Home > ସଂମ୍ପୂର୍ଣ୍ଣ ଖବର
ଚିହ୍ନଟ ହେଲା ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ରୋଗୀ, ସ୍ପଷ୍ଟ କଲେ ରାଜ୍ୟ ସରକାର
Khabar Odisha:One-more-sample-has-tested-positive-for-COVIDー19-in-Odisha
ଭୁବନେଶ୍ୱର, ମାର୍ଚ୍ଚ ୨୬ (ଖବର ଓଡ଼ିଶା):

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ। ରୋଗୀ ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ନେଇ ସୂଚନା। ବର୍ତ୍ତମାନ ସୁଦ୍ଧା ରୋଗୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନଥିବା ବେଳେ ତାଙ୍କ ରିପୋର୍ଟ ପଜଟିଭ ଆସିଥିବା ନେଇ ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। 

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ରେ ପହଁଞ୍ଚିଛି ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ 2 ଜଣ ଲୋକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଆଉ ଜଣେ ନୂଆ ରୋଗୀ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି।

  • Tags: