Home > ରାଜ୍ୟ
ରାଜ୍ୟରେ ଆଉ 67 ଜଣ ନୂତନ କରୋନା ରୋଗୀ ଚିହ୍ନଟ, 1660 ରେ ପହଁଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା
Khabar Odisha:Another-67-new-corona-cases-have-been-identified-in-the-state-bringing-the-total-number-of-cases-to-1660
ଭୁବନେଶ୍ୱର, ମେ ୨୮(ଖବର ଓଡ଼ିଶା):

ରାଜ୍ୟରେ ଆଜି ଆଉ 67 ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 67 ନୂତନ କରୋନା ଆକ୍ରାନ୍ତ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 1660 ରେ ପହଁଞ୍ଚିଥିବା ଜଣାପଡିଛି ।

  • Tags: