Home > ରାଜ୍ୟ
ରାତି ପାହିଲେ ଉତ୍କଳ ଦିବସ, କରୋନା ଭୟରେ ନିରାଡମ୍ୱର ସହ ପାଳନ କରାଯିବ ଚଳିତ ବର୍ଷ ଉତ୍କଳ ଦିବସ
Khabar Odisha:utkal-divas-not-to-celebrate-with-huge-gathering
ଭୁବନେଶ୍ୱର, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

କରୋନା ଭୟବହତା ମଧ୍ୟରେ ଆସନ୍ତାକାଲି ଉତ୍କଳ ଦିବସ ପାଳନ କରାଯିବ । କିନ୍ତୁ ଏଥର ଆଡମ୍ବର ସହିତ ଚଳିତ ବର୍ଷ ଉତ୍କଳ ଦିବସ ପାଳନ ହେବ ନାହିଁ । କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ସମେତ ଓଡ଼ିଶାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ଯେ, କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ ।

 

  • Tags: