For English Prss ctrl+g
Khabar Odisha:National-odisha-world-largest-lpg-pipeline-will-inagurated-on-24-february-says-dharmendra-pradhan

ଆସନ୍ତା ୨୪ରେ ବିଶ୍ୱର ସବୁଠୁ ବଡ ଏଲପିଜି ପାଇପ ଲାଇନର ହେବ ଶୁଭାରମ୍ଭ

ବିଶ୍ୱର ସବୁଠୁ ବଡ ଏଲପିଜି ପାଇପ ଲାଇନ୍ ଆଗାମୀ ୨୪ ତାରିଖରେ ଗୋରୋଖପୁରରେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାକୁ ଯାଉଛନ୍ତି । କାଣ୍ଡଲାରୁ ୨୦୦୦ କିମି ଲମ୍ବ ଏଲପିଜି ପାଇପଲାଇନ୍ ୯୦୦୦ କୋଟି ...

ଖବର ଓଡ଼ିଶା 21/02/2019
Khabar Odisha:National-odisha-rahul-gandhi-to-set-up-a-task-force-on-national-security

ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଗଠନ କଲେ ଟାକ୍ସ ଫୋର୍ସ, ସର୍ଜିକାଲ ଷ୍ଟ୍ରାଇକର ନାୟକ ନେବେ ନେତୃତ୍ଵ

କଂଗ୍ରେସ ପାର୍ଟି ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ବାଜି ଖେଳିଛି। ପାର୍ଟି ଭାରତୀୟ ସେନା ଦ୍ଵାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ସଞ୍ଚାଳନ କରିଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିଏସ ...

ଖବର ଓଡ଼ିଶା 21/02/2019
Khabar Odisha:National-odisha-letter-found-at-kalindi-express-blast-site-talks-of-plan-to-detonate-rdx-at-pm-modis-rally

କାଳିନ୍ଦୀ ଏକ୍ସପ୍ରେସ ବିସ୍ଫୋରକ ସ୍ଥଳରୁ ମିଳିଲା ପତ୍ର, ପିଏମ ମୋଦୀଙ୍କ ରାଲିରେ ଆରଡିଏକ୍ସରେ ବିସ୍ଫୋରଣ କରିବାର ଥିଲା ଯୋଜନା

ଗତକାଲି ବୁଧବାର କାନୁପୁର-ଭିଓ୍ଵାନୀ କାଳିନ୍ଦୀ ଏକ୍ସପ୍ରେସରେ ବୋମା ବିସ୍ଫୋରଣ ହୋଇଥିଲା, ଏଥିରେ ଏ ପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ। ମାତ୍ର ବିସ୍ଫୋଟକ ଯାଞ୍ଚ କରିବା ସମୟରେ ...

ଖବର ଓଡ଼ିଶା 21/02/2019
Khabar Odisha:National-odisha-nitin-gadkari-will-bring-pakistan-water-to-yamuna

ସରକାରଙ୍କ ଆଉ ଏକ ପ୍ରହାର- ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି ଅଟକାଯିବ

ପୁଲଓ୍ଵାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଭାରତ ପ୍ରୟାସ ଜୋରଦାର କରିଛି। ପ୍ରଥମେ ପାକିସ୍ତାନଠୁ ଏମଏଫଏନ...

ଖବର ଓଡ଼ିଶା 21/02/2019
Khabar Odisha:national-odisha-army-chief-general-bipin-rawat-flies-tejas-fighter-plane-in-bengaluru

ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଲେ ଜେନେରାଲ ବିପିନ୍ନ ରାୱତ, ହାଲ୍ କରିଛି ନିର୍ମାଣ

ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି ଏୟାର ଇଣ୍ଡିଆ ଶୋରେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ସେ ଯୁଦ୍ଧ ବିମାନ ଜେଟକୁ ଅନନ୍ୟ ବିମାନ ବୋଲି କହିଛନ୍ତି । ଯାହାକି ବାୟୁ ସେନାର ଶକ୍ତି ବଢେଇବ । ତେଜସର ଦୁଇ ସିଟର ପ୍ରଶିକ୍ଷୁ ସଂସ୍କରଣରେ ପାଇଲଟଙ୍କ ପଛରେ ବସି ଜେନେରାଲ ରାୱତ ଆକାଶରେ ଚକ୍କର କାଟିଛନ୍ତି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବିମାନକୁ ଏକ ଦିନ ପୂର୍ବରୁ ଏୟାର ଶୋରେ ଅନ୍ତିମ ସଂଚାଳନ ପାଇଁ ଅନୁମତି ମିଳିଥିଲା । ଏହାକୁ ଯୁଦ୍ଧ ମିଶନ ପାଇଁ ପ୍ରସ୍ତୁତ କରାଯାଇଛି ।

ଖବର ଓଡ଼ିଶା 21/02/2019
Khabar Odisha:Politics-odisha-sp-and-bsp-announces-name-of-seats-for-loksabha-election

ଲୋକସଭା: ୟୁପିରେ ମାୟା-ଅଖିଳେଶଙ୍କ ମଧ୍ୟରେ ହେଲା ସିଟ୍ ବଣ୍ଟନ, ଏସପି ୩୭ ଓ ବିଏସପି ଭାଗରେ ୩୮ ସିଟ୍

ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସପି) ଓ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ସିଟ୍ ଘୋଷଣା କରିଛନ୍ତି। ଏହି ଦୁଇ ପାର୍ଟି ପ୍ରାୟତଃ ଅଧା-ଅଧା ସିଟରେ ନିର୍ବାଚନ ଲଢିବାକୁ ଘୋଷଣା ...

ଖବର ଓଡ଼ିଶା 21/02/2019
Khabar Odisha:politics-odisha-Mulayam-Singh-Yadav-Addresses-SP-Activists-In-Lucknow

ମୁଲାୟମ ସିଂହ ଯାଦବ: ନିଜ ଲୋକେ ହିଁ ଦଳକୁ ଶେଷ କରୁଛନ୍ତି

ଲୋକସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ୟୁପିରେ ରଜନୈତିକ ଉଷ୍ଣତା ମଧ୍ୟ ବଢିବାରେ ଲାଗିଛି । ଗୁରୁବାର ସମାଜବାଦୀ ପାର୍ଟୀର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳର ସଂସ୍ଥାପକ ମୁଲାୟମ ସିଂହ ଯାଦବ ଦଳୀୟକର୍ମୀଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଏସପି-ବିଏସପି ମେଣ୍ଟ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।

ଖବର ଓଡ଼ିଶା 21/02/2019
Khabar Odisha:National-Odisha-begger-woman-devaki-sharma-donated-6-lakhs-rs-to-pulwama-terrorist-attack-martyr

ଗରିବ ହେଲେ ବି ତାର ଅଛି ହୃଦୟ, ସହିଦଙ୍କ ପରିବାରକୁ ଦେଲେ ଭିକ ମାଗି ସଞ୍ଚୟ କରିଥିବା ୬ଲକ୍ଷ ଟଙ୍କା

ଆଜମେର, ଫେବୃଆରୀ ୨୧(ଖବର ଓଡ଼ିଶା): ଗରିବ ହେଲେ ବି ତାର ଅଛି ହୃଦୟ । ରାଜସ୍ଥାନର ଜଣେ ଭିକ୍ଷାବୃତ୍ତି କରୁଥିବା ମହିଳା ଡି .ଦେବକୀ ତାଙ୍କ ଜୀବନସାରାର ଜମାପୁଞ୍ଜିକୁ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଦେଇଛନ୍ତି।

ଖବର ଓଡ଼ିଶା 21/02/2019
Khabar Odisha:national-odisha-prime-minister-narendra-modi-in-south-korea

ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତନ ଦୁନିଆ ପାଇଁ ଏବେ ବଡ ଚ୍ୟାଲେଞ୍ଜ : ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ କୋରିଆରେ ଭାରତ-କୋରିଆର ବ୍ୟାପାର ଗେଷ୍ଠୀ ବିଷୟରେ ସମ୍ବୋନ୍ଧିତ କରୁଥିଲେ । ସେ କହିଛନ୍ତି କି, ଭାରତୀୟ ଅର୍ଥବ୍ୟବସ୍ଥାର ବୁନିୟାଦ ମଜବୁଦ ଅଛି ଏବଂ ଖୁବ୍ ଶୀଘ୍ର ପାଂଚ ହଜାର ଅରବ ଡଲାରର ଅର୍ଥବ୍ୟବସ୍ଥା କରିବାକୁ ଭାରତ ଅଗ୍ରସର ହେଉଛି । ମୋଦୀ କହଛନ୍ତି କି, ଭାରତରେ ଏବେ ପ୍ରଥମ ଅପେକ୍ଷା ଅଧିକ ଖୋଲା ଅର୍ଥବ୍ୟବସ୍ଥା ରହିଛି । ଗତ ୪ ବର୍ଷ ମଧ୍ୟରେ ଦେଶରେ ୨୫୦ ଅରବ ଡଲାର ପ୍ରତ୍ୟକ୍ଷ ବିଦେଶୀ ନିବେଶ ଆସିଛି । ଦୁନିଆର କୋଣସି ଅନ୍ୟ ଅର୍ଥବ୍ୟବସ୍ଥାରେ ଏଭଳି ବୃଦ୍ଧି ହୋଇ ନାହିଁ । ଅର୍ଥିକ ସୁଧାର ହୋଇ ବିଶ୍ୱ ବ୍ୟାଙ୍କର କାରୋବାର ସୁଗମତା ସୂଚିରେ ଭାରତ ୭୭ତମ ସ୍ଥାନରେ ପହଂଚିଛି ।

ଖବର ଓଡ଼ିଶା 21/02/2019
Khabar Odisha:national-odisha-mha-orders-crpf-personnels-will-travel-by-air-now-in-jammu-kashmir

କାଶ୍ମୀରରେ ଯବାନଙ୍କ ଯାତ୍ରା ନେଇ ସରକାରଙ୍କ ବଡ ନିଷ୍ପତ୍ତି, ଆକାଶ ମାର୍ଗରେ କାଶ୍ମୀର ଯିବେ ଯବାନ

ପୁଲୱାମା ଆକ୍ରମଣ ପରେ ଶ୍ରୀନଗରରେ ଅର୍ଦ୍ଧ ସାମରିକ ବଳକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବଡ ନଷ୍ପତ୍ତି ନେଇଛି । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଏବେ ବିଏସଏଫ, ଆସାମ ରାଇଫଲ, ସିଆରପିଏଫ, ସିଆଇଏସଏଫ, ଏସଏସବି, ଏନଏସଜି ଏବଂ ଆଇଟିବିପିର ଯବାନ ମାନଙ୍କୁ କାଶ୍ମୀର ଘାଟିରେ ନିୟୋଜିତ କରିବା ପାଇଁ ଆକଶା ମାର୍ଗରୁ ଶ୍ରୀନଗରରେ ପହଞ୍ଚାଯିବା ।

ଖବର ଓଡ଼ିଶା 21/02/2019
Khabar Odisha:national-odishamasood-azhar--new-audio-jaish-e-mohammad-pulwama-attack

