Home > ସ୍ୱାସ୍ଥ୍ୟ
ଏହି ୪ଟି ଖାଦ୍ୟ ଖାଇଲେ ବଢିବନାହିଁ ଓଜନ
Khabar Odisha:health-food-for-dieting
ନୂଆଦିଲ୍ଲୀ, ମାର୍ଚ୍ଚ ୨୬(ଖବର ଓଡିଶା) :

ମୋଟାପଣ ଏକ ବଡ ସମସ୍ୟା ପାଲଟିଗଲାଣି । ସବୁ ବର୍ଗର ଲୋକ ଏହି ରୋଗ ପାଇଁ ଚିନ୍ତିତ ରହିଛନ୍ତି । ଏହି ସ୍ଥିତିରେ ଖାଇବା ପିଇବା କରିବା ଗମ୍ଭୀର ବିଷୟ ପାଲଟିଯାଇଛି । କିଛି ଲୋକ ଭାବନ୍ତି କି କାମ ଖାଇବା ଦ୍ୱାରା ଓଜନ କମ ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଭୋକ କମ ହେବା ସହ ପେଟ କି ଓଜନ ବଢିବନାହିଁ । । 

ଅଣ୍ଡା :-

-ଅଣ୍ଡା ଖାଇବା ଦ୍ୱାରା ଚର୍ବି ବଢିନଥାଏ । 

-ଅଣ୍ଡାରେ ମଧ୍ୟ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ । 

-ଯେଉଁ ଲୋକ ସକାଳୁ ଖାଦ୍ୟରେ ଅଣ୍ଡା ଖାଇବା ଦ୍ୱାରା ଓଜନ କମ କରିଥାଏ । 

ମାଛ :-

-ମାଛରେ କମ ଚର୍ବି ଅଶଂ ଥାଏ ଏବଂ ପ୍ରୋଟିନ ମଧ୍ୟ ରହିଥାଏ । 

-ମାଛ ଖାଇବା ଦ୍ୱାରା ହୃଦୟ ପ୍ରଣାଳୀକୁ ଠିକ ରଖିଥାଏ । 

ପପକନ୍ :-

-ପପକନରେ ଫାଇବର ଅଧିକ ଥାଏ ଏବଂ କ୍ୟାଲୋରୀ କମ ଥାଏ । 

-ପପକନ୍ ଖାଇବା ଦ୍ୱାରା ଆପଣ ଫିଟ ରହିପାରିବେ । 

ଆଳୁ :-

-ଆଳୁରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ । 

-ଆଳୁରେ ପ୍ରତିରୋଧ ଶକ୍ତି ଅଧିକ ଥାଏ ଏବଂ ପାଚନ କ୍ରିୟା ଠିକ ସେ ହୋଇଥାଏ । 

  • Tags: