Home > ରାଷ୍ଟ୍ରୀୟ
ତିରୋଧାନ ଦିବସରେ ମନେପଡ଼ିଲେ ବିଆର ଆମ୍ବେଦକର, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
Khabar Odisha:Nation-President-Ram-Nath-Kovind-and-Vice-President-M-Venkaiah-Naidu-pay-tribute-to-Dr-BR-Ambedkar-on-his-death-anniversary

ନୂଆଦିଲ୍ଲୀ, ଡିସେମ୍ବର ୦୬ (ଖବର ଓଡ଼ିଶା): ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ଆମ୍ବେଦକର ଶୁକ୍ରବାର ତିରୋଧାନ ଦିବସ ଅବସରରେ ମନେପଡ଼ିଛନ୍ତି । ମୃତ୍ୟୁ ବାର୍ଷିକୀ ଅବସରରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

ସେହିପରି ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

 

  • Tags: