Home > ଲାଇଫ ଷ୍ଟାଇଲ
ଭାଲେଣ୍ଟାଇନ ସପ୍ତାହ : ହ୍ୟାପି ଟେଡି ଡେ
Khabar Odisha:life-style-valentine-week-happy-teddy-day
ଭୁବନେଶ୍ଵର, ଫେବୃଆରୀ ୧୦ (ଖବର ଓଡ଼ିଶା) :

ଭାଲେଣ୍ଟାଇନ ସପ୍ତାହର ଆଜି ଚତୁର୍ଥ ଦିନ। ଆଜି ପ୍ରେମୀ ଯୁଗଳମାନେ ଜଣେ ଅନ୍ୟ ଜଣଙ୍କୁ ଟେଡି ଦେଇ ପ୍ରେମ ନିବେଦନ କରନ୍ତି। ଯଦି ଆପଣ ଆପଣଙ୍କ ପ୍ରେମିକାଙ୍କୁ ଖୁସୀ କରିବାକୁ ଚାହୁଁଛନ୍ତି, ତେବେ ଆଜି ତାଙ୍କୁ ଟେଡି ଉପହାର ଦିଅନ୍ତୁ। କାରଣ ଝିଅମାନେ ଏହାକୁ ଖୁବ୍ ପସନ୍ଦ କରନ୍ତି। ତେଣୁ ନିଜ ସାଥୀଙ୍କୁ ଟେଡି ଦେଇ ଏହି ସାୟେରୀ ବୋଲି ଖୁସୀ କରାନ୍ତୁ। 

କାଶ ମେରି ଜିନ୍ଦେଗୀ ମେଁ ଭି,

ଭୋ ଖୁବସୁରତ ପଲ ଆ ଜାଏ।

ମେରା ଟେଡି ମିଲତେ ହି,

କିସି କୋ ମୁଝସେ ପ୍ୟାର ହୋ ଯାଏ।।

                               ଦିଲ ତଡପ ରହା ହୈ ହକ ଜମାନେ ସେ,

                               ଆ ଭି ଜାଓ ଟେଡି ଡେ କେ ବହାନେ ସେ ।

                               ବନ ଗୟେ ଦୋସ୍ତ ଭି ମେରେ ଦୁଶମନ,

                               ଇକ ତୁମହାରେ କରିବ ଆନେ ସେ ।