ଆତଙ୍କୀ ଅଜହରର ନୂଆ ଅଡିଓ ଟେପ୍: ଚୀନ ପାକିସ୍ତାନ ସହ ଅଛି, ଭାରତକୁ ଡରିବା ଦରକାର ନାହିଁ

ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ସପ୍ତାହ ପରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଆତଙ୍କୀ ମସୁଦ ଅଜହର ନୂଆ ଅଡିଓ ଜାରି କରିଛି । ଅଡିଓରେ ମସୁଦ ଅଜହର ପୁଲୱାମା ଆକ୍ରମଣରେ କୌଣସି ପ୍ରକାର ହାତ ଥିବାକୁ ମନା କରିଛି, ଏହା ସେ ଆତଙ୍କୀ ଆଦିଲକୁ ଜାଣିନଥିବା ମଧ୍ୟ ଅଡିଓରେ ଦାବି କରିଛି । ଏହା ସହ ଏହି ଅଡିଓରେ ପାକିସ୍ତାନ ସରକାର ଏବଂ ମିଡିଆରୁ ଡରୁଆ ବୋଲି କହିଛି । ଏହା ପୂର୍ବରୁ ଆକ୍ରମଣର କରିଥିବା ଜୈଶ-ଏ-ମହମ୍ମଦ କହିଥିଲା,କିନ୍ତୁ ଏବେ ସେ ଏଥିରୁ ଓହରୁଥିବା ଦେଖାଦେଉଛି ।

ଖବର ଓଡ଼ିଶା 21/02/2019
Khabar Odisha:national-odisha-icj-said-not-received-any-evidence-that-ad-hoc-judge-is-unable-or-unwilling-to-continue-his-duties

କୁଳଭୂଷଣ ଯାଦବ ମାମଲାରେ ଆଇସିଜେରୁ ପାକକୁ ଝଟକା

କୁଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ କୋର୍ଟ କହିଛନ୍ତି କି, ସେ ଏଭଳି କୌଣସୀ ପ୍ରମାଣ ପାଇ ନାହିଁ ଯାହା ସାହାଯ୍ୟରେ ପାକିସ୍ତାନୀ ଜଜ ନିଜ କର୍ତବ୍ୟ ନିର୍ବାହ କରିବାରେ ଅସମର୍ଥ ହୋଇଥିବେ । ପାକିସ୍ତାନ ମଙ୍ଗଳବାର ଦିନ ଆଇସିଜିରେ ନିଜ ଯୁକ୍ତି ଉପସ୍ଥାପନ କରିଛି । ସେ ତଦର୍ଥ ନ୍ୟାୟାଧୀଶ ତସଦୁକ ହୁସେନ ଜିଲାନୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କହି ମାମଲାକୁ ସ୍ଥଗିତ କରିବା ପାଇଁ ନିବେଦନ କରିଥିଲା । ଜିଲାନୀଙ୍କୁ ଶୁଣାଣୀ ପୂର୍ବରୁ ହୃଦଘାତ ହୋଇଥିଲା ।

ଖବର ଓଡ଼ିଶା 21/02/2019
Khabar Odisha:national-odisha--Supreme-Court-To-Hear-Petition-Seeking-Review-Of-Its-Judgement-On-Rafale-Deal

ରାଫେଲ ମାମଲାରେ ପୁର୍ନବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ସହମତି

ରାଫେଲ ମାମଲାରେ ପୁର୍ନବିଚାର ଆବେଦନ ଏବଂ ସରକାରଙ୍କ ବିରୋଧରେ କୋର୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ ଆବେଦନ କର୍ତ୍ତା ପ୍ରଶାନ୍ତ ଭୂଷଣ ନିବେଦନ କରିଥିଲେ । ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି ଯେ ଆମେ ଶୀଘ୍ର ଏହି ମାମଲାର ଶୁଣାଣି କରିବୁ ।

ଖବର ଓଡ଼ିଶା 21/02/2019
Khabar Odisha:national-odisha-kerala-police-headquarters-has-become-the-first-in-the-country-to-use-a-robot-for-police-work

କେରଳ ପୁଲିସରେ କାମ କରିବ ଦେଶର ପ୍ରଥମ ରୋବୋଟ

ଭାରତ କୋଣସୀ ମାମଲାରେ ଅନ୍ୟ ଦେଶ ତୁଳନାରେ ପଛରେ ନାହିଁ । ସେ ବିଜ୍ଞାନରେ ହେଉ ଅଥବା ରୋବୋଟରେ । ଏଭଳି ଏକ ରୋବୋଟ କପ କେପି ବାଟର କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଙ୍ଗଳାବର ଦିନ ଉଦଘାଟନ କରିଛନ୍ତି । ଏହା ଦେଶର ପ୍ରଥମ ହ୍ୟୁମାନାଇଡ ରୋବୋଟ । କେପି ବାଟ ନାମକ ଏହି ରୋବୋଟ କେରଳ ପୁଲିସ ମୁଖ୍ୟାଳୟ ବାହାରେ ଡ୍ୟୁଟି କରିବ ।

ଖବର ଓଡ଼ିଶା 21/02/2019
Khabar Odisha:national-jaish-e-mohammad-planning-to-attack-again

ପୁଲୱାମାଠାରୁ ବଡ଼ ଆକ୍ରମଣ ପାଇଁ ଚାଲିଛି ଷଡ଼ଯନ୍ତ୍ର, ସୁରକ୍ଷାବାହିନୀକୁ ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ, ଫେବୃଆରୀ ୨୧(ଖବର ଓଡ଼ିଶା): ‘୧୪-ଫେବୃୟାରୀ ପୁଲୱାମା ହମଲା’ ଦେଶବାସୀଙ୍କ ମନରୁ ଲିଭି ନାହିଁ । ଆତ୍ମଘାତୀ ବିସ୍ଫୋରଣରେ ଦେଶ ୪୦ ବୀର ଯବାନଙ୍କୁ ହରାଇଛି । ସେଥିପାଇଁ ପାକିସ୍ତାନରେ ରହିଥିବା ମସୁଦ ଅଜହରର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି । ଏଥିରେ ସଫଳ ହେବା ପରେ ପୁଣି ଏହାଠାରୁ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ତେଣୁ ଏଥିପାଇଁ ସଜାଗ ରହିବାକୁ ଭାରତୀୟ ଗୁଇନ୍ଦା ବିଭାଗ ସୁରକ୍ଷାବାହିନୀକୁ ସତର୍କ କରାଇ ଦେଇଛି ।

ଖବର ଓଡ଼ିଶା 21/02/2019
Khabar Odisha:sport-odisha--Pulwama-Attack-BCCI-Likely-To-Ask-ICC-To-Keep-Pakistan-Out-Of-World-Cup

ପାକିସ୍ତାନକୁ ଘେରିବା ପାଇଁ ଭାରତର ପ୍ଲାନ, ଖେଳ ପଡିଆରୁ ପାକିସ୍ତାନର ମୁଖା ଖୋଲିବାକୁ ପ୍ରସ୍ତୁତି

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶସାର ଆକ୍ରୋଶର ମାହୋଲ ଦେଖିବାକୁ ମିଳିଛି । ସବୁ ଦେଶବାସୀ 40 ଯବାନଙ୍କ ବଳିଦାନର ବଦଲା ନେବାକୁ ଚାହୁଁଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆତଙ୍କବାଦୀମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବା କଥା କହିଥିଲେ ।

ଖବର ଓଡ଼ିଶା 21/02/2019
Khabar Odisha:national-odisha-indian-army-preparing-for-big-action-on-loc

ଏଲଓସିରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ସେନା, କେବଳ ହଁ କୁ ଅପେକ୍ଷା

ପାକିସ୍ତାନକୁ ବୁଦ୍ଧି ଶିଖେଇବା ପାଇଁ ସେନା ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ । ସେ ଏଲଓସିରେ ଥିବା ଯବାନ ଏବଂ ଅଧିକାରୀଙ୍କ ହଁର ଅପେକ୍ଷା କରିଛି । ରାଜୋରୀ, ପୁଂଚ୍ ସହ ଲାଗିଥିବା ପିଓକେରେ କୋଟଲୀ, ମୀରପୁର, କୁରେଟାରେ ସେନା ବଡ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତି କରି ସାରିଛି । ସୂତ୍ର ମୁତାବକ, ଭାରତୀୟ ସେନା ପାକିସ୍ତାନ ଘରେ ପଶି ଦୃଢ କାର୍ଯ୍ୟାନୁଷ୍ଠାନ ନେବ ।

ଖବର ଓଡ଼ିଶା 21/02/2019
Khabar Odisha:political-national-odisha-chief-minister-arvind-kejriwal-big-statement-on-congress-aap-alliance-for-lok-sabha-election-2019

କଂଗ୍ରେସ ସହ ମହାମେଂଟ କରିବାକୁ ଉତ୍ସୁକ କେଜରିୱାଲ, କହିଲେ ବୁଝେଇ ବୁଝେଇ ଥକି ଗଲିଣି

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରରବିନ୍ଦ କେଜରିୱାଲ କଂଗ୍ରେସ ସହ ମହାମେଂଟ କରିବା ପାଇଁ ଉତ୍ସୁକ ଅଛନ୍ତି । କିନ୍ତୁ କଂଗ୍ରେସ ଲୋକସଭା ନିର୍ବାଚନ ଆପ ସହ ଲଢିବା ପାଇଁ ପ୍ରସ୍ତୁତ ନାହିଁ । ବୁଧବାର ଦିନ ପୁଣି ଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କଷ୍ଟ ସାମ୍ନାକୁ ଆସିଛି । ସେ ଚାନ୍ଦୀନି ଚୌକରେ ଏକ ଜନସଭାରେ ସମ୍ବୋନ୍ଧନ କରୁଥିବା ମସୟରେ କହିଛନ୍ତି କି, ଦିଲ୍ଲୀର ବିଜେପିର ସମସ୍ତ ପାର୍ଥୀଙ୍କ ବିରୋଧରେ କେବଳ ଜଣେ ପାର୍ଥୀ ଲଢିବା ଉଚିତ୍ । ଭୋଟ ଭାଗବଂଟା ହେବା ଉଚିତ୍ ନୁହେଁ ।

ଖବର ଓଡ଼ିଶା 21/02/2019
Khabar Odisha:national-odisha-lok-sabha-elections-2019-bjp-amit-shah-meeting-with-piyush-goyal-yogi-aditynath-haryana-cm

ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅମିତ ଶାହାଙ୍କ ବୈଠକ, ୟୁପି ହରିୟାଣାରେ କଟିପାରେ ବହୁ ସାଂସଦଙ୍କ ଟିକେଟ

ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଉପସ୍ଥିତ ଥିଲେ । ସେମାନଙ୍କ ବ୍ୟତୀତ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ । ଲମ୍ବା ସମୟ ଧରି ଚାଲିଥିବା ବୈଠକ ପରେ ସମସ୍ତେ ୧୨ଟା ୩୦ରେ ବାହାରକୁ ବାହାରିଥିବା ଦେଖାଯାଇଛି ।

ଖବର ଓଡ଼ିଶା 21/02/2019
Khabar Odisha:national-odisha-uk-apology-for-jallianwala-bagh-kand-punjab-assembly-passed-proposal

ଜାଲିଆନା ୱାଲାବାଗ ହତ୍ୟାକାଣ୍ଡ ପାଇଁ ବ୍ରିଟେନ କ୍ଷମା ମାଗୁ, ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ

ଜାଲିଆନା ୱାଲାବାଗ ହତ୍ୟାକାଣ୍ଡର ଶତାବ୍ଦୀ ବର୍ଷ ପୂର୍ତି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପଞ୍ଜାବ ବିଧାନସଭାରେ ସର୍ବ ସମ୍ମତିରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ଏହି ହତ୍ୟାକାଣ୍ଡ ପାଇଁ ବ୍ରିଟେନ ସରକାର ଭାରତବାସୀଙ୍କୁ କ୍ଷମା ମାଗିବାକୁ କେନ୍ଦ୍ର ସରକାର ଚାପ ପକାନ୍ତୁ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି ।

ଖବର ଓଡ଼ିଶା 21/02/2019
First Previous
1 2 3 4 5 6 7 8 9 10
Next Last Page 1 of 445