For English Prss ctrl+g
Khabar Odisha:out-of-21-lok-sabha-seats-of-Odisha-33-percent-women-candidates-win-in-this-battle

ଲୋକସଭାରେ ଓଡ଼ିଶାର ୩୩ ପ୍ରତିଶତ ମହିଳା, ୭ ଆସନରେ ମହିଳା ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର, ମେ ୨୪ (ଖବର ଓଡ଼ିଶା): ଚଳିତ ନିର୍ବାଚନରେ ନବୀନ ଖେଳିଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଡ ଏକ ପ୍ରକାର ସଫଳ ହେବାକୁ ଯାଉଛି । ବିଜେଡ଼ିର ଏକାକୀ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ବିଜୟୀ ହୋଇ ନ ଥିଲେ ମଧ୍ୟ ସମଗ୍ର ଭାବେ ୩୩ ପ୍ରତିଶତ ମହିଳା ଏଥର ସଂସଦରେ ପାଦ ରଖିବେ । ଅର୍ଥାତ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ ଜଣ ମହିଳା ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି ।

ଖବର ଓଡ଼ିଶା 24/05/2019
Khabar Odisha:bride-rejects-drunker-groom-in-sambalpur

ମଦ୍ୟପ ବରକୁ ଦେଖି ବେଦୀରୁ ଉଠିଗଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ସମ୍ବଲପୁର, ମେ ୧୪ (ଖବର ଓଡ଼ିଶା): ମଦ୍ୟପ ବରକୁ ଉଚିତ ଶିକ୍ଷା ଦେଇଛନ୍ତି କନ୍ୟା । ମଦ୍ୟପ ବରକୁ ବାହା ହେବାକୁ କନ୍ୟା ମନା କରିବାରୁ ଶେଷରେ ବାହା ନ ହୋଇ ଶିଶୁପାଳ ହୋଇ ଫେରିଛି ବର । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅନ୍ତର୍ଗତ ଗୋବର୍ଦ୍ଧନବଡ଼ମାଳ ଗ୍ରାମରେ ।

ଖବର ଓଡ଼ିଶା 14/05/2019
Khabar Odisha:women-commando-team-Danteshwari-Ladake-will-fingt-with-naxals

ମାଓବାଦୀଙ୍କ ମୁକାବିଲା କରିବ ମହିଳା କମାଣ୍ଡୋ ଟିମ୍‌ ‘ଦନ୍ତେଶ୍ୱରୀ ଲଡ଼ାକେ’

ଛତିଶଗଡ଼, ମେ ୧୩ (ଖବର ଓଡ଼ିଶା): ଛତିଶଗଡ଼ରେ ମାଓ ପ୍ରଭାବିତ ବସ୍ତର ଓ ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀଙ୍କ ମୁକାବିଲା କରିବ ‘ଦନ୍ତେଶ୍ୱରୀ ଲଡ଼ାକେ’ । ଦୁଇଟି ଜିଲ୍ଲାରେ ଏବେ ନକ୍ସଲ ବିରୋଧୀ ମହିଳା କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଏହି ଟିମ୍‌ରେ ୩୦ ଜଣ ନକ୍ସଲ ବିରୋଧୀ ମହିଳା କମାଣ୍ଡୋ ରହିଛନ୍ତି । ଏ ନେଇ ବସ୍ତର ଜିଲ୍ଲା ଆଇଜି ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 13/05/2019
Khabar Odisha:girl-gang-raped-by-miscreants-near-Sukinda

ଯାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ରାଜନେତାଙ୍କ ସମ୍ପର୍କୀୟ ସାମିଲ ଥିବା ଅଭିଯୋଗ

ଯାଜପୁର, ଅପ୍ରେଲ ୨୫ (ଖବର ଓଡ଼ିଶା): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଗରଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଖବର ଓଡ଼ିଶା 25/04/2019
Khabar Odisha:Woman-odisha-13-Reservation-of-woman--in-parliament-is-false-

ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ: ଚିନ୍ତା ନା ଭେଳିକି ?

୨୦୧୯ର ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ଏବଂ ଏବେ ସବୁ ରାଜନୈତିକ ଦଳ ଏଥିପାଇଁ ନିଜ ନିଜ ପ୍ରସ୍ତୁତିକୁ ଚୁଡାନ୍ତ ରୂପ ଦେଉଛନ୍ତି । ଚଳିତ ୨୦୧୯ ନିର୍ବାଚନରେ ଜାତୀୟ ନିର୍ବାଚ...

ଖବର ଓଡ଼ିଶା 19/04/2019
Khabar Odisha:Article-women-odisha-when-decrease-womens-violation-in-society-

କେବେ କମିବ ମହିଳା ବିରୋଧୀ ଅପରାଧ !

ବାରିପଦାରେ ୫ ବର୍ଷର ଯୁବତୀକୁ କାମାନ୍ଧ ଯୁବକର ଧର୍ଷଣ, ମୟୁରଭଞ୍ଜ ଭାଲିଆଢିଅରେ ୫ ବର୍ଷର ଜଣବାଳିକାକୁ ତା ସମ୍ପର୍କୀୟ ଭାଇର ଧର୍ଷଣ, ଯାଜପୁରରେ ଇଦ୍ ଉଲ୍ ଜୁହା ପାଳନ କରିବାକୁ ଯାଇଥିବା...

ଖବର ଓଡ଼ିଶା 16/04/2019
Khabar Odisha:State-Odisha-Women-deadbody-found-in-jhajabati-river

ଝଞ୍ଜାବତୀ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା, ଏପ୍ରିଲ ୧୩(ଖବର ଓଡ଼ିଶା): ରାୟଗଡ଼ା ପୋଲିସ ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଖବର ଓଡ଼ିଶା 13/04/2019
Khabar Odisha:crime-odisha-neighbour-rapes-minor-girl-at-Mundiasahi-in-Jatani

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ଖୋର୍ଦ୍ଧା, ଅପ୍ରେଲ ୧୨ (ଖବର ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଂଚଳରେ ଏକ ଅମାନୁଷିକ କାଣ୍ଡ ଘଟିଛି । ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଓଡ଼ିଶା 12/04/2019
Khabar Odisha:politics-odisha-police-arrested-2-accused-of-video-viral-case-of-woman-candidate

କେନ୍ଦୁଝର ସାଂସଦ ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ ମାମଲା: ଦୁଇ ଗିରଫ

କେନ୍ଦୁଝର, ଅପ୍ରେଲ ୧୦ (ଖବର ଓଡ଼ିଶା): କେନ୍ଦୁଝରର ବିଜେଡ଼ି ସାଂସଦ ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ । ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଖବର ଓଡ଼ିଶା 10/04/2019
Khabar Odisha:politics-odisha-congress-mahila-morcha-president-sumitra-jena-resigns-from-party

ନିର୍ବାଚନ ଗୋଟିଏ ଦିନ ପୂର୍ବରୁ କଂଗ୍ରେସକୁ ଝଟ୍‌କା: ହାତ ଛାଡ଼ିଲେ ମହିଳା ସଭାନେତ୍ରୀ ସୁମିତ୍ରା

ଭୁବନେଶ୍ୱର, ଅପ୍ରେଲ ୦୯(ଖବର ଓଡ଼ିଶା): ମତଦାନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି । ଦଳ ଭିତରେ ଚାଲିଥିବା ବିଶୃଙ୍ଖଳା ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । ଦଳର ଟିକେଟ୍‌ ସମୀକରଣ ଏବେବି ସମାଧାନ ହୋଇପାରୁ ନାହିଁ । ଶେଷ ମୂହୁର୍ତ୍ତରେ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବାକୁ ମନା କରୁଥିବାବେଳେ ଟିକେଟ୍‌ ନ ପାଇ ବରିଷ୍ଠ ନେତ୍ରୀ ହାତ ଛାଡ଼ି ଦେଇଛନ୍ତି । ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ଦଳ ଏବଂ ନିଜ ପଦରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ଖବର ଓଡ଼ିଶା 09/04/2019
Khabar Odisha:odisha-bjp-mahila-morcha-targets-bjd-on-women-issues

ନାରୀ ନିର୍ଯ୍ୟାତନାରେ ଲିପ୍ତ ବିଜେଡ଼ି ନେତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ବିଜେପିର ଦାବି

ଭୁବନେଶ୍ୱର, ଅପ୍ରେଲ ୦୬ (ଖବର ଓଡ଼ିଶା): ନାରୀ ସଶକ୍ତକରଣ କଥା କହୁଥିବା ବିଜେଡ଼ି ଯୌନ କେଳେଙ୍କାରୀରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଦଳ ବିଧାନସଭା ପାଇଁ ପ୍ରାର୍ଥୀ କରୁଛି । ରାଜ୍ୟରେ ଏମିତି ରାଜନୀତି ନ ହେଉ ଯେ ନାରୀଙ୍କ ସମ୍ମାନକୁ ହାନୀ ପହଁଚାଇବ । ତେଣୁ ଭୁବନେଶ୍ୱର ମଧ୍ୟର ବିଧାନସଭା ପ୍ରାର୍ଥୀ ତଥା ପୂର୍ବ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟୀ । ...

ଖବର ଓଡ଼ିଶା 06/04/2019
Khabar Odisha:national-a-woman-squadron-leader-was-helping-abhinandan

ଅଭିନନ୍ଦନଙ୍କୁ ସହଯୋଗ କରୁଥିଲେ ମହିଳା ଫାଇଟର୍‌, କଣ୍ଟ୍ରୋଲ୍‌ ରୁମ୍‌ରୁ ଦେଉଥିଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, ଅପ୍ରେଲ ୦୪ (ଖବର ଓଡ଼ିଶା): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ବାୟୁସେନା ପକ୍ଷରୁ କରାଯାଇଥିବା ଆକ୍ରମଣକୁ ଭାରତୀୟ ବୀର ଯବାନ ଦୃଢ଼ ଜବାବ ଦେଇଥିଲେ । ଭାରତୀୟ ୱିଙ୍ଗ କମାଣ୍ଡର୍‌ ପାଇଲଟ୍‌ ଅଭିନନ୍ଦନଙ୍କ ବାହାଦୂରୀକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । ଯେତେବେଳେ ଅଭିନନ୍ଦନ ଶତ୍ରୁ ପକ୍ଷକୁ ଜବାବ ଦେଉଥିଲେ ସେତେବେଳେ କଣ୍ଟ୍ରୋଲ ରୁମ୍‌ରୁ ମଧ୍ୟ ତାଙ୍କୁ ଆଉ ଜଣେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ ।

ଖବର ଓଡ଼ିଶା 04/04/2019
Khabar Odisha:International-Odisha-woman-sextuplets-thelma-chiaka-gives-birth-to-four-sons-and-two-daughters

୯ ମିନିଟ୍‌ରେ ୬ ସନ୍ତାନ ଜନ୍ମ କଲେ ମହିଳା, ୪ ପୁଅ ୨ ଝିଅ

ଟେକ୍ସାସର ହ୍ୟୁଷ୍ଟନରେ ଜଣେ ମହିଳା ଏକା ସହିତ ୬ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ନ୍ୟୁଜ୍ ଏଜେନ୍ସି ଭାଷା ଅନୁଯାୟୀ, ସାରା ବିଶ୍ୱରେ...

ଖବର ଓଡ଼ିଶା 16/03/2019
Khabar Odisha:woman-odisha-mother-and-her-two-kids-burn-in-fire-at-at-Magaraguda-under-G-Udayagiri

ନିଆଁରେ ଜଳି ଗଲେ ମା’ ଓ ଦୁଇ ଝିଅ

ଫୁଲବାଣୀ, ଫେବୃଆରୀ ୧୯(ଖବର ଓଡ଼ିଶା): ଘରେ ନିଆଁ ଲାଗି ମାଆ ଓ ଦୁଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଶିଶୁ କନ୍ୟା ମଧ୍ୟରୁ ଜଣେ ତିନି ବର୍ଷର ହୋଇଥିବାବେଳେ ଆଉ ଜଣେ ୯ମାସର ହୋଇଥିବା ଜଣାପଡ଼ିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଓଡ଼ିଶା 19/02/2019
Khabar Odisha:woman-odisha-newly-wed-woman-death-in-Sibanathpur-village-Sundergarh

ନବବଧୂ ମୃତ୍ୟୁକୁ ନେଇ ଉତ୍ତେଜନା, ବଣାଇ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା

ସୁନ୍ଦରଗଡ଼, ଫେବୃୟାରୀ ୦୫ (ଖବର ଓଡ଼ିଶା): ନବ ବିବାହିତାଙ୍କ ଅସ୍ୱାଭାବିକଭାବେ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା ହୋଇଛି । ଧରମ ଭଣଜାଙ୍କ ସ୍ତ୍ରୀର ମୃତ୍ୟୁକୁ ନେଇ ବୋହୁର ବାପଘର ଲୋକ ଠିକାୟତପାଲ୍ଲୀ ଥାନା ଶିବନାଥପୁର ଗାଁରେ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଧରମ ଭଣଜା ଗଣେଶ କିଷାନକୁ ଅଟକ ରଖାଯାଇଥିବାବେଳେ ଅଧ୍ୟକ୍ଷାଙ୍କ ପରିବାର ଲୋକ ଫେରାର ଅଛନ୍ତି । ସେପଟେ ବୋହୁର ଏ ଯାଏଁ ଶବ ସତ୍କାର ହୋଇ ନ ଥିବା ସୂଚନା ମିଳିଛି ।

ଖବର ଓଡ଼ିଶା 05/02/2019
Khabar Odisha:woman-odisha-girl-student-found-dead-at-Purubai-Kanyashram-in-Soro

କନ୍ୟାଶ୍ରମରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଅନ୍ୟଜଣେ ଗୁରୁତର

ବାଲେଶ୍ୱର, ଜାନୁୟାରୀ ୩୦ (ଖବର ଓଡ଼ିଶା): ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ପୁରୁବାଇଁ କନ୍ୟାଶ୍ରମରେ ଜଣେ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରୀଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ଜଣକ ହେଲେ କୁମାରପୁର ଗାଁର ଲାଲ ହାଁସଦାଙ୍କ ଝିଅ ହେମାଜାନୀ ହାଁସଦା ଓ ଗୁରୁତର ଛାତ୍ରୀ ସରସ୍ୱତୀ ମଲ୍ଲିକ ।

ଖବର ଓଡ଼ିଶା 30/01/2019
Khabar Odisha:woman-odisha-again-minor-girl-pregnant-in-koraput

ବଢ଼ୁଛି ନାବାଳିକା ଗର୍ଭବତୀ ଘଟଣା: ପୁଣି ଏକ ଅନାଥ ନାବାଳିକା ଅନ୍ତଃସତ୍ତ୍ୱା

କୋରାପୁଟ, ଜାନୁୟାରୀ ୩୦ (ଖବର ଓଡ଼ିଶା): ରାଜ୍ୟରେ ନାବାଳିକା ଗର୍ଭବତୀ ହେବା ଭଳି ସଙ୍ଗୀନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଭଳି ଘଟଣା ସାମ୍ନାକୁ ଆସିଛି । ଅସୁରକ୍ଷିତ ହୋଇପଡ଼ିଛନ୍ତି ଛୋଟ ଛୋଟ ଝିଅ । ଗତ ଦୁଇ ଦିନ ତଳେ ବାରିପଦାରେ ନାବାଳିକା ଗର୍ଭବତୀ ହେବ ଅଭିଯୋଗ ହେବା ପରେ ଆଜି ପୁଣି ଏକ ଅନୁରୂପ ମାମଲା କୋରାପୁଟରୁ ଆସିଛି । ଜଣେ ଅନାଥ ଝିଅ ଅନ୍ତଃସତ୍ତ୍ୱା ହୋଇଛି ।

ଖବର ଓଡ଼ିଶା 30/01/2019
Khabar Odisha:crime-woman-odisha-minor-girl-molested-by-headmaster-and-teacher-in-sebasram

ଅସୁରକ୍ଷିତ ସେବାଶ୍ରମ: ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅଟକ

ମାଲକାନଗିରି, ଜାନୁଆରୀ ୨୨(ଖବର ଓଡ଼ିଶା): ଏବେ ଅସୁରକ୍ଷିତ ହୋଇପଡ଼ିଛି ସେବାଶ୍ରମ । ଯେଉଁ ମନ୍ଦିରରେ ପିଲାଙ୍କୁ ଜୀବନର ଶିକ୍ଷା ଦିଆଯାଏ ସେହି ବିଦ୍ୟାମନ୍ଦିରରେ ନାବାଳିକାଙ୍କ ଜୀବନ ସହିତ ହେଉଛି ଖେଳ । କନ୍ଧମାଳ, ଯାଜପୁର, ଢେଙ୍କାନାଳ ଓ କଳାହାଣ୍ଡି ପରେ ଏବେ ମାଲକାନଗିରିରେ ସେବାଶ୍ରମରେ ଅଘଟଣର ପୁନରାବୃତ୍ତି ହୋଇଛି ।

ଖବର ଓଡ଼ିଶା 22/01/2019
Khabar Odisha:women-odisha-kandhamal-no-superintendent-staying-in-school-hostel

ଭାଙ୍ଗୁନି ନିଦ: ଏବେବି କନ୍ଧମାଳର ଅନେକ ସେବାଶ୍ରମରେ ରହୁନାହାନ୍ତି ସୁପରିଟେଣ୍ଡେଂଟ, କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଦାବୀ

କନ୍ଧମାଳ, ଜାନୁଆରୀ ୨୧ (ଖବର ଓଡ଼ିଶା): ଗୋଟିଏ ପଟେ ବିଜେପି ମହିଳା ମୋର୍ଚ୍ଚା ପିପିଲି ଓ କୁନ୍ଦୁଲି ପିଡ଼ୀତା ପାଇଁ ରାଜ୍ୟ ରାଜଧାନୀରେ ସରକାରଙ୍କୁ ଘେରିଥିବାବେଳେ ରାଜ୍ୟ ସରକାର କିନ୍ତୁ ଚେତୁ ନାହାଁନ୍ତି । କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ ନାବାଳିକା ପ୍ରସବ କରିବା ଘଟଣା ପରେ ବି ଶୋଇ ରହିଛନ୍ତି ସରକାର । କନ୍ଧମାଳର ବିଭିନ୍ନ ସ୍ଥାନରେ ଥିବା ଏଭଳି ସ୍କୁଲରେ ଏବେବି ସୁପରିଟେଣ୍ଡେଣ୍ଟମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ପରିସରରେ ରହୁନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାର୍ଥୀମାନଙ୍କ ଅଭିଭାବକ ମାନେ ।

ଖବର ଓଡ଼ିଶା 21/01/2019
Khabar Odisha:Politics-Odisha-bjd-again-appoints-two-spokes-person

ବଢ଼ିଲା ବିଜେଡ଼ି ମୁଖପାତ୍ର ସଂଖ୍ୟା, ୨ ମହିଳା ନେତ୍ରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ଜାନୁଆରୀ ୨୦ (ଖବର ଓଡିଶା): ନିର୍ବାଚନ ପୂର୍ବରୁ ବିଜେଡ଼ି ମୁଖିଆ ସଙ୍ଗଠନକୁ ସୁଦୃଢ଼ କରିବାକୁ ଲାଗି ପଡ଼ିଛନ୍ତି । ଗତ କିଛି ଦିନ ତଳେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନୂତନ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଆଜି ପୁଣି ଥରେ ମୁଖପାତ୍ର ତାଲିକାରେ ଆଉ ଦୁଇ ଜଣଙ୍କ ନାଁକୁ ସାମିଲ କରାଯାଇଛି । ସେମାନେ ହେଲେ କସ୍ତୁରୀ ମହାପାତ୍ର ଓ ସୁଲତା ଦେଓ ।

ଖବର ଓଡ଼ିଶା 20/01/2019
First Previous
1 2 3 4 5 6 7 8 9 10
Next Last Page 1 of 13