Home > ସଂମ୍ପୂର୍ଣ୍ଣ ଖବର
ଭୁବନେଶ୍ୱର ରାସ୍ତା ନିର୍ମାଣକୁ ନେଇ ସାଲିଆ ସାହି ବସ୍ତିରେ ଉତ୍ତେଜନା, 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
Khabar Odisha:Bhubaneswar-Salia-sahi-basti-uchheda
ଭୁବନେଶ୍ୱର, ଫେବୃଆରୀ ୧୯ (ଖବର ଓଡ଼ିଶା):

ଭୁବନେଶ୍ୱର ରାସ୍ତା ନିର୍ମାଣକୁ ବିରୋଧ କରି ସାଲିଆ ସାହିରେ ପ୍ରବଳ ଉତ୍ତେଜନା । ପେଲିସ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ବିଡିଏ ବିଏମସି ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ରାସ୍ତାରେ ଶୋଇ ରହି ସ୍କ୍ବାର୍ଡ, ପୋଲିସ୍ ଗାଡିକୁ ବିରୋଧ କଲେ ବସ୍ତି ବାସିନ୍ଦା ।

ସିଆରପି ଛକରୁ ଇନଫୋସିସ୍ ଭାୟା ସାଲିଆସାହି ଦେଇ 200 ଫୁଟ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଥିବା ବେଳେ େହାକୁ ବିରୋଧ କରିଛନ୍ତି ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା । ସେମାନେ ରହୁଥିବା ସ୍ଥାନରେ ତାଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ ବୋଲି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା । 

  • Tags: