Khabar Odisha:major-nitin-gogoi-who-tied-protester-to-jeep-as-human-shield-in-jk-honoured

ପଥରମରାଳିଙ୍କୁ ଜିପରେ ବାନ୍ଧି ବୁଦ୍ଧିମତାର ପରିଚୟ ଦେଇଥିବା ମେଜର ନିତିନ ଗୋଗୋଇଙ୍କୁ ସେନା କଲା ସମ୍ମାନିତ

ନୂଆଦିଲ୍ଲୀ,ମେ୨୨(ଖବର ଓଡ଼ିଶା): କାଶ୍ମୀର ଘାଟିରେ ଢେଲାମାଡ଼ କରୁଥିବା ଦେଶଦ୍ରୋହୀ ଲୋକଙ୍କୁ ମୁକାବିଲା କରିବା ପାଇଁ ଯବାନଙ୍କ ପଥରମାଡ଼ରୁ ଏବଂ ଧନଜୀବନକୁ ରକ୍ଷା କରିବା ପାଇଁ ସ୍ଥାନୀୟ ଯୁବକଙ୍କୁ ସେନା ଜିପରେ ବାନ୍ଧି ଢାଲ କରିଥିବାା ମେଜର ନିତିନ ଗୋଗୋଇଙ୍କୁ ସୋମବାର ସେନା ପକ୍ଷରୁ ସମ୍ମାନିତ କରାଯାଇଛି। ଗୋଗୋଇଙ୍କ...

ଖବର ଓଡ଼ିଶା 22/05/2017
Khabar Odisha:

ପିଆଜର ଅଭାବୀ ବିକ୍ରି ନେଇ ରାଜ୍ୟ ଉପରେ ବର୍ଷିଲେ କେନ୍ଦ୍ର ସରକାର, ଦାମ କହିଲେ କେନ୍ଦ୍ରରେ ଏମିତି ନିୟମ ଥିବା କଥା ଜାଣିନି

ଭୁବନେଶ୍ଵର,ମେ୨୨(ଖବର ଓଡ଼ିଶା): ରାଜ୍ୟରେ ପିଆଜର ଅଭାବୀ ବିକ୍ରି ନେଇ ବିଜେଡି ସରକାର ଉପରେ ଦୋଷ ଲଦିଛନ୍ତି କେନ୍ଦ୍ର ସରକାର। ପିଆଜର ଅଭାବୀ ବିକ୍ରି ନେଇ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଯେ ପିଆଜର ଅଭାବୀ ବିକ୍ରି ପରିସ୍ଥିତି ...

ଖବର ଓଡ଼ିଶା 22/05/2017
Khabar Odisha:wwe-worldchampionship-jindar-mahal-the-great-khali-randy-orton-wwe-smackdown

ଭାରତକୁ ମିଳିଲା ଦ୍ଵିତୀୟ ଖଲି, ଜିନ୍ଦର ମହଲ ହେଲେ WWE ଚମ୍ପିୟାନ

ନୂଆଦିଲ୍ଲୀ,ମେ୨୨(ଖବର ଓଡ଼ିଶା): ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁରେ ଭାରତୀୟ ନିବାସୀ ସୁପରଷ୍ଟାର ଜିନ୍ଦର ମହଲ ସ୍କ୍ୟାମଡାଉନରେ ପିପିଭି ବ୍ୟାକଲ୍ୟାସରେ ଇତିହାସ ରଚିଛନ୍ତି। ଜିନ୍ଦର ମହଲ ଓ୍ଵାଲର୍ଡ ଚମ୍ପିୟାନ୍ସ ମ୍ୟାଚରେ ରେଣ୍ଡି ଓର୍ଟନଙ୍କୁ ମାତ ଦେଇ ଦ ଗ୍ରେଟ ଖଲିଙ୍କ ପରେ ଦ୍ଵିତୀୟ ଭାରତୀୟ ସୁପରଷ୍ଟାର ହୋଇଛନ୍ତି। ଜିନ୍ଦରଙ୍କ ଏହି ବିଜୟ ପୁରା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁକୁ...

ଖବର ଓଡ଼ିଶା 22/05/2017
Khabar Odisha:modi-magic-remains-after-3-years-nda-may-retain-2014-tally-according-to-a-survey

ନମୋର ଜଲଓ୍ଵା ଜାରି, ଏବେ ନିର୍ବାଚନ ହେଲେ ପୁଣି କ୍ଷମତାସୀନ ହେବ ମୋଦୀ ସରକାର: ପଢ଼ନ୍ତୁ କେଉଁ ଅଞ୍ଚଳରୁ ମିଳିବ କେତେ ସିଟ୍

ଖବର ଓଡ଼ିଶା 22/05/2017
Khabar Odisha:Railway-ministry-suresh-prabhu-flagged-off-india-first-tejas-train-from-mumbai-to-goa

ଟ୍ରାକରେ ଦୌଡ଼ିଲା ଦେଶର ପ୍ରଥମ ହାଇସ୍ପିଡ ଟ୍ରେନ ତେଜସ, ସୁରେଶ ପ୍ରଭୁ କଲେ ଶୁଭାରମ୍ଭ

ଖବର ଓଡ଼ିଶା 22/05/2017
Khabar Odisha:mumbai-ahmedabad-bullet-train-will-be-on-tracks-by-2023-says-hsrc-md

୨୦୨୩ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହେବ ଦେଶର ପ୍ରଥମ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନର ନିର୍ମାଣ

ନୂଆଦିଲ୍ଲୀ,ମେ୨୨(ଖବର ଓଡ଼ିଶା): ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଯାତ୍ରା କରିବାକୁ ଥିବା ଦେଶର ପ୍ରଥମ ବୁଲେଟ ଟ୍ରେନର ନିର୍ମାଣ ୨୦୨୩ ଡିସେମ୍ବର ପର୍ୟ୍ୟନ୍ତ ସଂପୂର୍ଣ୍ଣ ହେବ। ନ୍ୟାସନାଲ ହାଇସ୍ପିଡ ରେଲ...

ଖବର ଓଡ଼ିଶା 22/05/2017
Khabar Odisha:summer-heatwave-record-at-titilagarh-with-47-degree-highest

ତାତିରେ ରେକର୍ଡ କଲା ଟିଟିଲାଗଡ, ୪୭ ଡିଗ୍ରୀ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର,ମେ୨୨(ଖବର ଓଡିଶା): ଗରମ ଶିକୁଳିରେ ବାନ୍ଧି ହୋଇଯାଇଛି ଓଡିଶା । ରାଜ୍ୟରେ ତାତିର ମାତ୍ରା କମିବାର ନାଁ ଧରୁନି । ବରଂ ଦିନକୁ ଦିନ ଖରା ଓ ଝାଞ୍ଜି ବୃଦ୍ଧି ହେବାରେ ଲାଗିଛି । ଚଳିତ ବର୍ଷ ତତଲାଗଡରେ ପରିଣତ ହୋଇଛି ଟିଟିଲାଗଡ । ତାତିରେ ରେକର୍ଡ କରିଛି ଟିଟିଲାଗଡ । ୪୭ ଡିଗ୍ରୀ ସହ ଟିଟିଲାଗଡ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।

ଖବର ଓଡ଼ିଶା 22/05/2017
Khabar Odisha:

ଚାଷୀଙ୍କ ପାଇଁ ଖୁସି ଖବର: ବୃଦ୍ଧି ପାଇବ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ଭୁବନେଶ୍ଵର,ମେ୨୨(ଖବର ଓଡ଼ିଶା): ସର୍ବଦା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କୃଷକଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଧାନର ସହାୟକ ମୂଲ୍ୟ ବୃଦ୍ଧି ନହେବା ଫଳରେ କୃଷି ତାର...

ଖବର ଓଡ଼ିଶା 22/05/2017
Khabar Odisha:Without-matches-box-lamp-burning-in-temple-sicne-475-years

୪୭୫ ବର୍ଷ ହେଲା ମାଚିସର ବ୍ୟବହାର ନହୋଇ ଚାଲିଛି ଠାକୁରଙ୍କ ଆରତୀ

ଖବର ଓଡ଼ିଶା 22/05/2017
Khabar Odisha:rs-20k-in-accounts-to-be-rural-poverty-barometer

ଜମା ଖାତାରେ ୨୦ ହଜାର ଟଙ୍କା ଥିଲେ, ଗ୍ରାମୀଣ ଇଲାକା ଲୋକଙ୍କୁ ଗରିବ ଭାବେ ବିବେଚନା କରାଯିବ ନାହିଁ

ନୂଆଦିଲ୍ଲୀ,ମେ୨୨(ଖବର ଓଡ଼ିଶା): ଦେଶରୁ ଗରିବଙ୍କ ସଂଖ୍ୟା କମ କରିବା ପାଇଁ ଏବଂ ଗ୍ରାମ ପଞ୍ଚାୟତର ସଫଳତା ଜାଣିବା ପାଇଁ କେନ୍ଦ୍ର ସରକାର ଏବେ ନୂତନ ପ୍ରକ୍ରିୟା ଆପଣେଇଛନ୍ତି। ଏବେ ଗାଁର ଯେଉଁ ଲୋକଙ୍କ ଜମା ଖାତାରେ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା ହୋଇଥିବ କିମ୍ଵା ଏଥିରୁ ଅଧିକ ଟଙ୍କା ଋଣ ନେଇଥିବେ, ତେବେ ...

ଖବର ଓଡ଼ିଶା 22/05/2017
Khabar Odisha:Naga-chaitanya-will-get-marry-to-samantha-in-Hydrabad-in-october

ଗୁଜବ ଉପରେ ରୋକ ଲଗାଇଲେ ତେଲୁଗୁ ଷ୍ଟାର ନାଗା ଚୈତନ୍ୟ, ହାଇଦ୍ରାବାଦରେ ସାମନ୍ଥାକୁ କରିବେ ବିବାହ

ହାଇଦ୍ରାବାଦ, ମଇ୨୨(ଖବର ଓଡ଼ିଶା): ତେଲୁଗୁ ସିନେମାର ଦୁଇ ପ୍ରେମିଯୁଗଳ ତଥା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୁଙ୍କର ବିବାହକୁ ନେଇ କଳ୍ପନା ଜଳ୍ପନା ଉପରେ ରୋକ ଲଗାଇଛନ୍ତି ଖୋନ ନାଗା। ଗୋଆରେ ଏକ ସ୍ୱତନ୍ତ୍ର ସ୍ଥାନରେ ସେମାନେ ବିବାହ କରିପାରନ୍ତି ବୋଲି ଗୁଜବ ଉଠିଥିଲା। ଏହାକୁ ନେଇ ମୁଁହ ଖୋଲିଛନ୍ତି ସେ। ତେବେ ଆସନ୍ତା ଅକ୍ଟୋବର ମାସରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏହା ସମ୍ପୂର୍ଣ୍ଣ ରୀତିନିତି ସହକାରେ କରାଯିବ। ବିବାହ ମଧ୍ୟ ଗୋଆରେ ନୁହେଁ ହାଇଦ୍ରାବାଦରେ ଦୁଇ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ କରାଯିବ।

ଖବର ଓଡ଼ିଶା 22/05/2017
Khabar Odisha:Health-report-of-state-govt-decrease-death-mother-rate-increase-seat

ପ୍ରତାପ ବଖାଣିଲେ ସ୍ଵାସ୍ଥ୍ୟ ସଫଳତା: କମିଛି ମାତୃ ମୃତ୍ୟୁ ହାର, ବଢିଛି ସିଟ ସଂଖ୍ୟା

ଭୁବନେଶ୍ଵର,ମେ୨୨(ଖବର ଓଡ଼ିଶା): ବିଜୁ ଜନତା ଦଳ ସରକାରକୁ ପୁରିଛି ଚତୁର୍ଥ ପାଳିର ତୃତୀୟ ବର୍ଷ। ଆଜିଠୁ ଆରମ୍ଭ ହୋଇଛି ସରକାରଙ୍କ ସଫଳତାକୁ ନେଇ ଦଶ ଦିନ ବ୍ୟାପି ପ୍ରେସ ମିଟ୍। ପ୍ରଥମ ଦିନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିଜ ବିଭାଗର ...

ଖବର ଓଡ଼ିଶା 22/05/2017
Khabar Odisha:air-India-get-away-from-danger-landed-Emergency--Mumbai-airport

ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନ, ମୁମ୍ବାଇରେ ଜରୁରିକାଳୀନ ଅବତରଣ

ଭୁବନେଶ୍ୱର,ମେ୨୨(ଖବର ଓଡିଶା): ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି ଏୟାର ଇଣ୍ଡିଆ ବିମାନ । ଆଜି ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି ।

ଖବର ଓଡ଼ିଶା 22/05/2017
Khabar Odisha:Sunny-deols-son-Karan-is-ready-to-debue-in-bollywood-papa-shares-1st-day-shooting-pic

ବଲିଉଡ଼ରେ ଡ଼େବ୍ୟୁ କରିବେ ଧର୍ମେନ୍ଦ୍ରଙ୍କ ନାତି ତଥା ସନିଙ୍କ ପୁଅ କରନ୍‌, ଫିଲ୍ମର ସୁଂଟି ଆରମ୍ଭ

ମୁମ୍ୱାଇ, ମଇ୨୨(ଖବର ଓଡ଼ିଶା): ବଲିଉଡ଼ର କିଛି କଳାକାର ପିଢ଼ି ପରେ ପିଢ଼ି ଅଭିନୟ ଜଗତକୁ ଅନେକ ମନୋରଞ୍ଜନ ଭେଟି ଦେଇଛନ୍ତି। ଯାହାକି ନୂଆ କଥା ମଧ୍ୟ ନୁହେଁ। ଏହି କ୍ରମରେ ଏବେ ଦେଓଲ ପରିବାରର ତୃତୀୟ ପିଢ଼ି ବଲିଉଡ଼ରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ। ଧର୍ମେନ୍ଦ୍ରଙ୍କ ସୁପୁତ୍ର ଭାବେ ସନି ଦେଓଲ ବଲିଉଡ଼ରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ। ଏବେ ପାଳି ସନିଙ୍କ ପୁଅ କରନ୍‌ ଦେଓଲଙ୍କର। ସେ ‘ପଲ ପଲ ଦିଲ କେ ପାସ’ ଚଳଚିତ୍ରରେ ବଲିଉଡ଼ରେ ପାଦ ଥାପିବାକୁ ଯାଉଛନ୍ତି। ଏହାର ସୁଂଟି ଆରମ୍ଭ ମଧ୍ୟ ହୋଇସାରିଛି। ତେବେ ସନି ଟ୍ୱିଟରରେ ଏକ ଫଟୋ ସହ ପ୍ରଶଂସକମାନଙ୍କୁ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି। କରନ୍‌ର ସୁଂଟିର ଆଜି ପ୍ରଥମ ଦିନ, ଏବେ ମୋ ପୁଅ ବଡ଼ ହୋଇଯାଇଛି ବୋଲି ସନି ପ୍ରକାଶ କରିଛନ୍ତି।

ଖବର ଓଡ଼ିଶା 22/05/2017
Khabar Odisha:Family-Attempt-to-Suicide

ପାରିବାରିକ କଳହର କୁପରଣତି, ମା,ପୁଅ ଓ ୨ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ,ପୁଅ ମୃତ

ବାରିପଦା, ମେ ୨୨(ଖବର ଓଡିଶା): ବାରିପଦାର ଚୁଲୁବସା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପରିବାରର ଜନୈକ ମା, ପୁଅ ଓ ଦୁଇ ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ମା ଓ ଦୁଇ ଝିଅଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାକୁ ନେବା ବାଟରେ ୧୦ ବର୍ଷ ପୁଅର ମୃତ୍ୟୁ ହୋଇଛି । ଆଜି ଦିନ ୩ ଟା ସମୟରେ ନିଜ ପିଲାମାନଙ୍କ ସହ ମହିଳା ବିଷ ପିଇଥିଲେ ।

ଖବର ଓଡ଼ିଶା 22/05/2017
Khabar Odisha:diya-aur-baati-hum-deepika-singh-husband-blessed-with-a-baby-boy

