Home > ମନୋରଞ୍ଜନ
ଚଳଚ୍ଚିତ୍ର ‘ଚକ୍ରବ୍ୟୁହ’ର ପୋଷ୍ଟର ରିଲିଜ୍
Khabar Odisha:Entertainment-Ollywood-odisha-film-chakrabyuh-poster-released
ଭୁବନେଶ୍ଵର,ଜୁନ୧୦(ଖବର ଓଡ଼ିଶା):

ଆର ଆର ଇଭେଣ୍ଟ୍ସ ଓ  ପ୍ରଡକ୍ସନ ଦ୍ଵାରା ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଚକ୍ରବ୍ୟୁହ’ର ପୋଷ୍ଟର ରିଲିଜ୍ ଭୁବନେଶ୍ଵର ସ୍ଥିତ ସ୍ଵସ୍ତି ପ୍ରିମିୟରଠାରେ ହୋଇ ଯାଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ଦୀପିକା ଓ ଜ୍ୟୋତି। 

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ପତି, ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମଦାର, ଗୀତ ଲେଖିଛନ୍ତି ନିର୍ମଳ ନାୟକ ଏବଂ ପ୍ରଯୋଜକ ସାଜିଛନ୍ତି ରମେଶ ବାରିକ। ଚଳଚ୍ଚିତ୍ରଟି ଆସନ୍ତାବର୍ଷ ୨୦୨୦ ଜାନୁଆରୀରେ ରିଲିଜ୍ ହେବ। 

ପୋଷ୍ଟର ରିଲିଜ୍ ସମୟରେ ଚକ୍ରବ୍ୟୁହର ସମସ୍ତ ସଦସ୍ୟ ଓ ଅଭିନେତା-ଅଭିନେତ୍ରୀଙ୍କ ସହ ଅଲିମ୍ପିୟାନ ଦୂତି ଚାନ୍ଦ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ। 

  • Tags: