For English Prss ctrl+g
Khabar Odisha:sports--cricket--odisha--shikhar-dhawan-injured-these-players-can-take-his-place

ଭାରତର ନ୍ୟୁଜିଲାଣ୍ଡ ଗସ୍ତ, ଧାଓ୍ଵନଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିପାରେ ଓପନିଂ ସୁଯୋଗ

ଆହତଜନିତ ସମସ୍ୟା କାରଣରୁ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡ଼ିବା ପରେ ଦଳରେ ତାଙ୍କ ବିକଳ୍ପକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଧାଓ୍ଵନଙ୍କ ସ୍ଥାନରେ କିଏ ଓପନିଂ କରିବ ତାକୁ ନେଇ ବିସିସିଆଇରେ ...

ଖବର ଓଡ଼ିଶା 21/01/2020
Khabar Odisha:Bhitarkanika-national-park-opens-today

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡା, ଅଗଷ୍ଟ ୦୧ (ଖବର ଓଡ଼ିଶା): ଆଜିଠାରୁ ପୁଣି ଥରେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇ ବଉଳା କୁମ୍ଭୀର ଦେଖିବା ସହିତ ନୌଯାତ୍ରାର ମଜା ନେଇପାରିବେ ।

ଖବର ଓଡ଼ିଶା 01/08/2019
Khabar Odisha:Tourism-Singapore-Cable-car-facilities-for-tourists-in-Singapore

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ସିଙ୍ଗାପୁରରେ ସୁବିଧା: ଅଧିକ ସକ୍ରିୟ ହେବ କେବୁଲ କାର ପ୍ରକଳ୍ପ

ପରିବହନ ପାଇଁ କାମ କରୁଥିବା ପ୍ରସିଦ୍ଧ ୱାନ ଫେବର ଗୃପ ସିଙ୍ଗାପୁରରେ ଆଗାମୀ ଦିନରେ ଭାରତୀୟ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ଦେବ । ଏଥି ପାଇଁ କମ୍ପାନୀ ପକ୍ଷରୁ କେବୁଲ କାର ଯାତ୍ରାକୁ...

ଖବର ଓଡ଼ିଶା 30/01/2019
Khabar Odisha:travel-odisha-mehrangarh-fort-situated-in-jodhpur-rajasthan-largest-in-india-can-see-whole-pakistan-from-its-top

ଦେଶରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରୁ ଦେଖାଯାଉଛି ସମ୍ପୂର୍ଣ୍ଣ ପାକିସ୍ତାନର ଛବି

ଭାରତ ଏଭଳି ଏକ ଦେଶ ଯେଉଁଟାରେ ରାଜା ମହାରାଜାଙ୍କର ଶାସନ ରହିଛି । ଏଠାରେ ବହୁ ରାଜା ଲୁଟ କରିଛନ୍ତି କିନ୍ତୁ ସୁରକ୍ଷିତ ରହିବା ପାଇଁ ନିଜ ନିଜର କଳାକୃତିରେ କିଲ୍ଲା ନିର୍ମାଣ କରିଛନ୍ତି । ଆମେ ଆପଣଙ୍କୁ ଠିକ ଏହି ଭଳି ଏକ କିଲ୍ଲା ବିଷୟରେ ଶୁଣେଇବାକୁ ଯାଉଛୁ ଯାହାକି ପାଂଚ ଶହ ପୁରୁଣା କିଲ୍ଲା । ଏହି କିଲ୍ଲାର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦେଖାଯାଏ । କୁହାଯାଉଛି ଯେ, ଭାଗବଂଟା ସମୟରେ ପାକିସ୍ତାନ ଏହାକୁ କବଜା କରିବା ପାଇଁ ଚେଷ୍ଟା କରି ଅସପଳ ହୋଇଥିଲା । ତେବେ ରାଜସ୍ଥାନର ଏହି କିଲ୍ଲାର ନାମ ମେହରାନଗଢ ।

ଖବର ଓଡ଼ିଶା 23/01/2019
Khabar Odisha:National-tourism-odisha-Leh-Ladakh-most-desirable-tourist-spot-for-foreign-tourist

ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ଲେହ, ୨୦୧୮ରେ ପହଂଚିଲେ ୩ ଲକ୍ଷ ପର୍ଯ୍ୟଟକ

ଜମ୍ମୁ କଶ୍ମୀରର ଲେହ ଜିଲ୍ଲା ବିଦେଶୀ ପର୍ଯ୍ୟଟକଙ୍କ ସବୁଠାରୁ ଅଧିକ ପସନ୍ଦର ସ୍ଥାନ ପାଲଟିଛି। ଗତ ବର୍ଷ ଏଠାକୁ ୫୦,୦୦୦ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ସମୁଦାୟ ୩ ଲକ୍ଷରୁ ଅଧିକ...

ଖବର ଓଡ଼ିଶା 21/01/2019
Khabar Odisha:odisha-national-travel-best-paragliding-destinations-of-india

ନିଜ ସାଥୀ ସହ ପାରାଗ୍ଲାଇଡିଙ୍ଗ୍ କରିବାକୁ ଚାହୁଁଥିଲେ ଯାନ୍ତୁ ଏହି ସବୁ ସ୍ଥାନକୁ

ଯଦି ଆପଣ ପକ୍ଷୀ ଭଳି ଉନ୍ମୁକ୍ତ ଭାବରେ ଆକାଶରେ ଉଡିବାକୁ ଚାହୁଁଛନ୍ତି ତେବେ ପାରାଗ୍ଲାଇଡିଙ୍ଗ୍ କରନ୍ତୁ । ଏହି ଆଡଭେନଚର କାର୍ଯ୍ୟକଳାପ ଆପଣଙ୍କର ଉଡିବାର ସ୍ୱପ୍ନକୁ ପୂରଣ କରି ପାରିବ । ତେବେ ଭାରତରେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ ଆପଣ କମ୍ ଟଙ୍କାରେ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ । ପାରାଗ୍ଲାଇଡିଙ୍ଗ ପାଇଁ ଉତରାଖଣ୍ଡ ଏକ ପ୍ରସିଦ୍ଧ ସ୍ଥାନ । ଏତଦ୍ ବ୍ୟତୀତ ରାଜସ୍ଥାନର ମାଉଂଟ ଆବୁ ମଧ୍ୟ ପ୍ରସିଦ୍ଧ । ଯଦି ପାହାଡ ଏବଂ ନଦୀର ପରିବେଶ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଉତରାଖଣ୍ଡର ନୈନିତାଲ ଏବଂ ହିମାଚଳର ବିର ବିଲିଙ୍ଗ ସବୁଠାରୁ ସୁନ୍ଦର ସ୍ଥାନ ।

ଖବର ଓଡ଼ିଶା 12/01/2019
First Previous
1
Next Last Page 1 of 1