Home > ରାଜ୍ୟ
ରାଜ୍ୟରେ ଆଉ 86 ଜଣ ନୂତନ କରୋନା ରୋଗୀ ଚିହ୍ନଟ, 1189 ରେ ପହଁଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା
Khabar Odisha:Another-86-new-corona-cases-have-been-identified-in-the-state-bringing-the-total-number-of-cases-to-1189
ଭୁବନେଶ୍ୱର, ମେ ୨୨ (ଖବର ଓଡ଼ିଶା):

ରାଜ୍ୟରେ ଆଜି ଆଉ 86 ଜଣ ନୂତନ କରୋନା ପଜଟିଭ ଚିହ୍ନଟ । ଏ ନେଇ ସୂଚନା ଦେଲା ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ଚିହ୍ନଟ ହୋଇଥିବା 86 ଜଣ ପଜଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 1189 କୁ ବୃଦ୍ଧି ପାଇଛି ।

  • Tags: