For English Prss ctrl+g
Khabar Odisha:4-teams-engaged-in-tracking-Sundari

‘ସୁନ୍ଦରୀ’କୁ ଧରିବା ପାଇଁ ସାତକୋଶିଆରେ ପହଞ୍ଚିଲେ ବିଶେଷଜ୍ଞ ଟିମ୍‌

ଜନବସତିକୁ ଚାଲି ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ଆଜି ରାତିରୁ ଅପରେସନ ଆରମ୍ଭ ହେବ। ଏଥିପାଇଁ ସାତକୋଶିଆ ଜଙ୍ଗଲରେ ପହଞ୍ଚିଛନ୍ତି ବିଶେଷଜ୍ଞ ଟିମ। ସୁନ୍ଦରୀକୁ ଧରିବା ପାଇଁ ୪ଟି ଟିମ ଉଦ୍ୟମ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ, ଡବ୍ଲ୍ୟୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ

ଖବର ଓଡ଼ିଶା 26/09/2018
Khabar Odisha:Lawers-and-Odisha-Police-Conflict-cuttack-Odisha

କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବାକୁ ଓକିଲଙ୍କ ନିଷ୍ପତ୍ତି, ନବୀନ ନିବାସ ଘେରାଉ ନିଷ୍ପତ୍ତି ଟଳିଲା

କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଗକୁ ଚାଲୁ ରଖିବାକୁ ନିଷ୍ପତି ନେଇଛି ଓକିଲ ସଂଘ। ବୁଧବାର ଅପରାହ୍ଣରେ ବସିଥିବା ହାଇକୋର୍ଟ ଓକିଲ ସଂଘ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ନିଷ୍ପତି ନିଆଯିବା ସହ ସଂଘ ପକ୍ଷରୁ ଆସନ୍ତାକାଲିର ପ୍ରସ୍ତାବିତ

ଖବର ଓଡ଼ିଶା 26/09/2018
Khabar Odisha:Congress-Press-Meet

ବିଭ୍ରାନ୍ତିକର ବିଜ୍ଞାପନ: ବ୍ୟାଧିଗ୍ରସ୍ତ ସରକାର- କଂଗ୍ରେସ

ବରକାଗଜରେ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ଦେଖାଇ ବାହାବା ନେବା ପ୍ରୟାସରୁ ମୁଖ୍ୟମନ୍ତ୍ରୀ ନିବୃତ ରୁହନ୍ତୁ । ଦୈନିକ କିଭଳି ସରକାର ମିଛ ପ୍ରଚାର କରୁଛନ୍ତି ତାହାର ଖୁଲାସା କରିଛି ପ୍ରଦେଶ କଂଗ୍ରେସ । ପୃଷ୍ଟିହୀନତା ଦୂର, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ସମସ୍ତ ଇଂରାଜୀ

ଖବର ଓଡ଼ିଶା 26/09/2018
Khabar Odisha:Odisha-Congress-Niranjan-Patnaik

ରାଜ୍ୟ କଂଗ୍ରେସରେ କେଁ....ଟିକେଟ୍ ଘୋଷଣା ଅଟକିଲା !ଟାଣପଣ ରଖିପାରିଲେନି ନିରଞ୍ଜନ

ଅଗଷ୍ଟ ସୁଦ୍ଧା ଘୋଷଣା ହେବ କଂଗ୍ରେସର ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ । ଏପରି ଦୃଢୋକ୍ତି ପ୍ରକାଶ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ଅଗଷ୍ଟ ସରି ସେପ୍ଟେମ୍ବର ସରିବାକୁ ବସିଲାଣୀ । ହେଲେ ଏଯାଏଁ ଘୋଷଣା ହୋଇପାରିଲାନି ପ୍ରାର୍ଥୀଙ୍କ ନାମ । ଏପରିକି ପିସିସି ମୁଖିଆ

ଖବର ଓଡ଼ିଶା 26/09/2018
Khabar Odisha:AICC-Meeting-Congress-October-1

ଅକ୍ଟୋବର ପହିଲାରେ କଂଗ୍ରେସର ସ୍କିନିଂ କମିଟି ବୈଠକ

୨୦୧୯ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ପ୍ରାର୍ଥୀ ଚୟନ ପାଇଁ ରାଜ୍ୟ କଂଗ୍ରେସ ପ୍ରୟାସ ଜାରି ରଖିଛି।

ଖବର ଓଡ଼ିଶା 26/09/2018
Khabar Odisha:BJP-targets-bjd

ମୋଦି କେୟାରକୁ ନେଇ ସରକାରଙ୍କୁ କାଠଗଡାକୁ ଟାଣିଲା ବିଜେପି, ଚୌକି ନିଶାରେ ଓଡ଼ିଆ ଲୋକଙ୍କ ପ୍ରତି ନିର୍ଦ୍ଦୟ ହେଉଛନ୍ତି ନବୀନ

ଭୁବନେଶ୍ୱର, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ ପାଇଁ ଆସନ୍ତୁ ଏକାଠି ହେବା । ସେପ୍ଟେମ୍ବର ୩୦ରୁ ସାରା ରାଜ୍ୟରେ ସପ୍ତାହବ୍ୟାପୀ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦେଇଛି ଭାରତୀୟ ଜନତା ପାର୍ଟି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

ଖବର ଓଡ଼ିଶା 26/09/2018
Khabar Odisha:make-in-odisha-road-show-at-chennai

ଚେନ୍ନାଇରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼୍‌ ଶୋ, ନବୀନଙ୍କଠାରୁ ରାଜନୀତିର ଗୁରୁମନ୍ତ୍ର ନେଲେ କମଲ୍‌ ହାସନ୍‌

ଚେନ୍ନାଇ, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିପତିଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ । ଏହା ସହିତ ଆଗାମୀ ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଖବର ଓଡ଼ିଶା 26/09/2018
Khabar Odisha:Pradeep-Maharathy-Controversial-Statement-Women-Two-Husband

ସୁୁରମା ପାଢୀଙ୍କର ମହାରଥୀଙ୍କୁ ପ୍ରଶ୍ନ – ତାଙ୍କ ସ୍ତ୍ରୀଙ୍କର ଦ୍ୱିତୀୟ ସ୍ୱାମୀ କିଏ ? ସୋସିଆଲ ମେଡିଆରେ ଲୋକଙ୍କର ଉତର - ପାଣ୍ଡିଆନ

ମହିଳାଙ୍କର ୨ଟା ଲେଖାଏଁ ସ୍ୱାମୀ ଅଛନ୍ତି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବିବାଦୀୟ ବୟାନ ଏବେ ଆହୁରି ବିବାଦୀୟ ହେବାରେ ଲାଗିଛି । ପ୍ରଥମେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜେ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କର ଗସ୍ତ ଆଗରୁ ଏପରି ବିବାଦୀୟ ବୟାନ ଦେଇ ଗଣମାଧ୍ୟମର ଧ୍ୟାନକୁ ନିଜ ଆଡକୁ ଟାଣିବାର ପ୍ରୟାସ କରିଥିଲେ । ହେଲେ ତାହାତ ବିଫଳ ହେଲା କିନ୍ତୁ ଏବେ ସେହି ବୟାନକୁ ନେଇ ତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କର ବିରୋଧ ଜୋର ଧରିଲାଣି । ଅନେକ ସାଧାରଣ ଲୋକ ସିଧାସଳଖ ମନ୍ତ୍ରୀଙ୍କର ବ୍ୟକ୍ତିଗତ ପରିବାର ବିଷୟରେ ଟ୍ଟିପଣି ଦେବାରେ ବି ଲାଗିଛନ୍ତି ।

ଖବର ଓଡ଼ିଶା 26/09/2018
Khabar Odisha:Minister-Pradeep-Moharathy-alleged-objectionable-remarks-against-women-Row

ନାରୀଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ: କ୍ଷମା ମାଗିବାକୁ ମନାକଲେ ପ୍ରଦୀପ ମହାରଥୀ

ମା’ କୁ ସମ୍ମାନର ନାରା ଦେଉଥିବା ବିଜେଡି ଦଳ ନାରୀଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରଭୁକ୍ତ ହୋଇଛନ୍ତି । ମନ୍ତ୍ରୀ ପ୍ରଦୀପ ମହାରଥୀ ଗତକାଲି ନାରୀଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦେବା ପରେ ଆଜି କ୍ଷମା ପ୍ରାର୍ଥନା କରିବାକୁ ମନା କରିଛନ୍ତି । ସେ କହିଛନ୍ତି କି ‘ମୁଁ ଭୁଲ କରିନାହିଁ, କ୍ଷମା

ଖବର ଓଡ଼ିଶା 26/09/2018
Khabar Odisha:maoist-lettered-to-media-against-gurupriya-bridge

ଗଣମାଧ୍ୟମକୁ ଚିଠି ଲେଖିଲା ମାଓ ସଂଗଠନ, ଗୁରୁପ୍ରିୟା ସେତୁକୁ ବିରୋଧ

ଚିତ୍ରୋକୋଣ୍ଡା, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ମାଓବାଦୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ସେମାନଙ୍କର ସ୍ଥିତି ଜାହିର କରୁଛନ୍ତି । ଆଜି ଲାଲ ସଂଗଠନ ପକ୍ଷରୁ ଗଣମାଧ୍ୟମକୁ ଚିଠି ଲେଖାଯାଇଛି । ଚିଠିରେ ଗୁରୁପ୍ରିୟା ସେତୁ ଓ ବାଲିମେଳା ଜଳଭଣ୍ଡାରକୁ ବିରୋଧ କରାଯାଇଛି । ଗୁରୁପ୍ରିୟା ସେତୁ ଆଦିବାସୀଙ୍କ ବିକାଶ ପାଇଁ ବରଂ ବିନାଶ ପାଇଁ ନିର୍ମାଣ କରାଯାଇଛି ବୋଲି ସିପିଆଇ ମାଓ ସଂଗଠନ ଏମ୍‌କେଭିଡି ଚିଠିରେ ଉଲ୍ଲେଖ କରିଛି ।

ଖବର ଓଡ଼ିଶା 26/09/2018
Khabar Odisha:six-fire-employees-dismissed-from-work

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା, ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ଆନ୍ଦୋଳନରେ ଥିବା ଯୋଗୁଁ କର୍ତ୍ତବ୍ୟରେ ଅବହେଳା କରିବା ଅଗ୍ନିଶମ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟ ସରକାର ଆଜି ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ମୟୁରଭଂଜ ଚିତ୍ରଡା ଫାୟାର ଷ୍ଟେସନ, ଦଶପଲ୍ଲା ଓ ବାଲିଆପାଳର ୨ ଜଣ ଲେଖାଏଁ କର୍ମଚାରୀଙ୍କୁ କେନ୍ଦ୍ରୀୟ ରେଂଜ ଫାୟାର କାର୍ଯ୍ୟାଳୟ ନିଲମ୍ବନ କରିଛି ।

ଖବର ଓଡ଼ିଶା 26/09/2018
Khabar Odisha:Ujjala-Gas

ଚକ୍ରବ୍ୟୁହରେ ମୋଦୀଗ୍ୟାସ, ପଦାରେ ପଡିଲା ବିଜେଡିର ଆଉ ଏକ ଗାଲୁଆମୀ ! ଉଜ୍ଜଳା ଗ୍ୟାସକୁ ବଦନାମ୍ କରିବା ପାଇଁ ତୃତୀୟ ମହଲାରୁ ଚକ୍ରାନ୍ତ, ଗୁମର ଖୋଲିଦେଲା ସରକାରୀ ତଥ୍ୟ

ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ଖବରଓଡିଶା): ପଦାରେ ପଡିଲା ବିଜେଡିର ଆଉ ଏକ ମିଛ । ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଗୋଟିଏ କଥା କହୁଥିବା ବେଳେ ବିଧାନସଭାରେ ନିଜ ସରକାରର ମନ୍ତ୍ରୀ ଆଉ ଗୋଟି କଥା କହୁଛନ୍ତି ।

ଖବର ଓଡ଼ିଶା 26/09/2018
Khabar Odisha:girls-students-of-jirang-school-leave-hostel

ଗଜପତି: ବିଭିନ୍ନ ସମସ୍ୟାକୁ ନେଇ ହଷ୍ଟେଲ ଛାଡିଲେ ୬୧ ଛାତ୍ରୀ

ଗଜପତି, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ଗଜପତି ମୋହନା ବ୍ଲକ ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ପ୍ରାୟ ୬୧ ଜଣ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ଅଧାରାସ୍ତାରେ ଚାଲିଯାଉଥିବା ସମୟରେ ଅଭିଭାବକ, ଶିକ୍ଷକ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବୁଝାସୁଝା ପରେ ପୁଣି ଫେରିଆସିଛନ୍ତି । ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଂଗକୁ ହଷ୍ଟେଲରେ ପାଣି ଓ ବିଦ୍ୟୁତ ବ୍ୟବସ୍ଥାରେ ଅନିୟମିତତା ଦର୍ଶାଇ ସେମାନେ ହଷ୍ଟେଲ ଛାଡିଥିବା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 26/09/2018
Khabar Odisha:filaria-cure-campaign-starts-at-bhubaneswar

ଭୁବନେଶ୍ୱରରେ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ

ଭୁବନେଶ୍ୱର, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ଆଜି ଖୋର୍ଦ୍ଧା, କଟକ ଓ ଢ଼େଙ୍କାନାଳରେ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଛି । ସେଥିପାଇଁ ଆଜିଠାରୁ ଫାଇଲେରିଆ ବଟିଆ ବଣ୍ଟନ କରାଯାଉଛି । ଭୁବନେଶ୍ୱରରେ ୟୁନିଟ ୯ସ୍ଥିତ ବାଳିକା ବିଦ୍ୟାଳୟରୁ ଅଭିଯାନ ଆରମ୍ଭ ହୋଇଛି ।

ଖବର ଓଡ଼ିଶା 26/09/2018
Khabar Odisha:CM-naveen-patnaik-to-host-road-at-chennai

ଆଜି ଚେନ୍ନାଇ ରୋଡ଼୍‌ ସୋ କରିବେ ମୁଖ୍ୟମନ୍ତ୍ରୀ, ପୁଞ୍ଜିପତିଙ୍କୁ କରିବେ ନିମନ୍ତ୍ରଣ

ଭୁବନେଶ୍ୱର, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ଓଡ଼ିଶାରେ ପୁଂଜିନିବେଶ ପାଇଁ ପ୍ରଥମେ ବମ୍ବେ ଓ ନୂଆଦିଲ୍ଲୀ ପରେ ଏବେ ଚେନ୍ନାଇରେ ପୁଂଜିପତିଙ୍କୁ ନିମନ୍ତ୍ରଣ କରିବେ ରାଜ୍ୟ ସରକାର । ସେଥିପାଇଁ ଚେନ୍ନାଇରେ ମଧ୍ୟ ରୋଡ ସୋର ଆୟୋଜନ ହୋଇଛି । ଏହି ରୋଡ ସୋ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନଭେମ୍ବରରେ ହେବାକୁ ଥିବା ‘ମେକ ଇନ ଓଡିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣରେ ଯୋଗଦେବାକୁ ନିମନ୍ତ୍ରଣ କରିବେ ।

ଖବର ଓଡ଼ିଶା 26/09/2018
Khabar Odisha:eight-hours-band-at-similiguda-sunabedha-and-damanjodi

ସବଡିଭିଜନ ଦାବିରେ କୋରାପୁଟର ୩ଟି ବ୍ଲକ ବନ୍ଦ

କୋରାପୁଟ, ସେପ୍ଟେମ୍ବର ୨୬(ଖବର ଓଡ଼ିଶା): ରାଜ୍ୟରେ ଜୋର ଧରୁଛି ସବଡିଭିଜନ ମାନ୍ୟତା ଦାବି । ଆଜି ପୁଣି କୋରାପୁଟର ତିନୋଟି ବ୍ଲକରେ ୮ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସେମିଳିଗୁଡା, ସୁନାବେଡା ଓ ଦାମନଯୋଡିକୁ ସବଡିଭିଜନ ମାନ୍ୟତା ଦାବିରେ ସେମିଳିଗୁଡା ନାଗରିକ ମଂଚ ରାଜରାସ୍ତାକୁ ଓହ୍ଲାଇଛି ।