ମା’ ହେଲେ ଭାବୋଙ୍କ ସଂନ୍ଧ୍ୟା ବିନ୍ଧ୍‌ଣି ଓରଫ ଦିପିକା, କୋଳକୁ ଆସିଲା ପୁଅ

ମୁମ୍ୱାଇ, ମଇ୨୨(ଖବର ଓଡ଼ିଶା): ଟେଲିଭିଜନ କମ୍ପାନୀ ଷ୍ଟାର ପ୍ଲସର ଚର୍ଚ୍ଚୀତ ଟିଭି ସୋ’ ‘ ଦିୟା ଔର ବାତି ହମ’ର ସଂନ୍ଧ୍ୟା ରାଠି ଓରଫ ଭାବୋଙ୍କ ସଂନ୍ଧ୍ୟା ବିନ୍ଧନୀ ମା’ ହୋଇଛନ୍ତି। ସେ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି। ଶନିବାର ସକାଳ 9ଟା ସମୟରେ ପୁଅଟି ଜନ୍ମ ହୋଇଛି। ଏହା ସନ୍ଧ୍ୟା ଓରଫ ଦିପିକାଙ୍କ ପ୍ରଥମ ସନ୍ତାନ। ଏବେ ମା’ ଏବଂ ଶିଶୁ ଦୁଇଜଣ ସୁସ୍ଥ ଥିବା ସ୍ୱାମୀ ରୋହିତ ରାଜ ସୂଚନା ଦେଇଛନ୍ତି। ଏହି ଖବର ପାଇ ଦିପିକାଙ୍କ ପ୍ରଶଂସକ ଏବଂ ପରିବାରବର୍ଗ ବେଶ ଖୁସିଥିବା ଦେଖାଦେଇଛି।

ଖବର ଓଡ଼ିଶା 22/05/2017
Khabar Odisha:nasa-joins-isro-in-nisar-project

ମହାକାଶରେ ଭାରତର କମାଲ: ଆମେରିକାକୁ ଦେଲା ସନ୍ଦେଶ, ଆମକୁ ହାଲୁକା ନିଅ ନାହିଁ

ନୂଆଦିଲ୍ଲୀ,ମେ୨୨(ଖବର ଓଡ଼ିଶା): ୨୫ ବର୍ଷ ପୂର୍ବେ ୧୯୯୨ରେ ମହାକାଶ ବିଜ୍ଞାନରେ ଭାରତର ଅଗ୍ରଗତି ଉପରେ ଲଗାମ ଲଗାଇବା ପାଇଁ ଆମେରିକା ଯଥା ସମ୍ଭବ ପ୍ରୟାସ କରିଥିଲା। କ୍ରାୟୋଜେନିକ ଇଞ୍ଜିନ ପ୍ରଯୁକ୍ତିବିଦ୍ୟାର ହସ୍ତାନ୍ତର ଉପରେ ଆମେରିକା ପ୍ରଶାସନ ରୁଷକୁ ସ୍ପଷ୍ଟ କରିଦେଇଥିଲା ଯେ କୌଣସି ଅବସ୍ଥାରେ ମଧ୍ୟ ଭାରତକୁ ଏହି ପ୍ରଯୁକ୍ତିବିଦ୍ୟା ପ୍ରଦାନ...

ଖବର ଓଡ଼ିଶା 22/05/2017
Khabar Odisha:encounter-specialist-ips-killed-80-gangsters-in-4-years

ଦବଙ୍ଗ ଅାଇପିଏସ: ୪ ବର୍ଷରେ ୮୦ଟି ଏନ୍‌କାଉଣ୍ଟର କରିଛନ୍ତି ଆଇପିଏସ୍‌ ଜୟ ନାରାୟଣ ସିଂହ

ଲକ୍ଷ୍ନୌ, ମେ ୨୨(ଖବର ଓଡିଶା): ଆଇପିଏସ୍‌ ଜୟ ନାରାୟଣ ସିଂହଙ୍କୁ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ବୋଲି କୁହାଯାଏ। ଆଜମଗଡର ଏହି ଆଇପିଏସ୍‌ ଅଧିକାରୀଙ୍କ ପ୍ରଥମ ନିଯୁକ୍ତି ଲକ୍ଷ୍ନୌରେ ହୋଇଥିଲା । ତାଙ୍କର ୟୁପିର ପଶ୍ଚିମାଞ୍ଚଳରେ ୪ ବର୍ଷର ନିଯୁକ୍ତି ସମୟରେ ସେ ୮୦ଟି ଏନ୍‌କାଉଣ୍ଟର କରିଥିଲେ । ନିଯୁକ୍ତି ପରେ ପ୍ରଥମେ ସେ ସବୁ ଅପରାଧ ଦଳର ମୁଖ୍ୟଙ୍କ ତାଲିକା କାଢ଼ିଥିଲେ । ଏହାପରେ ଜଣ ଜଣଙ୍କ ସନ୍ଧାନ କରି ଏନ୍‌କାଉଣ୍ଟର କରିଥିଲେ ଏହି ଆଇପିଏସ୍‌ ଅଧିକାରୀ ।

ଖବର ଓଡ଼ିଶା 22/05/2017
Khabar Odisha:Many-Cabinet-minister-will-come-to-odisha-and-create-awarness-for-centre-scheme

ମୋଦୀ ସରକାରଙ୍କ ୩ ଵର୍ଷ ପୂର୍ତ୍ତି: ଓଡ଼ିଶାକୁ ଛୁଟିବ କେନ୍ଦ୍ର ମନ୍ତ୍ରୀଙ୍କ ସୂଅ, କେନ୍ଦ୍ର ଯୋଜନା ନେଇ ଲୋକଙ୍କୁ କରାଇବେ ସଚେତନ

ଭୁବନେଶ୍ଵର,ମେ୨୨(ଖବର ଓଡ଼ିଶା): କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ତୃତୀୟ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ବିଶେଷ କରି ସରକାରଙ୍କ ଯୋଜନାକୁ ସମାଜର ତଳ ସ୍ତର ଲୋକ ଓ ଗରିବଙ୍କ ପାଖକୁ କେମିତି ପହଞ୍ଚାଯାଇ ପାରିବ ତା ଉପରେ କେନ୍ଦ୍ର ସରକାର...

ଖବର ଓଡ଼ିଶା 22/05/2017
Khabar Odisha:Coal-scam-case-CBI-orders-2-year-jail-term-to-3-culprits-including-HC-gupta

କୋଇଲା ଦୁର୍ନୀତି ମାମଲାରେ ପୂର୍ବ କୋଇଲା ସଚିବ ଏବଂ ଅନ୍ୟ ଦୁଇଜଣଙ୍କୁ ଦୁଇ ବର୍ଷର କାରାଦଣ୍ଡ, ତୁରନ୍ତ ମିଳିଲା ଜାମିନ୍‌

ଭୁବନେଶ୍ୱର, ମଇ୨୨(ଖବର ଓଡ଼ିଶା): କୋଇଲା ଦୁର୍ନିତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବ କୋଇଲା ସଚିବ ଏଚ୍‌ ସି ଗୁପ୍ତାଙ୍କୁ ଦୁଇ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଏହାର ନିଷ୍ପତି କରି ସଚିବଙ୍କ ସହ ଅନ୍ୟ ଦୁଇ ଦୋଷୀ କେଏସ୍‌ କୋଫ୍ରା ଏବଂ ସି ସାମରିଆଙ୍କୁ ମଧ୍ୟ ଅନୂରୁପ ଭାବେ ଦୁଇବର୍ଷର କାରାଦଣ୍ଡ ଶୁଣାଇଛନ୍ତି। ଏହା ସହ ଦୋଷୀମାନଙ୍କ ଉପରେ ଏକ ଲକ୍ଷ ଲେଖାଏଁ ଟଙ୍କାର ଜୋରିମନା ମଧ୍ୟ ଲଗାଇଛନ୍ତି। ତେବେ ଏଥିରେ ୟୁଟର୍ଣ୍ଣ ମଧ୍ୟ ଆସିଛି। କାରଣ ଦୋଷୀମାନଙ୍କୁ କୋଟ୍‌ ବେଲ ମଧ୍ୟ ଦେଇଥିବା ଜଣାପଡ଼ିଛି।

ଖବର ଓଡ଼ିଶା 22/05/2017
First Previous
1 2 3 4 5 6 7 8 9 10
Next Last Page 1 of 420