Home > ସଂମ୍ପୂର୍ଣ୍ଣ ଖବର
ବଡ଼ ଖବର, ଭାରତରେ ବ୍ଯାନ୍ ହେଲା ଚାଇନିଜ୍ ଆପ ଟିକଟକ
Khabar Odisha:Tiktok-banned-in-India
ନୂଆଦିଲ୍ଲୀ, ଜୁନ 29 (ଖବର ଓଡ଼ିଶା):

 କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି ।

ଭାରତରେ ବ୍ୟାନ୍ ହେଲା ଟିକଟକ । ଆଜି ଟିକଟକ ସମେତ 59 ଆପ କୁ ବ୍ୟାନ କରାଯାଇଛି । ତଥ୍ୟ ଚୋରି ଅଭିଯୋଗ ରେ ଏହି ସବୁ ଆପ କୁ ଵ୍ୟାନ୍ କରାଯାଇଛି। 

ଚୀନ୍ ଓ ଭାରତ ମଧ୍ୟରେ ଜାରି ରହିଥିବା ବିବାଦ ଉଗ୍ର ରୂପ ନେଉଛି । LAC  ରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଏହି ନିଷ୍ପତି ନିଆଯାଇଛି । ୟୁସି ବ୍ରାଉସର୍, ସେୟାର ଇଟ ଭଳି ଚାଇନିଜ୍ ଆପ ଉପରେ ଲାଗିଲା ପ୍ରତିବନ୍ଧକ ।

  • Tags: