For English Prss ctrl+g
Khabar Odisha:gayle-storm--has-not-stopped-even-in-kolkata

କୋଲକାତାରେ ମଧ୍ୟ ଅଟକିଲାନି ‘ଗେଲ ଝଡ଼’, ମାରି ସାରିଲେଣି ୨୧ଟି ଛକା

କୋଲକାତାର ଇଡେନ ଗାର୍ଡେନରେ ମଧ୍ୟ କିଙ୍ଗ୍ସ ଇଲେଭେନ ପଞ୍ଜାବର ଗେଲ ଝଡକୁ ଅଟକାଇ ପାରି ନାହିଁ। ବର୍ଷା ବାଧିତ ମ୍ୟାଚରେ ପଞ୍ଜାବ ଦଳ ୯ ଓ୍ଵିକେଟରେ ସହଜ ବିଜୟ ହାସଲ...

ଖବର ଓଡ଼ିଶା 21/04/2018
Khabar Odisha:gayle-storm-challenge-for-karthik-knight-riders-

ଗେଲ-ରାହୁଲଙ୍କ ତୋଫାନରେ ଉଡ଼ିଲା କେକେଆର, ୯ ଓ୍ଵିକେଟରେ ଜିତିଲା ପଞ୍ଜାବ

ଶେଷରେ ବର୍ଷା ମଧ୍ୟ କୋଲକାତାର ଇଡେନ ଗାର୍ଡେନରେ ଗେଲ-ରାହୁଲ ଝଡକୁ ଅଟକାଇ ପାରି ନାହିଁ। କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲର ...

ଖବର ଓଡ଼ିଶା 21/04/2018
Khabar Odisha:sehwags-statement-against-chapel

‘ଗାଙ୍ଗୁଲିଙ୍କ ବିରୋଧରେ ଚାପେଲ କରିଥିବା ମେଲ ପ୍ରଥମେ ମୁଁ ଦେଖିଥିଲି’ -ସେହ୍ୱାଗ

ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗ ଖୁଲାସା କରିଛନ୍ତି କି, ୨୦୦୫ ଜିମ୍ବାୱେ ଗସ୍ତ ସମୟରେ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ତତ୍କାଳୀନ କୋଚ୍ ଗ୍ରେଗ ଚାପେଲଙ୍କ ଇ-ମେଲ ସବୁଠାରୁ ଆଗ ସେ ଦେଖିଥିଲେ ।

ଖବର ଓଡ଼ିଶା 21/04/2018
Khabar Odisha:minimum-sixes-in-chennai-total-run-in-ipl

ଚେନ୍ନାଇ ସୁପର କିଙ୍ଗସ୍: ରନ୍ ଯେତେ ଅଧିକ, ଛକା ସେତେ କମ୍

ଚଳିତ ଆଇପିଏଲର ୧୧ତମ ସଂସ୍କରଣରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦିତା ଜାରି ରହିଛି । ବର୍ତମାନ ସୁଧା ଖେଲାଯାଇଥିବା ୧୭ ଟି ମ୍ୟାଚ ମଧ୍ୟରୁ ୬ଟି ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଙ୍ଗ ଦେଖିବାକୁ ମିଳିଛି । ଫଳରେ ବିଭିନ୍ନ ଦଳର ସ୍କୋର ୨୦୦ ଟପିଛି ।

ଖବର ଓଡ଼ିଶା 21/04/2018
Khabar Odisha:the-bowler-who-gave-maximum-six-to-batsman

ଆଇପିଏଲ ୧୧- ଆରସିବିର ଏହି ବୋଲର ଦେଇଛନ୍ତି ସର୍ବାଧିକ ଛକା

ନୂଆଦିଲ୍ଲୀ, ଏପ୍ରିଲ ୨୧(ଖବର ଓଡିଶା): ଆଇପିଏଲର ଏକାଦଶତମ ସଂସ୍କରଣରେ ବର୍ତମାନ ସୁଧା ୧୭ଟି ମ୍ୟାଚ ଖେଳାଯାଇ ସାରିଛି । ବ୍ୟାଟ ଏବଂ ବଲ ମଧ୍ୟରେ ହେଉଥିବା ଏହି ମୁକାବିଲା ଦିନକୁ ଦିନ ରୋମାଂଚକର ହେବାରେ ଲାଗିଛି ।

ଖବର ଓଡ଼ିଶା 21/04/2018
Khabar Odisha:pcb-team-will-come-to-india-on-april-21

୨ ବର୍ଷ ପରେ ଭାରତ ଆସିବ ପାକ୍ କ୍ରିକେଟ ବୋର୍ଡ, ଦ୍ୱିପାକ୍ଷିକ ସରିଜ୍ ନେଇ ହୋଇପାରେ ଆଲୋଚନା

ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଚେୟାରମ୍ୟାନ ନଜମ ସେଠୀ ଏବଂ ସିଇଓ ସୁଭାନ ଅହମଦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି)ର ଏକ ବୈଠକରେ ଭାଗ ନେବା ପାଇଁ ଏପ୍ରିଲ ୨୧ରେ କୋଲକାତା ଆସିବ ।

ଖବର ଓଡ଼ିଶା 20/04/2018
Khabar Odisha:IPL-Punjab-beat-Hyderabad

ଆଇପିଏଲ ୧୧: ହାଇଦ୍ରାବାଦ୍‌ ବିଜୟ ରଥ ଅଟକାଇଲା ପଞ୍ଜାବ, ୧୫ ରନ୍‌ରେ ବିଜୟୀ

ମୋହାଲି, ଏପ୍ରିଲ ୨୦ (ଖବର ଓଡ଼ିଶା):: କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଆଇପିଏଲ୍‌ ୧୧ତମ ସଂସ୍କରଣର ୧୬ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୫ ରନ୍‌ରେ...

ଖବର ଓଡ଼ିଶା 20/04/2018
Khabar Odisha:chris-gayle-hit-first-century-of-ipl-2018

ଗେଲଙ୍କୁ ସୁହାଉଛି ମୋହାଲି ଷ୍ଟାଡିୟମ, ପ୍ରତ୍ୟେକ ଥର ମାରୁଛନ୍ତି ଧନାଧନ ଛକା

ସନାଇଜର୍ସ ହାଇଦ୍ରାବାଦ ବିରୋଧରେ ମୋହାଲି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ବ୍ୟାଟସମ୍ୟାନ କ୍ରିସ ଗେଲ ପୁଣି ଥରେ ସାବ୍ୟସ୍ତ କରିଛନ୍ତି...

ଖବର ଓଡ଼ିଶା 19/04/2018
Khabar Odisha:sunrisers-hyderabad-and-kings-xi-will-compete-in-mohali

ମୋହାଲିରେ କ୍ରିସ ଗେଲଙ୍କ ବିସ୍ଫୋରକ ଶତକ, ହାଇଦ୍ରାବାଦ ସମ୍ମୁଖରେ ୧୯୪ ରନର ବିଜୟ ଲକ୍ଷ୍ୟ

ଆଇପିଏଲର ୧୧ ତମ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଧମାକାର ଏଣ୍ଟ୍ରି କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କ ଝଡ ଆଜିର ...

ଖବର ଓଡ଼ିଶା 19/04/2018
Khabar Odisha:in-the-first-week-37-1-crore-viewers-saw-ipl

ପ୍ରଥମ ସପ୍ତାହରେ ୩୭.୧ କୋଟି ଦର୍ଶକ ଦେଖିଲେ ଆଇପିଏଲ, ହଟଷ୍ଟାରକୁ ମିଳିଲା ଜବରଦସ୍ତ ଫାଇଦା

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୧ତମ ସଂସ୍କରଣର ପ୍ରଥମ ସପ୍ତାହରେ ଦର୍ଶକଙ୍କ ମ୍ୟାଚ୍ ଦେଖିବା ଦୃଷ୍ଟିରୁ ଏହା ଐତିହାସିକ ରହିଛି। ଏହି ସପ୍ତାହରେ ୩୭.୧ କୋଟି କ୍ରିକେଟ୍ ...

ଖବର ଓଡ଼ିଶା 19/04/2018
Khabar Odisha:csk-dhoni-misses-practice-session-back-problem-suresh-raina-nets

ଅଭ୍ୟାସରେ ଯୋଗ ଦେଲେ ନାହିଁ ଧୋନୀ, ପରବର୍ତ୍ତୀ ମ୍ୟାଚରେ ଖେଳିବା ନେଇ ଅନିଶ୍ଚିତତା

ଆଇପିଏଲକୁ ଦୁଇ ବର୍ଷ ପରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ମୁସ୍କିଲ ବଢିବାପରେ ଲାଗିଛି। ବିଶେଷ କରି ଦଳରେ ଆଘାତପ୍ରାପ୍ତ ଖେଳାଳିଙ୍କ ସୂଚୀ ଲମ୍ଵି ଚାଲିଛି। ପ୍ର...

ଖବର ଓଡ଼ିଶା 19/04/2018
Khabar Odisha:IPL-Kolkata-beat-Rajasthan

ଆଇପିଏଲ୍‌ ୧୧: ରାଜସ୍ଥାନକୁ ୭ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ ରାଇଡର୍ସ

ଜୟପୁର, ଏପ୍ରିଲ ୧୯(ଖବର ଓଡ଼ିଶା): କୋଲକାତା ନାଇଟ ରାଇଡର୍ସ ବୁଧବାର ୭ ଓ୍ଵିକେଟ୍‌ରେ ରାଜସ୍ଥାନ ରୟାଲସ୍‌କୁ ପରାସ୍ତ...

ଖବର ଓଡ଼ିଶା 19/04/2018
Khabar Odisha:ishant-sharma-5-wicket-haul-in-his-debut-match-in-county-cricket-for-sussex

ଆଇପିଏଲରେ କେହି କିଣିଲେ ନାହିଁ, ଏବେ ଇଂଲଣ୍ଡରେ ଧମାଲ କରୁଛନ୍ତି ଏହି ବୋଲର

ଗତ କିଛି ସମୟରୁ ଭାରତୀୟ ଟେଷ୍ଟ ଦଳର ଦ୍ରୁତ ବୋଲରଙ୍କୁ ନେଇ ଏହି କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ ସେମାନେ କାଉଣ୍ଟି ଖେଳିବେ କି ନାହିଁ। ଏହି କ୍ରମରେ ଇଶାନ୍ତ ଶର୍ମା କ୍ରମାଗତ କାଉଣ୍ଟିରେ ଖେଳିବାକୁ ....

ଖବର ଓଡ଼ିଶା 18/04/2018
Khabar Odisha:bcci-must-come-under-rti-act-said-law-commission

ଆରଟିଆଇ ଅଧିନକୁ ଆସିବ ବିସିସିଆଇ ! କାନୁନ ଆୟୋଗ ଦେଲା ପ୍ରସ୍ତାବ

ଦୁନିଆର ସବୁଠୁ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ବିସିସିଆଇ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି କରାଯାଉଛି। ବିସିସିଆଇକୁ ପାରଦର୍ଶି କରିବା ପାଇଁ କାନୁନ ଆୟୋଗ ନିଜର ରିପୋର୍ଟ କେନ୍ଦ୍ର...

ଖବର ଓଡ଼ିଶା 18/04/2018
Khabar Odisha:ipl-virat-kohli-getting-angry-after-defeated-from-mumbai-indians-in-the-ipl-2018-denied-to-wear-the-orange-cap

ମୁମ୍ବାଇଠୁ ପରାଜିତ ହେବା ପରେ କ୍ଷୁବ୍ଧ ହେଲେ କୋହଲି, ଓରେଞ୍ଜ କ୍ୟାପ୍ ପିନ୍ଧିବାକୁ ମନା କଲେ

ଆଇପିଏଲରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁମ୍ବାଇ ଇଣ୍ଡିଆନ୍ସ ହାତରୁ ୪୬ ରନରେ ପରାଜିତ ...

ଖବର ଓଡ଼ିଶା 18/04/2018
Khabar Odisha:IPL-Mumbai-beat-Bangalore

ଆଇପିଏଲ: ତୃତୀୟ ପରାଜୟ ପରେ ବିଜୟ, ବେଙ୍ଗାଲୁରୁକୁ ୪୬ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ, ଏପ୍ରିଲ ୧୮ (ଖବର ଓଡ଼ିଶା): ଚଳିତ ଆଇପିଏଲରେ ତିନି ଥର ପରାଜୟ ହେବା ପରେ ଶେଷରେ ମୁମ୍ବାଇକୁ...

ଖବର ଓଡ଼ିଶା 18/04/2018
Khabar Odisha:ipl-bcci-monitoring-workload-of-ipl-on-23-hopeful-players

୨୩ ଯୁବ ଖେଳାଳିଙ୍କୁ ବଞ୍ଚାଇବା ପାଇଁ ସତର୍କ ହେଲା ବିସିସିଆଇ, ତିଆରି କଲା ଯୋଜନା

ବିସିସିଆଇ ଜାତୀୟ ଦଳର ୨୩ ସମ୍ଭାବିତ ଖେଳାଳିଙ୍କ ଉପରେ କଡା ନଜର ରଖିଛି। ଏହା ସହିତ ଆଇପିଏଲ ସମୟରେ ଏହି ଖେଳାଳିଙ୍କ ଉପରେ ପଡୁଥିବା ଚାପ ଉପରେ ମଧ୍ୟ ବିସିସିଆଇ ନଜର...

ଖବର ଓଡ଼ିଶା 17/04/2018
Khabar Odisha:Afghanistan-cricketer-fine-for-playing-with-Pak-culb

ପାକିସ୍ତାନ କ୍ରିକେଟ୍‌ କ୍ଲବରୁ ଖେଳିବାରୁ ଆଫଗାନିସ୍ତାନ କ୍ରିକେଟରଙ୍କୁ ଜରିମାନା

କାବୁଲ, ଏପ୍ରିଲ ୧୭ (ଖବର ଓଡ଼ିଶା): ଆଫଗାନିସ୍ତାନର ଓ୍ଵିକେଟ୍‌କିପର ମହମ୍ମଦ ଶହଜାଦ୍‌ ବିନା ଅନୁମତି ନେଇ ପାକିସ୍ତାର କ୍ରିକେଟ୍‌ କ୍ଲବ...

ଖବର ଓଡ଼ିଶା 17/04/2018
Khabar Odisha:IPL-Delhi-lost-to-Kolkata

ଆଇପିଏଲ୍‌ ୧୧: ଦିଲ୍ଲୀ ଡେୟାରଡେଭିଲସ୍‌କୁ ୭୧ ରନ୍‌ରେ ହରାଇଲା ନାଇଟ ରାଇଡର୍ସ

କୋଲକାତା, ଏପ୍ରିଲ ୧୭ (ଖବର ଓଡ଼ିଶା): ଇଡେନ ଗାର୍ଡେନରେ ଦିଲ୍ଲୀ ଡେୟାରଡେଭିଲସ୍‌କୁ ୭୧ ରନ୍‌ରେ କୋଲକାତା ନାଇଟ ରାଇଡର୍ସ...

ଖବର ଓଡ଼ିଶା 17/04/2018
Khabar Odisha:ipl2018-exciting-match-between-kkr-and-dd-

ରସେଲଙ୍କ ଧୂଆଁଧାର ବ୍ୟାଟିଂ, ରାଣାଙ୍କ ଅର୍ଦ୍ଧଶତକ- ଡିଡିକୁ ୨୦୧ ରନର ବିଜୟ ଲକ୍ଷ୍ୟ ଦେଲା କେକେଆର

ଓ୍ଵେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ଓ ନୀତିଶ ରାଣାଙ୍କ ଆକର୍ଷକ ଅର୍ଦ୍ଧଶତକ ବଳରେ କୋଲକାତାର ଇଡେନ ଗାର୍ଡେନରେ ଜାରି ଆଇପିଏଲ ୨୦୧୮ର ...

ଖବର ଓଡ଼ିଶା 16/04/2018
First Previous
1 2 3 4 5 6 7 8 9 10
Next Last Page 1 of 93