Home > ସଂମ୍ପୂର୍ଣ୍ଣ ଖବର
ତିନି ଦଫା ଦାବି ନେଇ ଆଜି ଠାରୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ।
Khabar Odisha:2-days-Bolangir-bandh-starts-from-today
ବଲାଙ୍ଗୀର, ଫେବୃଆରୀ ୧୯ (ଖବର ଓଡ଼ିଶା):

ବିଭିନ୍ନ ଦାବି ନେଇ ଆଜି ଠାରୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି । ବଲାଙ୍ଗିର ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଶେଷ କରିବା, ବଲାଙ୍ଗିର ବାଇପାସ ରାସ୍ତ ତୁରନ୍ତ ନିର୍ମାଣକୁ ନେଇ ଆଜି ୧୯ ଓ ୨୦ ତାରିଖ ଦୁଇ ଦିନ ବଲାଙ୍ଗୀର ବନ୍ଦ ପାଳନ କରାଯିବ । ବଲାଙ୍ଗିରରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟଲୟ ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟଲୟ ବନ୍ଦ ରଖିଛନ୍ତି ଆନ୍ଦୋଳନକାରୀ  ।

  • Tags: