Home > ସଂମ୍ପୂର୍ଣ୍ଣ ଖବର
ଆଜି ଦିନ 2ଟା ସମୟରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Khabar Odisha:Chief-Minister-Naveen-Patnaik-will-address-the-people-of-the-state-by-releasing-a-video-message-at-2-pm
ଭୁବନେଶ୍ୱର, ମେ ୨୮(ଖବର ଓଡ଼ିଶା):

ଆଜି ଦିନ 2ଟା ସମୟରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଶା କରାଯାଉଛି କି ମହାମାରୀ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ କିଛି ସୂଚନା ପ୍ରଦାନ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 31 ତାରିଖରେ ଲକଡାଉନ 4.0 ଶେଷ ହେଉଥିବା ବେଳେ ଏହା ପରର ରଣନୀତି କଣ ହୋଇପାରେ ସେ ନେଇ କିଛି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

  • Tags: