Home > ଲାଇଫ ଷ୍ଟାଇଲ
ଭାଲେଣ୍ଟାଇନ ସପ୍ତାହ : ହ୍ୟାପି ଚକୋଲେଟ୍ ଡ଼େ
Khabar Odisha:lifestyle-odisha-Valentine-week-happy-chocolate-day
ଭୁବନେଶ୍ଵର, ଫେବୃଆରୀ ୦୯ (ଖବର ଓଡ଼ିଶା) :

ଭାଲେଣ୍ଟାଇନ ସପ୍ତାହର ଆଜି ତୃତୀୟ ଦିନ। ଫେବୃଆରୀ ୯ ଅର୍ଥାତ୍ ଆଜିର ଦିନକୁ ଚକୋଲେଟ ଡ଼େ ଭାବରେ ପ୍ରେମୀଯୁଗଳମାନେ ପାଳନ କରିଥାନ୍ତି। ତେବେ ଚକୋଲେଟ ଲଭବାର୍ଡଙ୍କ ଛଡା ସବୁ ବର୍ଗ, ବୟସର ଲୋକମାନେ ପସନ୍ଦ କରନ୍ତି। ମାନସିକ ଚାପମୁକ୍ତ କରିବା ହେଉ କି ମନର ମଣିଷକୁ ପ୍ରେମ ନିବେଦନ କରିବା ହେଉ ଭଳିକି ଭଳି ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିପାରିବେ। ଏବେ ଡିଜିଟାଲ ଯୁଗ ହୋଇଥିବାରୁ ଯୁବପିଢି ବେଶୀ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି। ତେଣୁ ଆପଣ ଯଦି ସୋସିଆଲ ମିଡ଼ିଆର ବ୍ୟବହାର କରୁଛନ୍ତି ତେବେ ଏହି ମେସେଜ କରି ନିଜ ସାଥୀଙ୍କ ମନ କିଣନ୍ତୁ।  

ଦିଲ ହମାରା ଚକୋଲେଟ୍ କି ତରହା ନାଜୁକ।

ତୁମ ଉସମେଁ ଡ୍ରାଇ ଫ୍ରୁଟସ୍ କା ତଡ଼କା।।

ଲାଇଫ୍ ହୋଗି ଫ୍ରୁଟ୍ ଆଣ୍ଡ ନଟ୍ ଜୈସି।

ଅଗର ମିଲ ଗୟି ଗର୍ଲଫ୍ରେଣ୍ଡ୍ ତେରି ଜୈସି।। 

                            ମିଠି ଇନତିଜାର ଔର ଇନତିଜାର ସେ ଭି ୟାର ମିଠା।

                            ମିଠା ୟାର ଔର ୟାର ସେ ଭି ପ୍ୟାର ମିଠା।।

                            ମିଠା ପ୍ୟାର ଔର ପ୍ୟାର ସେ ମିଠି ଅପନୀ ୟାରୀ।

                            ହ୍ୟାପି ଚକୋଲେଟ ଡ଼େ।।