ମାର୍ଚ୍ଚ ୨୯ ତାରିଖ ୧୮୪୮ ମସିହାରେ ନାଏଗ୍ରା ଜଳପ୍ରପାତ ବରଫାବୃତ ହେବା କାରଣରୁ ୩୦ ଘଣ୍ଟା ପାଇଁ ସ୍ଥାଣୁ ପାଲଟି ଯାଇଥିଲା ।

ଖବର ଓଡ଼ିଶା 29/03/2017

୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାଏକଙ୍କୁ ବ୍ରହ୍ମପୁର ଜେଲ୍‌ରେ ଫାଶୀ ଦିଆଯାଇଥିଲା ।

୧୯୯୯ ମସିହା ଉତ୍ତରପ୍ରଦେଶ ଭୂମିକମ୍ପରେ ୧୦୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଇଂଲଣ୍ଡରେ ୨୦୧୪ ମସିହା ମାର୍ଚ୍ଚ ୨୯ ତାରିଖରେ ପ୍ରଥମ ସମଲିଙ୍ଗୀ ବିବାହ ଅନୁଷ୍ଠିତ ହୋଇଥିଲା ।