଲମାନଙ୍କୁ ନେବାକୁ ପଡିବ ପ୍ରତ୍ୟେକ ଥର କୋର୍ଟର ଅନୁମତି

ଯୋଧପୁର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ବିଦେଶ ଯିବା ପାଇଁ ହେଲେ ପ୍ରତ୍ୟେକ ଥର କୋର୍ଟର ଅନୁମତି ନେବାକୁ ପଡ଼ିବ। କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟ ...

ଖବର ଓଡ଼ିଶା 04/08/2018
Khabar Odisha:bahubali-will-be-prequel-released-on-netflix-it-will-be-seen-shivbhagamis-journey

ବାହୁବଳୀର ପ୍ରିକ୍ୱାଲ ହେବ ନିର୍ମାଣ: ଏଥିରେ ଦେଖିବେ ଶିବଗାମୀଙ୍କ କାହାଣୀ

ଏସଏସ ରାଜ ମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଭାରତର ବର୍ତମାନ ପର୍ଯ୍ୟନ୍ତ ଅଧିକ ଆୟ କରିଥିବା ସଫଳ ସିନେମା ମଧ୍ୟରେ ବହାବଳୀ ଅନ୍ୟତମ । ବାହୁବଳୀର ପ୍ରସଂଶକଙ୍କୁ ନୂଆ ସିରିଜ ରୂପରେ ପୁଣି ଥରେ ମହୋସ୍ମତି ସାମ୍ରାଜ୍ୟକୁ ଦେଖିବାକୁ ସୁଯୋଗ ମିଳି ପାରେ । ବାହୁବଳିର ପ୍ରିକ୍ୱାଲରେ ଶିବଗାମୀଙ୍କ ଯାତ୍ରା ଦେଖବାକୁ ମିଳିବ । ନେଟାଫ୍ଲିକ୍ସ ଏହି ସିରିଜ ଘୋଷଣା କରିଛନ୍ତି ।

ଖବର ଓଡ଼ିଶା 03/08/2018
First Previous
1 2 3 4 5 6 7 8 9 10
Next Last Page 1 of 58