Home > ଲାଇଫ ଷ୍ଟାଇଲ
ଭାଲେଣ୍ଟାଇନ ସପ୍ତାହ : Propose Dayରେ ସାଥୀଙ୍କୁ କରନ୍ତୁ ପ୍ରେମ ନିବେଦନ
Khabar Odisha:lifestyle-odisha-valentine-week-propose-day
ଭୁବନେଶ୍ଵର, ଫେବୃଆରୀ ୦୮ (ଖବର ଓଡ଼ିଶା) :

ଆଜି ଭାଲେଣ୍ଟାଇନ ସପ୍ତାହର ଦ୍ଵିତୀୟ ଦିନ। ଫେବୃଆରୀ ୮ ଅର୍ଥାତ୍ ଆଜିର ଦିନକୁ ପ୍ରପୋଜ୍ ଡ଼େ ରୂପରେ ପ୍ରେମୀଯୁଗଳମାନେ ପାଳନ କରିଥାନ୍ତି। ଯଦି ଆପଣ କାହାକୁ ମନେମନେ ଆପଣଙ୍କ ହୃଦୟ ଦେଇଛନ୍ତି ତେବେ ଆଜି ହିଁ ତାଙ୍କୁ ପ୍ରେମ ନିବେଦନ କରନ୍ତୁ। କିଏ ଜାଣିଲା ଆଜି ଆପଣଙ୍କ ଭାଗ୍ୟ ଖୋଲିଯାଇପାରେ। ତେବେ କେବଳ ପ୍ରଥମ ଥର ପାଇଁ ପ୍ରେମ ନିବେଦନ କରୁଥିବା ପ୍ରେମିକ ପ୍ରେମିକାଙ୍କ ପାଇଁ ଏହି ଦିନଟି ନୁହେଁ। ଯଦି ଆପଣଙ୍କର ପ୍ରେମ ସମ୍ପର୍କ ଅଛି ତେବେବି ସୁଦ୍ଧା ଆପଣ ଆପଣଙ୍କ ସାଥୀଙ୍କୁ ପୁଣି ଥରେ ପ୍ରେମ ନିବେଦନ କରି ଖୁସୀ କରାଇ ପାରିବେ। 

ଆଜ ଇଜହାର-ଏ-ଦିଲ୍ କା ମୌକା ହୈ।

ତୁ କୁବୁଲ କରେ ଇସେ ୟେହି ମେରା ତୋଫା ହୈ।।

ୟୁଁ ତୋ ମେହବୁବା କେ ଲିୟେ ଚାନ୍ଦ ତାରେ ତୋଡ଼ ଲାଔ।

ପର ୟେ କୁଦରତୀ ତୋଫା ଭି ତେରେ ଆଗେ ଫିକା ହୈ।।

ହ୍ୟାପି ପ୍ରପୋଜ୍ ଡେ !!!