For English Prss ctrl+g
Khabar Odisha:International-National-Odisha-pak-activists-demand-modi-raise-human-rights-violation-case-in-sindh-balochistan-in-un

ପାକିସ୍ତାନରେ ଉଠିଲା ଦାବୀ, ୟୁଏନରେ ବେଲୁଚିସ୍ତାନ ପ୍ରସଙ୍ଗ ଉଠାନ୍ତୁ ମୋଦୀ

ଇସଲାମାବାଦ, ସେପ୍ଟମ୍ବର ୧୭(ଖବର ଓଡ଼ିଶା): ପାକିସ୍ତାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ବେଲୁଚିସ୍ତାନକୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରାଯାଇଛି । ବିଭିନ୍ନ ମାନବାଧିକାର କାର୍ଯ୍ୟକର୍ତ୍ତା ଏନେଇ ଅପିଲ କରିଛନ୍ତି ।

ଖବର ଓଡ଼ିଶା 17/09/2019
Khabar Odisha:malaysia-prime-minister-dr-mahathir-mohamad-on-zakir-naik-says-modi-did-not-ask-me-for-him

ଜାକିରକୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମୋଦୀଙ୍କ ସହ ଆଲୋଚନା ହୋଇ ନାହିଁ: ମ୍ୟାଲେସିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ଜାକିର ନାଇକ୍‌କୁ ଭାରତକୁ ଫେରାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମ୍ୟାଲେସିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ । ଏଥିପାଇଁ ମୋଦୀ ମଧ୍ୟ ଦାବି କରି ନାହାଁନ୍ତି । ଏ ନେଇ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ଡକ୍ଟର ମହାତିର ମୋହମ୍ମଦ କହିଛନ୍ତି ।

ଖବର ଓଡ଼ିଶା 17/09/2019
Khabar Odisha:international-odisha-america-president-donald-trump-will-meet-modi-and-imran-khan

ମୋଦୀ ଓ ଇମରାନଙ୍କ ସହ ଆଲୋଚନା କରିବେ ଟ୍ରମ୍ପ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିଶୀଘ୍ର ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଦୁଇଦେଶ ମଧ୍ୟରେ ଉପୁଜିଥିବା ବିବାଦ କିଛିମାତ୍ରାରେ କମ ହୋଇଥିବା ମଧ୍ୟ ସେ କହିଛନ୍ତି । ଏହାସହ ସେ ସେପ୍ଟେମ୍ବର ୨୨ରେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀଙ୍କ ସହ ଗୋଟିଏ ମଂଚରେ ଏକାଠି ହେବେ । ତେବେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ସେ କେବେ ସାକ୍ଷାତ କରିବେ ସେନେଇ କହିନାହାନ୍ତି ।

ଖବର ଓଡ଼ିଶା 17/09/2019
Khabar Odisha:International-China-intrudes-into-Vietnams-exclusive-economic-zone-again-3-times-in-2019

ଭିଏତନାମା ଜଳ ପରିସୀମା ମଧ୍ୟରେ ପ୍ରବେଶ କଲା ଚୀନ, ୨୦୧୯ରେ ଏହା ତୃତୀୟ ଘଟଣା

ଭିଏତନାମାର ଆର୍ଥିକ ଜୋନରେ ଚୀନ ପୁଣି ଥରେ ଦଖଲ କରିବାକୁ ଉଦ୍ୟମ କରିଛି । ଚଳିତ ବର୍ଷରେ ଏହା ହେଉଛି ଚୀନ ଦ୍ୱାରା ତୃତୀୟ ଘଟଣା । ଭିଏତନାମା ସରକାରଙ୍କ ସୂତ୍ର ଅନୁସାରେ...

ଖବର ଓଡ଼ିଶା 17/09/2019
Khabar Odisha:international-odisha-saudi-aramco-drone-attack-tension-rises-between-inran-and-america-oil-prices-on-hike

ସାଉଦି କାରଖାନାରେ ଡ୍ରୋନ ହମଲା: ୟୁଏସ-ଇରାନରେ ବଢିଲା ଉତ୍ତେଜନା, ତୈଳ ଦରରେ ଲାଗିବ ନିଆଁ

ସାଉଦି ଆରବର ସର୍ବବୃହତ ଆରାମ କୋ ତୈଳ କାରଖାନା ଉପରେ ଡ୍ରୋନ ହମଲା ପରେ ପୂରା ଦୁନିଆରେ ତୈଳ ଦର ଉପରେ ପ୍ରଭାବ ପଡ଼ିଛି। ଏହା ସହିତ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେ...

ଖବର ଓଡ଼ିଶା 16/09/2019
Khabar Odisha:international-odisha-five-month-old-pakistan-child-kidnapped-smuggled-to-dubai-in-handbag

ପାକିସ୍ତାନରୁ ୫ ମାସର ଶିଶୁ ଅପହରଣ, ବ୍ୟାଗରେ ରଖି ପହଞ୍ଚିଗଲା ଦୁବାଇ

ଦୁବାଇ ବିମାନବନ୍ଦରରେ ଯାଞ୍ଚ ସମୟରେ ଏକ ଟ୍ରାଭେଲ ବ୍ୟାଗରୁ ଜଣେ ୫ ମାସର କଅଁଳା ଶିଶୁକୁ ଉଦ୍ଧାର କରାଯାଇଛି। ଏହି ଶିଶୁକୁ ପାକିସ୍ତାନରୁ ଅପହରଣ କରି ଅଣାଯାଇଥିଲା। ଶିଶୁକୁ ଟ୍ରାଭେଲ...

ଖବର ଓଡ଼ିଶା 16/09/2019
Khabar Odisha:international-odisha-signs-of-chinas-economy-under-pressure

ଚାପଗ୍ରସ୍ତ ହେବାରେ ଲାଗିଛି ଚୀନ ଅର୍ଥବ୍ୟବସ୍ଥା, ଶିଳ୍ପ ଉତ୍ପାଦନ ୧୭ ବର୍ଷରେ ସର୍ବନିମ୍ନ ସ୍ତରରେ

ଚୀନର ଅର୍ଥବ୍ୟବସ୍ଥା ଆହୁରି ଚାପଗ୍ରସ୍ତ ହେବାର ସଙ୍କେତ ସୋମବାର ଦେଖିବାକୁ ମିଳିଛି। ସରକାର ଦୁର୍ବଳ ଅଦୌଗିକି ଉତ୍ପାଦନ, ନିବେଶ ଓ ଖୁଚୁରା ବିକ୍ର ସମ୍ବନ୍ଧିତ ତଥ୍ୟ ଜାରି କରିଛନ୍ତି, ଯେଉଁଥିରେ ...

ଖବର ଓଡ଼ିଶା 16/09/2019
Khabar Odisha:international-odisha-Muslim-Nations-Ask-Pakistan-To-Engage-In-Backdoor-Diplomacy-With-India-On-Article-370-Row-Says-Media

ଇମ୍ରାନଙ୍କୁ ମୁସଲିମ ଦେଶ ଦେଲେ ଉପଦେଶ, ମୋଦୀଙ୍କ ବିରୋଧରେ ପ୍ରୟୋଗ କରୁଥିବା ଭାଷାରେ ଶାଳୀନତା ରଖନ୍ତୁ

ଧାରା ୩୭୦ ପ୍ରସଙ୍ଗରେ ସମଗ୍ର ଦୁନିଆରେ ବାରଦ୍ଵାର ଶୁଣ୍ଢୀପିଣ୍ଡା ହେଉଥିବା ପାକିସ୍ତାନକୁ ଚୀନ ବ୍ୟତୀତ କୌଣସି ପ୍ରମୁଖ ଦେଶର ସମର୍ଥନ ତ ମିଳିଲା ନାହିଁ ଓଲଟା ଏବେ ମୁସଲିମ ଦେଶ ତାକୁ ...

ଖବର ଓଡ଼ିଶା 16/09/2019
Khabar Odisha:National-Odisha-spy-plane-of-indian-navy-tracked-chinese-warship-in-indian-ocean-and-clicked-pictures

ଭାରତ ମହାସାଗରରେ ଦେଖାଗଲା ଚୀନର୨ଟି ଯୁଦ୍ଧ ଜାହାଜ, ଫଟୋ ଉତ୍ତୋଳନ କଲା ଭାରତୀୟ ନୈାସେନା ସ୍ପାଏ ଜାହାଜ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬(ଖବର ଓଡ଼ିଶା): ଚୀନ ଭାରତ ମହାସାଗରରେ ନିଜ ଅସ୍ତିତ୍ୱ ଜାହିର କରିବାକୁ ବାରମ୍ବାର ଚେଷ୍ଟା କରୁଛି । ଏହିକ୍ରମରେ ଭାରତ ମହାସାଗରରେ ଚୀନର ଯୁଦ୍ଧବିମାନର ଗତିବିଧି ମଧ୍ୟ ବଢିବାରେ ଲାଗିଛି । ଭାରତୀୟ ନୈାସେନା ପକ୍ଷରୁ ଯାଂଚ ଫଳରେ ମହାସାଗରରେ ଚୀନର ଦୁଇଟି ଯୁଦ୍ଧଜାହାଜର ଉପସ୍ଥିତି ଜଣାପଡ଼ିଛି । ଏହି ଦୁଇଟି ଜାହାଜ ଭାରତୀୟ ଜଳଭାଗ ଆଡ଼କୁ ମାଡ଼ି ଆସୁଥିବା ଜଣାପଡ଼ିଛି । ଭାରତୀୟ ନୈାସେନାର ସ୍ପାଏ ଜାହାଜ ପି-୮ଆଇ ଦକ୍ଷିଣ ଭାରତ ମହାସାଗରରୁ ଚୀନର ଯୁଦ୍ଧଜାହାଜ ଶିୟାମ-୩୨କୁ ଟ୍ରାକ କରିବା ସହ ଉପରୁ ଫଟୋ ମଧ୍ୟ ଉତ୍ତଳନ କରିଛି ।

ଖବର ଓଡ଼ିଶା 16/09/2019
Khabar Odisha:international-odisha-case-of-blasphemy-filed-in-pakistan-against-the-principal-of-hindu-community-riot-in-sindh

ପାକିସ୍ତାନରେ ୩ଟି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଉନ୍ମାଦିତ ଭିଡ, ଭୟରେ ଘରେ ଲୁଚିଛନ୍ତି ଅଳ୍ପ ସଂଖ୍ୟକ ହିନ୍ଦୁ

ପାକିସ୍ତାନର ସିନ୍ଧ ପ୍ରାନ୍ତର ଜଣେ ସ୍କୁଲ ଛାତ୍ରଙ୍କ ପିତା ବିଦ୍ୟାଳୟର ହିନ୍ଦୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଧର୍ମକୁ ନିନ୍ଦା କରିଥିବା ମିଥ୍ୟା ଅଭିଯୋଗ ଆଣିଥିଲେ। ଏହାପରେ ଏବେ ସେଠାରେ ଦଙ୍ଗା ସୃଷ୍ଟି ହୋଇଛି। ଦଙ୍ଗା କରୁଥିବା ଲୋକମାନେ ସ୍କୁଲରେ ପଶି ଭଙ୍ଗାରୁଜା କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ବିଦ୍ରୋହକାରୀଙ୍କ ଜିମା ଦେବାକୁ ମଧ୍ୟ ଦାବୀ କରାଯାଇଛି। ତେବେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଦାବୀ କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦଙ୍ଗା କାରଣରୁ ସେମାନେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି।

ଖବର ଓଡ଼ିଶା 16/09/2019
Khabar Odisha:International-US-President-Donald-Trump-to-join-PM-Modi-in-Houston-Howdy-Modi-says-white-house

ହ୍ୱାଇଟ ହାଉସ କଲା ସୁନିଶ୍ଚିତ: ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ମୋଦୀଙ୍କ ସାଙ୍ଗରେ ରହିବେ ଟ୍ରମ୍ପ

ଆମେରିକାରେ ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ । ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଉପସ୍ଥିତ...

ଖବର ଓଡ଼ିଶା 16/09/2019
Khabar Odisha:international-odisha-tension-may-escalate-in-gulf-as-usa-blames-iran-for-attack-on-saudi-oil-fields

ସାଉଦି ତୈଳ ପ୍ଲାଣ୍ଟରେ ହମଲା, ୟୁଏସ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଇରାନ

ସାଉଦି ଆରବରେ ଦୁନିଆର ସବୁଠୁ ବଡ଼ ତୈଳ ପ୍ଲାଣ୍ଟରେ ଡ୍ରୋନ ହମଲା ପରେ ଗୋଟିଏ ପଟେ ଏହାର ଉତ୍ପାଦନ କ୍ଷମତା ଅଧାକୁ ହ୍ରାସ ପାଇଥିବା ବେଳେ ଅନ୍ୟପଟେ ଉପସାଗରୀୟ ଦେଶରେ...

ଖବର ଓଡ଼ିଶା 15/09/2019
Khabar Odisha:International-National-Odisha-pakistani-pop-singer-rabi-pirzada-who-threatens-to-pm-modi-may-be-jailed

ମୋଦୀଙ୍କୁ ଧମକ ଦେବା ପଡ଼ିଲା ମହଙ୍ଗା, ବନ୍ୟଜନ୍ତୁ ଅଧିନିୟମ ଉଲଂଘନ ପାଇଁ ପାକିସ୍ତାନୀ ଗାୟିକାଙ୍କୁ ହୋଇପାରେ ଜେଲ

ଇସଲାମାବାଦ, ସେପ୍ଟେମ୍ବର ୧୫(ଖବର ଓଡ଼ିଶା): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାପ ଦେଖାଇ ଧମକ ଦେବା ପାକିସ୍ତାନୀ ଗାୟିକା ରବି ପିରଜାଦାଙ୍କୁ ମହଙ୍ଗା ପଡ଼ିପାରେ । ଏହି ଧମକ ସହ ଲାହୋରରେ ନିଜ ବିୟୁଟି ପାର୍ଲରରେ ବିଷଧର ପଶୁଙ୍କୁ ପାଳୁଥିବାରୁ ତାଙ୍କ ନାଁରେ ଶୁଣାଣୀ ଆରମ୍ଭ ହୋଇଛି । ଯାହା ଫଳରେ ଏହି ମାମଲାରେ ପାକିସ୍ତାନୀ ଗାୟିକା ରବି ପିରଜାଦାଙ୍କୁ ଜେଲ ଯିବାକୁ ପଡ଼ିପାରେ ।

ଖବର ଓଡ଼ିଶା 15/09/2019
Khabar Odisha:National-news-Saudi-Arab-Drone-Attack-On-2-Factories-Suspends-Oil-Production-Says-Saudi-Aramco

ଡ୍ରୋନ ଆକ୍ରମଣ ପରେ ଉତ୍ପାଦନ ବନ୍ଦ କଲା 'ଅରାମକୋ', ଅଧା ହେଲା ସାଉଦୀର ତେଲ ଉତ୍ପାଦନ

ସାଉଦୀ ଆରବର ତେଲ କମ୍ପାନୀ ଅରାମକୋ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ପ୍ରତିଦିନ 5.7 ମିଲିୟନ ବରେଲ ଅଶୋଧିତ ତୈଳ ଉତ୍ପାଦନ ପ୍ରଭାବିତ ହୋଇଛି । ରଜ୍ୟର ସ୍ୱାମୀତ୍ୱ ଥିବା ତେଲ କମ୍ପାନୀ ଏନେଇ ସୂଚନା ଦେଇଛି । ଏକ ଟିଭି ଚ୍ୟାନେଲ ଦ୍ୱାରା ପ୍ରସାରିତ ଏକ ବୟାନରେ ୟେମନ ବିଦ୍ରୋହୀମାନେ ସାଉଦୀ

ଖବର ଓଡ଼ିଶା 14/09/2019
Khabar Odisha:international-odisha-after-abrogation-of-article-370-pakistan-goes-from-forum-to-forum-but-failed-to-get-support

ଧାରା ୩୭୦: ବାର ଦ୍ଵାର ଶୁଣ୍ଢୀପିଣ୍ଡା ହେଉଛନ୍ତି ଇମ୍ରାନ, ମାତ୍ର କୌଣସି ମୋର୍ଚ୍ଚାରୁ ମିଳୁନି ସମର୍ଥନ

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସାମ୍ବିଧାନିକ ଧାରା ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ଭାରତର ଏହି ଆଭ୍ୟନ୍ତୀଣ ବ୍ୟାପାରକୁ ଅନ୍ତାର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ଅନ୍ତର୍ଜାତୀୟ ମୋର୍ଚ୍ଚାରେ ...

ଖବର ଓଡ଼ିଶା 14/09/2019
Khabar Odisha:National-news-A-Solid-Gold-Toiled-Got-Stolen-From-Blenheim-Palace-The-Birthplace-Of-Winston-Churchill

ବ୍ରିଟେନର ପୂର୍ବତନ ପିଏମ ଚର୍ଚ୍ଚିଲଙ୍କ ଜନ୍ମସ୍ଥାନ ବ୍ଲେନହିମ ପେଲେସରୁ ଚୋରି ହେଲା ସୁନା ଟୟଲେଟ

ଅକ୍ସଫୋର୍ଡସାୟରରେ ଥିବା ବ୍ଲେନହିମ ପେଲେସରୁ ସମ୍ପୂର୍ଣ୍ଣ ସୁନାରୁ ତିଆରି ହୋଇଥିବା ଏକ ଟୟଲେଟ ଚୋରି ହୋଇଛି । ଏହି ଟୟଲେଟ 18 କ୍ୟାରେଟ ସୁନାର ତିଆରି ହୋଇଥିଲା । ସୂଚନାଯୋଗ୍ୟ ଯେ ବ୍ଲେନହିମ ପେଲେସରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ଜନ୍ମ ହୋଇଥିଲା ।

ଖବର ଓଡ଼ିଶା 14/09/2019
Khabar Odisha:international-odisha-donald-trump-confirms-death-of-osama-bin-ladens-son-and-al-qaeda-heir-hamza-bin-laden

ସ୍ପଷ୍ଟ କଲେ ଟ୍ରମ୍ପ- ଓସାମା ବିନ୍ ଲାଡେନର ପୁଅ ହମଜା ବିନ ନିହତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କୀ ସଂଗଠନ ଅଲକାଏଦାର ସଂସ୍ଥାପକ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଡେନର ନିହତ ହୋଇଥିବା ...

ଖବର ଓଡ଼ିଶା 14/09/2019
Khabar Odisha:National-Over-60-prominent-us-lawmakers-to-attend-howdy-modi-event

ହାଉଡି ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ୬୦ରୁ ଅଧିକ ଆମେରିକୀୟ ସାଂସଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆମେରିକାରେ ଆୟୋଜିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ‘ହାଉଡି ମୋଦୀ’କୁ ବ୍ୟାପକ କରାଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ଅନୁମାନ କରାଯାଉଛି ଯେ...

ଖବର ଓଡ଼ିଶା 14/09/2019
Khabar Odisha:international-odisha-we-will-advise-pakistan-to-look-into-its-own-cases-of-enforced-disappearances-and-extrajudicial-killings-india-in-unhrc

ୟୁଏନଏଚଆରସିରେ ପୁଣି ପାକିସ୍ତାନକୁ ଦୃଢ ଜବାବ ଦେଲା ଭାରତ, ନିଜ ଦେହରେ ଥିବା ଦାଗ ଦେଖୁ ପାକିସ୍ତାନ

ପାକିସ୍ତାନ ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ର ୪୨ତମ ଅଧିବେଶନକୁ କାଶ୍ମୀର ପ୍ରସଙ୍ଗରେ ଆଖଡ଼ା ଘର କରିବାକୁ ଚେଷ୍ଟା କରିଥିଲା, ମାତ୍ର ଭାରତୀୟ କୂଟନୀତିଜ୍ଞଙ୍କ ଅକାଟ୍ୟ...

ଖବର ଓଡ଼ିଶା 13/09/2019
Khabar Odisha:international-odisha-pakistan-pm-imran-khan-lies-continue-claims-that-kashmir-issue-become-internationalized

ପୁଣି ଥରେ ବିଷ ଓଗାଳିଲେ ଇମ୍ରାନ, ପିଓକେ ରାଲିରେ କହିଲେ ଏଲଓସି କେବେ ଯିବାର ଅଛି ମୁଁ କହିବି

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ରାଜଧାନୀ ମୁରଦାବାଦରେ ରାଲି କରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ସେ ଇସଲାମାର...

ଖବର ଓଡ଼ିଶା 13/09/2019
First Previous
1 2 3 4 5 6 7 8 9 10
Next Last Page 1 of 76