For English Prss ctrl+g
Khabar Odisha:special-odisha-how-to-know-if-someone-is-recording-your-call

ଆପଣଙ୍କର କଲ୍ ରେକର୍ଡ଼ ହେଉଛି କି ? ଏମିତି କରନ୍ତୁ ଚେକ୍ ଓ ଏଥିରୁ ନିସ୍ତାର ପାଆନ୍ତୁ

ଯଦି ଆପଣଙ୍କ ଇଚ୍ଛା ବିରୁଦ୍ଧରେ କେହି ଆପଣଙ୍କର କଲ୍ ରେକର୍ଡ଼ କରୁଥିବ ତେବେ ଏହା ଆପଣଙ୍କୁ ବରଦାସ୍ତ ହେବନି। ମାତ୍ର ଅନେକ ଥର ଆପଣଙ୍କୁ ଏହା ଜଣା ପଡ଼ିନଥାଏ ଏବଂ ଆପଣଙ୍କ କଲ୍ ରେକର୍ଡ଼ ...

ଖବର ଓଡ଼ିଶା 19/11/2019
Khabar Odisha:special-odisha-ro-water-could-be-dangerous-for-health-as-it-removes-good-miners-from-drinking-water

ସାବଧାନ ! RO ପାଣି ସ୍ଵାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ, କାଢି ଦେଉଛି ଶରୀର ଉପଯୋଗୀ ଉପାଦାନ

ଦେଶର ଅଧିକାଂଶ ବଡ଼ ସହରରେ ପିଇବା ଯୋଗ୍ୟ ସ୍ଵଚ୍ଛ ପାଣି ଆରଓରୁ ହିଁ ମିଳିଥାଏ କିମ୍ବା ବିଶୁଦ୍ଧୀକରଣ ପାଣିର ବୋତଲ ଘର ପର୍ଯ୍ୟନ୍ତ ପହଞ୍ଚିଥାଏ। ଆର ଅର୍ଥ ରିଭର୍ସ ଓସମୋସିସ୍, ଯା...

ଖବର ଓଡ଼ିଶା 17/11/2019
Khabar Odisha:state-odisha-Childrens-day-Birth-Day-Of-chacha-Neheru

ଆଜି ଶିଶୁ ଦିବସ, ସାରା ଦେଶରେ ପାଳନ ହେଉଛି ଚାଚା ନେହେରୁଙ୍କ ଜନ୍ମ ଦିବସ

ଆଜି ଶିଶୁ ଦିବସ। ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ଆତ୍ମାଙ୍କର ୧୩୦ତମ ପୁଣ୍ୟ ଜୟନ୍ତୀ । ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ। ଏହା ପରଠାରୁ ଦେଶର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଉଛି।

ଖବର ଓଡ଼ିଶା 14/11/2019
Khabar Odisha:special-odisha-jaunpur-man-died-on-eating-42-eggs-due-to-bet-in-jaunpu

୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ, ୪୨ ପରେ ବିଗିଡ଼ିଲା ସ୍ଵାସ୍ଥ୍ୟ, ହସ୍ପିଟାଲରେ ମୃତ୍ୟୁ

ଉତ୍ତର ପ୍ରଦେଶର ଜୌନପୁରରେ ହସ ହସରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ପାଲଟିଗଲା। ଅଣ୍ଡା ଓ ମଦ ଉପରେ ଲାଗିଥିବା ସର୍ତ୍ତ ଜିତିବା ଚକ୍କରରେ ଜଣେ ବ୍ୟକ୍ତିଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଛି। ବ୍ୟକ୍ତି ଜଣକ...

ଖବର ଓଡ଼ିଶା 04/11/2019
Khabar Odisha:National-news-government-in-maharashtra-even-10-days-after-election-result-special

1977 ପରେ ହୋଇଥିବା 138 ରାଜ୍ୟ ସରକାରରେ 40 ମେଣ୍ଟ ସରକାର, ହାରାହାରି କାର୍ଯ୍ୟକାଳ 26 ମାସରୁ ବି କମ

ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ ପରିଣାମ ଘୋଷଣା ହେବାର 10 ଦିନରୁ ଅଧିକ ସମୟ ବିତି ସାରିଛି । ବିଜେପି ହରିୟାଣାରେ ଜେଜେପି ସହ ମେଣ୍ଟ କରି ପୁଣିଥରେ ସରକାର କରିଛି, କିନ୍ତୁ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ମେଣ୍ଟ ବର୍ତ୍ତମାନ ସୁଦ୍ଧ ସରକାର ଗଠନ କରିପାରି ନାହିଁ । ଏଥିରେ ଶିବସେନାର

ଖବର ଓଡ଼ିଶା 03/11/2019
Khabar Odisha:special-odisha-ser-saha-suri-first-started-coin-in-india

ଜାଣନ୍ତୁ ଟଙ୍କା ପ୍ରଚଳନର ଇତିହାସ, କିଏ କରିଥିଲେ ଏହାର ଆରମ୍ଭ

ଟଙ୍କା ପାଇଁ ସମସ୍ତେ ପରିଶ୍ରମ କରିଥାନ୍ତି। କୁହନ୍ତି ପାଖରେ ଅର୍ଥ ନଥିଲେ କେହି ଚିହ୍ନନ୍ତି ନାହିଁ। ତେବେ କଣ ଆପଣ ଜାଣିଛନ୍ତି ଏହି ଟଙ୍କାର ଇତିହାସ। ଏହାକୁ କିଏ ପ୍ରଚଳନ କରିଥିଲା। କେବେ କରିଥିଲା। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଟଙ୍କାର ଇତିହାସ। ଭାରତରେ ପ୍ରଥମେ ସେର ଶାହା ସୁରୀ ଟଙ୍କାର ପ୍ରଚଳନ କରିଥିଲେ। ଭାରତରେ ସୂରୀ ସାମ୍ରାଜ୍ୟ ସ୍ଥାପନ କରିଥିବା ତଥା ଭାରତର ସିଂହ ନାମରେ ପ୍ରସିଦ୍ଧ ସେର ଶାହା ସୂରୀ ଖୁବ୍ କମ୍ ସମୟ ମଧ୍ୟରେ ବହୁ ବଡ ବଡ ଇତିହାସ ସୃଷ୍ଟି କରିଥିଲେ। ସେ ଏଭଳି ସବୁ ପ୍ରଥାର ଆରମ୍ଭ କରିଥିଲେ ଯାହାକି ଆଜି ଯାଏଁ ଆମେ ବ୍ୟବହାର କରୁଛୁ।

ଖବର ଓଡ଼ିଶା 11/10/2019
Khabar Odisha:special-odisha-world-post-day

ଆଜି ବିଶ୍ଵ ଡାକ ଦିବସ

ଆଜି ବିଶ୍ଵ ଡାକ ଦିବସ। ଡାକ ସେବା କେବଳ ଭାରତରେ ନୁହେଁ ଅନ୍ୟ ଦେଶ ପର୍ଯ୍ୟନ୍ତ ଖବର ପହଁଚାଇବାକୁ ଏକ ଉତ୍ତମ ଏବଂ ଶସ୍ତା ମାଧ୍ୟମ। ଯେଉଁ ସମୟରେ ଫୋନର ବ୍ୟବହାର ନଥିଲା ସେହି ସମୟରେ ଦୂରରେ ରହୁଥିବା ସମ୍ପର୍କୀୟଙ୍କ ନିକଟରେ ଖବର ପହଁଚାଇବା ଡାକ ଏକମାତ୍ର ମାଧ୍ୟମ ଥିଲା। ଠିକ୍ ଆଜିର ଦିନରେ ଡାକ ସେବାର ଆରମ୍ଭ କରାଯାଇଥିଲା।

ଖବର ଓଡ଼ିଶା 08/10/2019
Khabar Odisha:state-odisha-navaratri-8th-day-mahagouri-besa

ନବରାତ୍ରୀର ଅଷ୍ଟମ ଦିନ : ମହାଷ୍ଟମୀରେ ମହାଗୌରୀ ବେଶରେ ପୂଜା ପାଉଛନ୍ତି ମା’ ଜଗଦମ୍ବା

ଆଜି ଶାରଦୀୟ ଦୁର୍ଗାପୂଜାର ଅଷ୍ଟମ ଦିନ । ଏନେଇ ଚତୁର୍ଦ୍ଦିଗ ଉତ୍ସବମୁଖର। ମନ୍ଦିର ଠାରୁ ମଣ୍ଡପ ଯାଏଁ ପୁଲକିତ ହୋଇ ଉଠିଛି। କାହିଁକି ନା ମା’ ଆସିଛି। ନଅ ଦିନ ବ୍ୟାପୀ ହେଉଥିବା ଶାରଦୀୟ ଦୁର୍ଗାପୂଜାର ଆଜି ସପ୍ତମ ଦିନ। ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁସ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରୀ ଓ ଅଷ୍ଟମ ଦିନରେ ହରଗୌରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ବିଶ୍ୱାସ ରହିଛି, ଅଷ୍ଟମୀରେ ମା’ ଆଦିଶକ୍ତିଙ୍କ ଅଷ୍ଟମ ଏବଂ ଶାନ୍ତ ରୂପ ମା’ ମହାଗୌରୀଙ୍କ ଉପାସନା କରାଯାଏ ।

ଖବର ଓଡ଼ିଶା 05/10/2019
Khabar Odisha:education-special-odisha-educational-qualification-for-isro-scientist

ISRO ବୈଜ୍ଞାନିକ ହେବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ। କେହି କେହି ଡାକ୍ତର ହେବାକୁ ଚାହାଁନ୍ତି ତ କେହି ଇଞ୍ଜିନିଅର ତ କେହି ବୈଜ୍ଞାନିକ ହେବାକୁ ଚାହାଁନ୍ତି। ତେବେ ବୈଜ୍ଞାନିକମାନଙ୍କ ପାଇଁ ଆମ ଦେଶର ଭାରତୀୟ ମକାକାଶ ଗବେଷଣା ସଂସ୍ଥା ଭଳି ସ୍ଥାନ ରହିଛି। ଯେଉଁଠାରେ ବୈଜ୍ଞାନିକମାନେ ନିଜର ଉଚ୍ଚାକାଂକ୍ଷାକୁ ଗବେଷଣା କରି ନୂତନ ସିଦ୍ଧି ହାସଲ କରିଥାନ୍ତି।

ଖବର ଓଡ଼ିଶା 05/10/2019
Khabar Odisha:state-odisha-special-baji-rout-birthday-oct-5

ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଅକ୍ଷୟ ବାଜି ରାଉତଙ୍କ ଆଜି ଜନ୍ମ ଜୟନ୍ତୀ

ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅକ୍ଷୟ ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ସଂଗ୍ରାମ ପାଇଁ ଆମ ଓଡିଶା ମାଟିରୁ ବୀରଗତି ପ୍ରାପ୍ତ କରିଥିବା ଜଣେ ମହାନ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି ବାଜି ରାଉତ। ତାଙ୍କ ନାଁ ଯେପରି ବାଜି ସେ ଦେଶ ପାଇଁ ନିଜ ଜୀବନକୁ ସେହିଭଳି ଭାବରେ ବାଜି ଲଗାଇଥିଲେ। ଆଜି ସେହି ମହାନ ସଂଗ୍ରାମୀଙ୍କର ଜନ୍ମ ଦିବସ।

ଖବର ଓଡ଼ିଶା 05/10/2019
Khabar Odisha:state-odisha-Navaratri-7th-day-kalaratri-besa

ନବରାତ୍ରୀର ସପ୍ତମ ଦିନ : ଚଣ୍ଡ, ମୁଣ୍ଡ ଏବଂ ରକ୍ତବୀର୍ଯ୍ୟଙ୍କୁ ସଂହାର କରିଥିଲେ ମା’ କାଳରାତ୍ରୀ

ଶାରଦୀୟ ଦୁର୍ଗାପୂଜାକୁ ନେଇ ଚତୁର୍ଦ୍ଦିଗ ଉତ୍ସବମୁଖର। ମନ୍ଦିର ଠାରୁ ମଣ୍ଡପ ଯାଏଁ ପୁଲକିତ ହୋଇ ଉଠିଛି। କାହିଁକି ନା ମା’ ଆସିଛି। ନଅ ଦିନ ବ୍ୟାପୀ ହେଉଥିବା ଶାରଦୀୟ ଦୁର୍ଗାପୂଜାର ଆଜି ସପ୍ତମ ଦିନ। ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁସ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ ଓ ଆଜି ସପ୍ତମ ଦିନରେ କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ବିଶ୍ୱାସ ରହିଛି, ଏହି ତିଥିରେ ବିଶ୍ୱର ସମସ୍ତ ଶକ୍ତି ମା’ଙ୍କ ପାଖରେ ଠୁଳ ହୋଇଥାଏ।

ଖବର ଓଡ଼ିଶା 05/10/2019
Khabar Odisha:National-news-Only-77-Questions-Asked-In-Parliament-On-Rajbhasha-Hindi-By-Members-Of-Parliament-Till-2016

ଭାଷା ପ୍ରେମ: ସଂସଦରେ “ଭାଷା”କୁ ନେଇ ମୌନ ରହିଥାନ୍ତି ଅଧିକାଂଶ ସାଂସଦ, ୧୬ ବର୍ଷରେ ମାତ୍ର ୭୭ଟି ପ୍ରଶ୍ନ

ସଂସଦ ବାହାରେ “ଭାଷା”କୁ ନେଇ ବିଭିନ୍ନ ରଜନୈତିକ ଦଳର ସାଂସଦଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ବୟାନବାଜୀ ଦେଖିବାକୁ ମିଳୁଛି । ନିର୍ବାଚନ ରାଲି ହେଉ ଅବା ଅନ୍ୟ କାର୍ଯ୍ୟକ୍ରମ, ସେଠାରେ ମଧ୍ୟ ନେତାଙ୍କ ମୁଖରୁ ଭାଷକୁ ନେଇ ଏପରି କିଛି ବାହାରି ଆସିଥାଏ ଯାହା ଅନେକ ଦିନ ପର୍ଯ୍ୟନ୍ତ ଗଣମାଧ୍ୟମର ଚର୍ଚ୍ଚାର

ଖବର ଓଡ଼ିଶା 04/10/2019
Khabar Odisha:state-odisha-Navaratri-6th-day-katyayani-besa

ନବରାତ୍ରୀର ଷଷ୍ଠ ଦିନ : ପୂଜା ପାଉଛନ୍ତି ଚତୁଃର୍ଭୁଜା ମା’ କାତ୍ୟାୟନୀ

ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ । ଘରେ ଘରେ ପୂଜା ପାଉଛନ୍ତି ଦୂର୍ଗତିନାଶିନୀ ମା’ ଦୂର୍ଗା । ମାଆଙ୍କ ଆଗମନରେ ସଜେଇ ହୋଇଛି ପୂଜା ମଣ୍ଡପ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା । ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁସ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା ଓ ଷଷ୍ଠ ଦିନରେ କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା। ନବରାତ୍ରୀର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କର ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ ।

ଖବର ଓଡ଼ିଶା 03/10/2019
Khabar Odisha:state-odisha-maa-brahmacharini-besa-nabaratri-2nd-day

ନବରାତ୍ରୀର ଦ୍ଵିତୀୟ ଦିନ, ଶାନ୍ତିସ୍ଵରୂପା ବ୍ରହ୍ମଚାରିଣୀ ବେଶରେ ପୂଜା ପାଉଛନ୍ତି ମା ଜଗଦମ୍ବା

ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ହେଉଛି ନବରାତ୍ରୀର ଦ୍ୱିତୀୟ ଦିନ । ଘରେ ଘରେ ପୂଜା ପାଉଛନ୍ତି ଦୂର୍ଗତିନାଶିନୀ ମା’ ଦୂର୍ଗା । ମାଆଙ୍କ ଆଗମନରେ ସଜେଇ ହୋଇଛି ପୂଜା ମଣ୍ଡପ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା । ତେବେ ମାଆ ଜଗଦମ୍ବାଙ୍କ ନଅଟି ରୂପରୁ ଦ୍ୱିତୀୟ ରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ଶାନ୍ତ, ସଂଜମ, ବୈରାଗ୍ୟ, ସଦାଚାର, ଶିଷ୍ଟାଚାର, ତ୍ୟାଗ, ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । ଉକ୍ତ ଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀ ସ୍ୱରୁପ ମା’ଙ୍କ କୃପା ଏବଂ ଭକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ ।

ଖବର ଓଡ଼ିଶା 29/09/2019
Khabar Odisha:Nation-New-Delhi-Bapu-visited-akashvani-bhavan-only-once-in-his-life-know-why

କେବଳ ଗୋଟିଏ ଥର ଆକାଶବାଣୀ ଯାଇଥିଲେ ଗାନ୍ଧିଜୀ, ଜାଣନ୍ତୁ କେବେ ଓ କାହିଁକି

ଜାତିର ପିତା ମହାତ୍ମା ଗାନ୍ଧୀ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଏକଦା ପରିଦର୍ଶନରେ ଯାଇଥିଲେ । ଆକାଶବାଣୀ ଭବନର ମୁଖ୍ୟ ଫାଟକରେ ପ୍ରବେଶ କଲେ ଏକ ବୋର୍ଡରେ ଏହି ସୂଚନା ଉଲ୍ଲେଖ ରହିଛି ଯେ, ମହାତ୍ମା ଗାନ୍ଧୀ ୧୯୪୭ ନଭେମ୍ବର ୧୨ରେ ଏଠାକୁ...

ଖବର ଓଡ଼ିଶା 26/09/2019
Khabar Odisha:state-odisha-a-noble-initiative-in-odisha-akin-to-famed-anand-kumar-super-30-giving-wings-to-poor-students-to-crack-neet-exam-to-qualify-for-admission-in-medical-colleges

ଓଡିଶାର ଆନନ୍ଦ କୁମାର- ଗରୀବ ପିଲାଙ୍କୁ ‘ଜିନ୍ଦେଗୀ’ ମାଧ୍ୟମରେ କରୁଛନ୍ତି ମେଡିକାଲ ପାଇଁ ପ୍ରସ୍ତୁତ

ଗଣିତଜ୍ଞ ଆନନ୍ଦ କୁମାରଙ୍କ ସୁପର ୩୦ରୁ ପ୍ରେରିତ ଏଭଳି ଏକ ବ୍ୟକ୍ତିତ୍ଵ ଦେଖିବାକୁ ମିଳିଛନ୍ତି ଓଡିଶାରେ। କିନ୍ତୁ ଏଠାରେ ଇଞ୍ଜିନିୟରିଙ୍ଗ ନୁହେଁ ସେ ପିଲାମାନଙ୍କୁ ମେଡିକାଲ ପାଇଁ ପ୍ରସ୍ତୁତ କରାଉଛନ୍ତି। ଏହି ବ୍ୟକ୍ତି ଜଣକ ଆର୍ଥିକ ରୂପରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ସାକାର କରିବା ପାଇଁ କାମ କରୁଛନ୍ତି।

ଖବର ଓଡ଼ିଶା 12/09/2019
Khabar Odisha:National-news-world-suicide-prevention-day-2019-men-do-more-suicide-than-women

ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ : ପୁରୁଷ କରୁଛନ୍ତି ସବୁଠାରୁ ଅଧିକ ଆତ୍ମହତ୍ୟା, ପ୍ରତିଦିନ 3000 ଜଣ ହାରୁଛନ୍ତି ଜୀବନ

ଆତ୍ମହତ୍ୟା ନାଁ ଶୁଣିଲେ ମନ ଏକ ପ୍ରକାରର ବିଚଳିତ ହୋଇ ଉଥେ । ସକାଳେ ଖବର କାଗଜ ପଢିବା ସମୟରେ ଆତ୍ମହତ୍ୟା ଖବର ପାଇବା ଏକ ପ୍ରକାର ବାଧ୍ୟତାମୂଳକ ପରି ହୋଇ ସାରିଛି । ଦେଶ ହେଉ ଅବା ରାଜ୍ୟ ଗତ କିଛି ବର୍ଷରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ମାଁ ନିଜ ଜନ୍ମକଲା ପିଲାଙ୍କୁ ବିଶ ଦେଇ ମାରିବା ପରେ ଆତ୍ମହତ୍ୟା ଘଟଣା ହେଉ ଅବା ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ହେଉ । ଆଶ୍ଟର୍ଯ୍ୟ ଜନକ ଘଟଣା ଏହାଥିଲା

ଖବର ଓଡ଼ିଶା 10/09/2019
Khabar Odisha:national-odisha-shuruat-fondation-prayagraj-uttar-shuklapradesh-abhishek

ଦୃଢ ଇଚ୍ଛାଶକ୍ତିରେ ଆସିଲା ପରିବର୍ତ୍ତନ, ଭିକ୍ଷାବୃତ୍ତିରେ ଲିପ୍ତ କୋମଳମତି ହାତରେ କଲମ ଧରାଇଲେ ଅଭିଷେକ

ଉତ୍ତରପ୍ରଦେଶର ପ୍ରୟାଗରାଜର ଅଭିଷେକ ଶୁକ୍ଳା ନାମକ ଜଣେ ଯୁବକ ସମାଜକୁ ପରିବର୍ତ୍ତନ କରିବାକୁ ଏକ ପ୍ରକାର ଲଢେଇ ଆରମ୍ଭ ଦେଇଛନ୍ତି। ନା ସରକାର ନା ପ୍ରଶାସନକୁ ସେ ଦୋଷ ଦେଉଛନ୍ତି ବରଂ ନିଜେ ନିଜେ ସବୁକିଛି ପରିବର୍ତ୍ତନ କରିବାକୁ ଠାଣି ନେଇଛନ୍ତି। ସେ ଏକ ଟିମ ଜରିଆରେ ଗରୀବ ଏବଂ ବସ୍ତି ଅଞ୍ଚଳରେ ରହୁଥିବା ଶିଶୁମାନଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି।

ଖବର ଓଡ଼ିଶା 10/09/2019
Khabar Odisha:national-odisha-uttarkashi-bhankoli-kelsughati-teacher-ashish-dangwal-story

କାହାଣୀ ସେହି ଶିକ୍ଷକଙ୍କର... ଯାହାର ବିଦାୟରେ ଦିନେ କାନ୍ଦି ଉଠିଥିଲା କେଲସୁ ଘାଟି

ନିଜର ଜ୍ଞାନ ଆଲୋକରେ ଯିଏ ଅନ୍ଧକାରକୁ ଅପସାରିତ କରିଥାଏ, ଯିଏ ଜୀବନର ପ୍ରଧାନ ମାର୍ଗ ଦର୍ଶକ ସିଏ ହେଉଛନ୍ତି ଗୁରୁ। କୁହନ୍ତି ଗୁରୁ ପିତା, ଗୁରୁ ମାତା, ଗୁରୁ ପରମବ୍ରହ୍ମ, ଗୁରୁ କୃପାରୁ ନର ଜନ୍ମ ଧନ୍ୟ। ଆଜି ହେଉଛି ସେହି ଗୁରୁଙ୍କର ଦିନଟିଏ। ଯାହାକୁ ଆମେ ଗୁରୁ ଦିବସ ରୂପରେ ପାଳନ କରୁଛେ। ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ତିଥିକୁ ସର୍ବଭାରତୀୟ ସ୍ତରରେ ଆମେ ଗୁରୁ ଦିବସ ରୂପରେ ପାଳନ କରୁଛେ। ଆଜିର ଏହି ପବିତ୍ର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି। ତେବେ ଆଜିର ଏହି ପବିତ୍ର ଦିନରେ ଆମେ ଏଭଳି ଜଣେ ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଜ୍ଞାନର ଆଲୋକରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଉଜ୍ଜ୍ଵଳ କରିଛନ୍ତି।

ଖବର ଓଡ଼ିଶା 05/09/2019
Khabar Odisha:National-news-know-how-much-life-people-have-in-which-state-of-india-till-their-age

ଜାଣନ୍ତୁ ଭାରତର କେଉଁ ରାଜ୍ୟରେ କେତେ ବର୍ଷ ପର୍ଯ୍ୟନ୍ତ ରହିଛି ଲୋକଙ୍କ ଜୀବନ ଆୟୁଷ

ପ୍ରତ୍ୟେକଙ୍କ ଜୀବନ ଉପରେ ନିଜର ଆଖ ପାଖରେ ରହିଥିବା ପରିବେଶ ପ୍ରଭାବ ପଡିଥାଏ । ଗୋଟିଏ ସର୍ଭେରେ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ଯେଉଁ ରାଜ୍ୟରେ ପ୍ରଦୂଷଣର ମାତ୍ରା କମ ଏବଂ ରାଜ୍ୟର ପରିବେଶ ଜୀବନ ପାଇଁ ଅଧିକ ଅନୁକୂଳ ସେଠାରେ ମହିଳା ଏବଂ ପୁରୁଷ ଉଭୟଙ୍କ ଆୟୁଷ ଅଧିକ ହୋଇଥାଏ ।

ଖବର ଓଡ଼ିଶା 04/09/2019
First Previous
1 2 3 4 5 6 7 8 9 10
Next Last Page 1 of 26