ଖବର ଓଡ଼ିଶା 26/09/2018
Khabar Odisha:farmer-suicide-in-jajpur

ଋଣ ଯନ୍ତ୍ରଣା, ଜୀବନ ହାରିଲେ ଚାଷୀ

ଚାଷ ଏବଂ ଚାଷୀଙ୍କ କଥା କହୁଥିବା ଓଡିଶା ସରକାରଙ୍କୁ ଶକ୍ତ ଧକ୍କା । ପୁଣି ଜୀବନ ହାରିଲେ ଚାଷୀ । ସଦାବେଳେ କୃଷକଙ୍କ ସମସ୍ୟା ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । କିନ୍ତୁ ଅସୁବିଧା ଭିତରେ ବୁଡି ରହିଥିବା ଚାଷୀ ବାରମ୍ବାର ଆତ୍ମହତ୍ୟାକୁ ଆପଣାଉଥିବା ଦେଖିବାକୁ ମିଳୁଛି ।

ଖବର ଓଡ଼ିଶା 26/09/2018
Khabar Odisha:Miscreants-burnt-5-vehicles-of-bjp-ex-corporater-lala-ray

ଖାରବେଳନଗରରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ, ବିଜେପି ନେତାଙ୍କର ଜାଳିଦେଲେ ୫ଟି ଗାଡି

ଭୁବନେଶ୍ୱର, ସେପ୍ଟେମ୍ବର ୨୬(ଖବର ଓଡିଶା): ରାଜଧାନୀ ଭୁବନେଶ୍ୱରର ପେଣ୍ଠସ୍ଥଳ କୁହାଯାଉଥିବା ଖାରବେଳନଗରରେ ଦୃବୃତ୍ତମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ବିଜେପିର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପଶି ଦୁର୍ବୃତ୍ତମାନେ ୫ ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।

ଖବର ଓଡ଼ିଶା 26/09/2018
Khabar Odisha:rewadi-case-fourth-accused-arrested-from-odisha

ବହୁଚର୍ଚ୍ଚିତ ରେୱାଡି ଗଣଦୁଷ୍କର୍ମ ମାମଲା, ଚତୁର୍ଥ ଅଭିଯୁକ୍ତ ଓଡିଶାରୁ ଗିରଫ

ବହୁଚର୍ଚ୍ଚିତ ରେୱାଡି ଗଣଦୁଷ୍କର୍ମ ମାମଲାର ଚତୁର୍ଥ ଅଭିଯୁକ୍ତକୁ ଓଡିଶାରୁ ଗିରଫ କରାଯାଇଛି । ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ୍ କଲେଜରୁ ସେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତର ନାମ ନବୀନ ଓରଫ ନିକୁ । ସେ ଆର୍ମି ଏୟାର ଡିଫେନ୍ସ୍ କଲେଜରେ ଟ୍ରେନିଂ ନେଉଥି

ଖବର ଓଡ଼ିଶା 25/09/2018
Khabar Odisha:anti-liquer-movement-balesore-by-women

ଚୋରା ମଦ ବିକ୍ରିକୁ ବିରୋଧ, ଦୋକାନରେ ମହିଳାଙ୍କ ଭଙ୍ଗାରୁଜା

ରାଜ୍ୟରେ ବଢିଚାଲିଛି ମଦ ବିରୋଧୀ ଆନ୍ଦୋଳନ । ଏଥିରେ ଅଧିକ ମାମଲାରେ ମହିଳାମାନେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ସମାନ ଘଟଣାକ୍ରମେ ଆଜି ବାଲେଶ୍ୱର ନୀଳଗିରି ଅଂଚଳରେ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି ମହିଳା ।

ଖବର ଓଡ଼ିଶା 25/09/2018
First Previous
1 2 3 4 5 6 7 8 9 10
Next Last Page 1 of 295