For English Prss ctrl+g
Khabar Odisha:Lifestyle-Odisha-Beauty-and-health-tips-for-skin

କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଉପଚାର

କୋମଳ ଓ ଉଜ୍ୱଳ ତ୍ୱଚା ସବୁ ଝିଅଙ୍କର ପସନ୍ଦ । କିନ୍ତୁ ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ତ୍ୱଚାର ଯତ୍ନ ଠିକ୍ ଭାବେ ନିଆଯାଇ ପାରୁନାହିଁ । ଯାହା ଦ୍ୱାରା ତ୍ୱଚା ମଲିନ ପଡ଼ିଯାଏ । ଏହା ସହ ବର୍ଷା ଦିନରେ ତ୍ୱଚା ଅଧିକ ରୁକ୍ଷ ଦେଖାଯାଏ ।

ଖବର ଓଡ଼ିଶା 22/08/2019
Khabar Odisha:Lifestyle-Odisha-healthy-food-bread-gulab-jamun-recipe

ବ୍ରେଡ ଗୋଲାପ ଜାମୁନ ଘରେ ପ୍ରସ୍ତୁତ କରି ଖାଆନ୍ତୁ ଓ ପ୍ରିୟଜନଙ୍କୁ ଖୁଆନ୍ତୁ

ଭୁବନେଶ୍ୱର, ଅଗଷ୍ଟ ୨୧(ଖବର ଓଡ଼ିଶା): ମିଠା ତ ସମସ୍ତଙ୍କ ପସନ୍ଦ । ଆପଣ ତ ଗୋଲାପ ଜାମୁନ ଖାଇଥିବେ ନିଶ୍ଚିତ । କିନ୍ତୁ ବ୍ରେଡରେ ସହଜରେ କିପରି ଗୋଲାପ ଜାମୁନ ପ୍ରସ୍ତୁତ କରିହେବ ତାହା ଆଜି ଜାଣିବା ।

ଖବର ଓଡ଼ିଶା 21/08/2019
Khabar Odisha:lifestyle-Odisha-Amazing-health-benefits-of-eating-pumpkin-and-its-seeds-in-weight-loss-eyesight-and-cancer

କ୍ୟାନ୍ସରରୁ ରକ୍ଷା କରେ ବୋଇତି କଖାରୁ, ଆଖି ପାଇଁ ମଧ୍ୟ ଖୁବ ଉପକାରୀ

ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡ଼ିଶା): ବୋଇତି କଖାରୁ କଣ ତ ଆପଣ ନିଶ୍ଚୟ ଜାଣିଥିବେ । ଏହା କିଛି ଲୋକଙ୍କୁ ଖାଇବାକୁ ପସନ୍ଦ ଥିବା ବେଳେ କିଛି ଲୋକଙ୍କୁ ଭଲ ଲାଗିନଥାଏ ।

ଖବର ଓଡ଼ିଶା 20/08/2019
Khabar Odisha:life-stayle-odisha-dahi-aloo

ଘରେ ପ୍ରସ୍ତୁତ କରନ୍ତୁ ଦହି ଆଳୁ, ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ

ବ୍ୟସ୍ତ ବହୁଳ ଜୀବନରେ ଆପଣଙ୍କୁ ପ୍ରାୟତଃ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଖୁବ୍ କମ୍ ସମୟ ମିଳେ । ରୋଷେଇ ଘର ସାଧାରଣତଃ ଆଳୁ ବିନା ଅଧୁରା କହିଲେ ଚଳେ । ତେବେ ଆମେ ଆପଣଙ୍କୁ ଆଜି ଏଭଳି ଏକ ସ୍ୱାଦିଷ୍ଟ ଡିସ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖଟା ଓ ଦହିକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଉପେଯାଗୀ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଖୁବ୍ କମ୍ ସମୟ ଲାଗେ । ତେଣୁ ଆପଣ ଅତି ସହଜରେ ଆପଣଙ୍କ ରୋଷେଇଶାଲରେ ଏହାକୁ ପ୍ରସ୍ତୁତ କରି ପାରିବେ । ତେବେ ଜାଣନ୍ତୁ ଏହାର ବିଧି ।

ଖବର ଓଡ଼ିଶା 19/08/2019
Khabar Odisha:lifestyle-health-odisha-surprising-health-benefits-of-green-peas

କୋଲେଷ୍ଟ୍ରୋଲ ହ୍ରାସ କରେ ଗ୍ରୀନ ମଟର

ପଲଉର ଟେଷ୍ଟ ବଢାଇବା ପାଇଁ ଆମେ ବହୁ ପ୍ରକାରର ପରିବା ବ୍ୟବହାର କରୁ । ଏଥିରେ ମଟର ମଧ୍ୟ ବ୍ୟବହାର କରାଯାଏ । ତେବେ ଏହି ମଟର ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଏଥିରେ ବହୁ ପ୍ରକାରର ପୋଷକ ତତ୍ୱ ରହିଛି । ତେବେ ଜାଣନ୍ତୁ ମଟରର କେତେକ ଗୁଣ ବିଷୟରେ-

ଖବର ଓଡ଼ିଶା 17/08/2019
Khabar Odisha:Lifestyle-Odisha-best-home-remedies-to-treat-mouth-ulcer-as-well-as-its-causes

ଜାଣନ୍ତୁ Mouth Ulcerର କାରଣ ଓ ଏହାର ଘରୋଇ ଉପଚାର

ଭୁବନେଶ୍ୱର, ଅଗଷ୍ଟ ୧୩ (ଖବର ଓଡ଼ିଶା): ସାଧାରଣତଃ ବ୍ୟସ୍ତବହୁଳ ଜୀବନଯାପନ ମଧ୍ୟରେ ଆମେ ନିଜ ଶରୀରର ଧ୍ୟାନ ନେଇ ନଥାଉ । କିନ୍ତୁ ବେଳେ ବେଳେ ପାଟିରେ ଚମଡ଼ା ଛିଡ଼ି ଯିବା ଭଳି ଏକ ଅଲସର ହୋଇଥାଏ । ଯାହା ଦ୍ୱାରା ଆମକୁ କୈାଣସି ଖାଦ୍ୟ ଖାଇଲେ କଷ୍ଟ ଅନୁଭବ ହେବା ସହ ତାର ସ୍ୱାଦ ଜଣାପଡ଼ି ନଥାଏ । ଆପଣଙ୍କ ପାଟିରେ ଅଲସର ଭଳି କିଛି ସମସ୍ୟା ଦେଖା ଦେଉଛି କି ? କଣ ଆପଣ ଜାଣନ୍ତି କି ଏହାର କାରଣ କଣ ଓ ପ୍ରତିକାର କଣ ? ଆସନ୍ତୁ ଆମେ ଏହା ଉପରେ କିଛି ଜାଣିବା ..

ଖବର ଓଡ଼ିଶା 13/08/2019
Khabar Odisha:lifestyle-odisha-tamato-chat

ବର୍ଷା ପାଗରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ ଟମାଟୋ ଚାଟ୍, ଜାଣନ୍ତୁ ଉପାୟ

ସନ୍ଧ୍ୟାରେ ଟିକେ ବୁଲିବା ଆଉ ଚାଟ୍ ଖାଇବା ସମସ୍ତଙ୍କର ପସନ୍ଦ । ତେବେ ଆଜି ଆମେ ଆପଣଙ୍କୁ ଆଳୁ ଚାଟ୍ ବ୍ୟତୀତ ଟମାଟୋ ଚାଟ୍ ବିଷୟରେ କହିବାକୁ ଯାଉଛୁ । ଏହା ଆପଣଙ୍କୁ ଶୁଣିବାକୁ ଟିକେ ଅଜବ ଲାଗୁଥିବ । ତେବେ ହଁ ଆଜ୍ଞା ଏହି ଚାଟ୍ ଖଟା ଖାଉଥିବା ଲୋକମାନଙ୍କୁ ବେଶ୍ ପସନ୍ଦ ଆସିବା ସହ ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ।

ଖବର ଓଡ଼ିଶା 12/08/2019
Khabar Odisha:lifestyle-Odisha-carrort-kheer-gajar-ki-kheer-recipe

ରାକ୍ଷୀପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ ଗାଜର ଖିରି

ଭୁବନେଶ୍ୱର, ଅଗଷ୍ଟ ୦୯(ଖବର ଓଡ଼ିଶା): ବ୍ରତ ଦିନରେ କିଛି ମିଠା ବ୍ୟଞ୍ଜନ ଖାଇବା ଦ୍ୱାରା ଦିନଟି ଆପଣଙ୍କର ମଧୁର ହୋଇଯାଏ । ଆଗକୁ ଆସୁଛି ରାକ୍ଷୀପୂର୍ଣ୍ଣିମା । ତେବେ ରାକ୍ଷୀ ଅବସରରେ ତ ଆପଣ କିଛି ନୂଆ ମିଠା ଜାତୀୟ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ପରିବାର ଓ ଭାଇକୁ ଖାଇବାକୁ ଦେବାକୁ ନିଶ୍ଚିତ ଚାହୁଁଥିବେ ।

ଖବର ଓଡ଼ିଶା 09/08/2019
Khabar Odisha:National-odisha-pilot-project-of-one-nation-one-ration-card-scheme

୪ ରାଜ୍ୟରେ ‘ଓ୍ଵାନ ନେସନ, ଓ୍ଵାନ କାର୍ଡ’ର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ, ଶୀଘ୍ର ପୂରା ଦେଶରେ ହେବ ଲାଗୁ

ସରକାରଙ୍କ ‘ଓ୍ଵାନ ନେସନ, ଓ୍ଵାନ କାର୍ଡ’ ଯୋଜନାର ପାଇଲଟ୍ ପ୍ରୋଜେକ୍ଟ ଶୁକ୍ରବାର ଉଦଘାଟନ ହୋଇଛି। ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାତ ଓ ମହାରାଷ୍ଟ୍ର ମଧ୍ୟରେ କାର୍ଡ ପୋର୍ଟେବିଲିଟିର ସୁବିଧା କେନ୍ଦ୍ର ଖା...

ଖବର ଓଡ଼ିଶା 09/08/2019
Khabar Odisha:lifestyle-Odisha-listening-to-music-with-headphones-cause-harmful-infection-and-ear-cancer

ଆପଣ ହେଡଫୋନର ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ତେବେ ହୋଇପାରେ ଏହି ରୋଗ

ଭୁବନେଶ୍ୱର, ଅଗଷ୍ଟ ୦୮(ଖବର ଓଡ଼ିଶା):ହେଡଫୋନ ଲଗାଇ ଗୀତ ଶୁଣିବା ସମସ୍ତଙ୍କର ପସନ୍ଦ ଥାଏ । ଖାସ କରି ଯାତ୍ରା କରିବା ସମୟରେ କିମ୍ବା ଘର କାମ କରିବା ସମୟରେ ହେଡଫୋନ ଲଗାଇ ଗୀତ ଶୁଣିବା ପାଇଁ ଭଲ ଲାଗେ । କିନ୍ତୁ ଏହା ଆପଣଙ୍କ ଶରୀର ଉପରେ ଖରାପ ପକାଇପାରେ ।

ଖବର ଓଡ଼ିଶା 08/08/2019
Khabar Odisha:lifestyle-Odisha-International-friendship-day-Celebration

ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ

ଭୁବନେଶ୍ୱର, ଅଗଷ୍ଟ ୦୪(ଖବର ଓଡ଼ିଶା): ବନ୍ଧୁତା ଏକ ମୂଲ୍ୟବାନ ଶବ୍ଦ ହୋଇଥାଏ । ଯାହା ଭଗବାନଙ୍କର ମନୁଷ୍ୟ ପାଇଁ ଏକ ବିଶେଷ ଉପହାର । ତେଣୁ ଆପଣ ଆଜି ନିଜ ପରିବାର ଓ ବନ୍ଧୁଙ୍କ ସହ ପାଳନ କରନ୍ତୁ ବନ୍ଧୁତା ଦିବସ ।

ଖବର ଓଡ଼ିଶା 04/08/2019
Khabar Odisha:lifestyle-Odisha-suffering-from-high-blood-pressure-and-hypertension-this-drink-can-help

ଉଚ୍ଚ ରକ୍ତଚାପ ପାଇଁ ଆପଣ ଚିନ୍ତିତ? ତେବେ ସେବନ କରନ୍ତୁ ଏହି ଫଳ ରସ

ଭୁବନେଶ୍ୱର, ଅଗଷ୍ଟ ୦୨(ଖବର ଓଡ଼ିଶା): ସାଧାରଣତଃ ଲୋକଙ୍କ ବୟସ ବଢିବା ସାଙ୍ଗକୁ ଦୈନନ୍ଦୀନ ଜୀବନର ଚିନ୍ତାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଯାହା ଦ୍ୱାରା ଲୋକଙ୍କ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଥାଏ । ଉଚ୍ଚ ରକ୍ତଚାପ ତଥା ହାଇପର ଟେନସନ ବୃଦ୍ଧି ପାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ଖବର ଓଡ଼ିଶା 02/08/2019
Khabar Odisha:lifestyle-Odisha-coriander-leaf-for-weight-reduction

ପେଟରେ ଜମି ରହିଥିବା ଚର୍ବି ପାଇଁ ଆପଣ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଧନିଆ ପତ୍ର ଦେଖିବେ ସୁଫଳ ମିଳିବ ..

ଭୁବନେଶ୍ୱର, ଜୁଲାଇ ୨୯(ଖବର ଓଡ଼ିଶା): ସାଧାରଣତଃ ଆଜିକାଲି ଲୋକମାନେ ପେଟରେ ଚର୍ବି ଜମିବା କାରଣରୁ ଚିନ୍ତିତ ରହୁଛନ୍ତି । କିନ୍ତୁ ଆପଣ ଏକ ସହଜ ଘରୋଇ ଉପାୟରେ ମଧ୍ୟ ନିଜ ମୋଟାପଣ ଓ ଚର୍ବିର ପରିମାଣ କମାଇ ପାରିବେ । ଧନିଆ ପତ୍ର ତ ସମସ୍ତେ ଜାଣିଥିବେ । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇବାରେ ସାହାଯ୍ୟ କରି ନଥାଏ, ଏହା ପେଟର ଚର୍ବି କମାଇବାରେ ମଧ୍ୟ କାମ କରିଥାଏ ।

ଖବର ଓଡ଼ିଶା 29/07/2019
Khabar Odisha:lifestyle-Odisha-kaddu-ka-halwa--recipe

ଘରେ ପ୍ରସ୍ତୁତ କରନ୍ତୁ ବୋଇତି କଖାରୁ ହାଲୁଆ

ଭୁବନେଶ୍ୱର, ଜୁଲାଇ ୨୮(ଖବର ଓଡ଼ିଶା): ଛୋଟ ଛୁଆ ହୁଅନ୍ତୁ କିମ୍ବା ବଡ଼ ଲୋକ ମିଠା ଜାତୀୟ ଖାଦ୍ୟ ସବୁ ସବୁ ପସନ୍ଦ କରିଥାନ୍ତି । ବୋଇତି କଖାରୁ ଏକ ଏଭଳି ପରିବା ଯାହା ଦ୍ୱାରା ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିହେବ । ତାହାଲେ ବୋଇତି କଖାରୁ ହାଉଆ ଘରେ କେମିତି ପ୍ରସ୍ତୁତ କରିହେବ ଆସନ୍ତୁ ଜାଣିବା..

ଖବର ଓଡ଼ିଶା 28/07/2019
Khabar Odisha:lifestyle-Odisha-best-diet-for-your-kids-in-monsoon-which-during-stomach-pain

ବର୍ଷାଋତୁରେ ପିଲାଙ୍କ ପେଟ ଜନିତ ସମସ୍ୟା ଓ ପ୍ରତିକାର

ଭୁବନେଶ୍ୱର, ଜୁଲାଇ ୨୭(ଖବର ଓଡ଼ିଶା): ବର୍ଷାଋତୁରେ ସାଧାରଣତଃ ପିଲାଙ୍କ ଖାଇବା ଠିକ ନ ହୋଇ ନଥାଏ ।

ଖବର ଓଡ଼ିଶା 27/07/2019
Khabar Odisha:lifestyle-Odisha-problems-drinking-milk-and-things-at-the-same-time

କ୍ଷୀର ସହ ଭୁଲରେ ବି ଖାଇବେନି ଏହି ସବୁ ଜିନିଷ...

ଭୁବନେଶ୍ୱର, ଜୁଲାଇ ୨୫(ଖବର ଓଡ଼ିଶା): ସାଧାରଣତଃ କ୍ଷୀରରେ ଅନେକ ପୋଷତତ୍ତ୍ୱ ରହିଥାଏ ଆମେ ଜାଣୁ । ଯାହା ସେବନ କରିବା ଦ୍ୱାରା ଆମ ଶରୀରକୁ ଅନେକ ଶକ୍ତି ଓ ଉପକାରୀ ଗୁଣ ଲାଭ ହୋଇଥାଏ ।

ଖବର ଓଡ଼ିଶା 25/07/2019
Khabar Odisha:health-odisha-raw-papaya-remarkable-health-benefits

ଆପଣଙ୍କ ଶରୀରର ଏହି ୬ଟି ସମସ୍ୟାର ରାମବାଣ କଞ୍ଚା ଅମୃତଭଣ୍ଡା

କଞ୍ଚା ଅମୃତଭଣ୍ଡା ଶରୀର ପାଇଁ ବେଶ୍ ଉପଯୋଗୀ । ଯେଉଁ ସମୟରେ କେହି ରୋଗରେ ପଡନ୍ତି ତେବେ ଡାକ୍ତର ତାଙ୍କୁ ଅମୃତଭଣ୍ଡା ଖାଇବାକୁ କୁହନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କଣ ଉପାଦେୟତା ହୋଇଥାଏ । ଏହାକୁ ଆପଣ ଚଟନି, ତରକାରୀ, ସାଲାଡ ଭାବରେ ଖାଇ ପାରିବେ । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟର ବିଭିନ୍ନ ସମସ୍ୟାର ସମାଧାନ କରିଥାଏ । ଜାଣନ୍ତୁ...

ଖବର ଓଡ଼ିଶା 24/07/2019
Khabar Odisha:food-odisha-vindi-khatta

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଣ୍ଡି ମସଲା

ଭେଣ୍ଡିରେ ଆପଣ ବହୁ ରେସିପି ପ୍ରସ୍ତୁତ କରିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରେସିପି କହିବାକୁ ଯାଉଛୁ ଯାହା ପ୍ରସ୍ତୁତି କରିବା ଯେତିକି ସହଜ ଖାଇବାକୁ ସେତିକି ଚଟ୍ପଟା । ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ତେଣୁ ଆଜି ହିଁ ଏହାକୁ ପ୍ରସ୍ତୁତ କରନ୍ତୁ ଓ ନିଜର ପ୍ରିୟଜନଙ୍କୁ ପରଷି ଦିଅନ୍ତୁ ।

ଖବର ଓଡ଼ିଶା 23/07/2019
Khabar Odisha:Lifestyle-Odisha-simple-and-delicious-recipe-of-chicken-fry-in-hindi

ଏଥର ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଫ୍ରାଏ

ଭୁବନେଶ୍ୱର, ଜୁଲାଇ ୨୧(ଖବର ଓଡ଼ିଶା): ଆଜିକାଲି ଅନେକ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । ତେଣୁ ଆଜି ସ୍ୱାଦିଷ୍ଟ ଚିକେନ ଫ୍ରାଏ ଘରେ ପ୍ରସ୍ତୁତ କରି ପରିବାର ଓ ଅତିଥିଙ୍କୁ ପରଷନ୍ତୁ ।

ଖବର ଓଡ଼ିଶା 21/07/2019
Khabar Odisha:lifestyle-Odisha-simple-and-delicious-recipe-of-mango-rabdi

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆମ୍ବ ରାବିଡ଼ି ଏବଂ ଏହାର ମଜା ନିଅନ୍ତୁ

ଭୁବନେଶ୍ୱର, ଜୁଲାଇ ୧୯(ଖବର ଓଡ଼ିଶା): ଏବେ ଆମ୍ବ ସିଜନ ସରିବା ଉପରେ । ତେଣୁ ଆମ୍ବ ବ୍ୟବହାର କରି ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ । ଛୁଆଙ୍କୁ ମିଠା ଖାଇବାକୁ ବହୁତ ପସନ୍ଦ ଥାଏ ତେଣୁ ଘରେ ପ୍ରସ୍ତୁତ କରନ୍ତୁ ଆମ୍ବ ରାବିଡ଼ି ।

ଖବର ଓଡ଼ିଶା 19/07/2019
First Previous
1 2 3 4 5 6 7 8 9 10
Next Last Page 1 of 16